ପୁଣି ଥରେ ପ୍ରବଚନ ଦେବାକୁ ସାରଥି ବାବାଙ୍କୁ ମିଳିଲା ଓଡିଶା ହାଇକୋର୍ଟରୁ ଅନୁମତି, ଦେଖନ୍ତୁ ଏହାକୁ ନେଇ କଣ କହୁଛନ୍ତି ରାଜ୍ୟବାସୀ, ଦେଖନ୍ତୁ Video

ଦିନେ କେନ୍ଦ୍ରପଡାର ବାରିମୂଳରେ ଚାଲିଥିଲା ସାରଥି ବାବାଙ୍କ ରାଜ୍ । କିନ୍ତୁ ୨୦୧୫ ମସିହାରେ ସବୁ ଶେଷ ହୋଇ ଯାଇଥିଲା, ଯେତେବେଳେ ସାରଥି ବାବାଙ୍କୁ ଜଣେ ଯୁବତୀଙ୍କ ସହ ଧ-ରା-ଯା-ଇଥିଲା ଏକ ହୋଟେଲରେ । ଏହାପରେ ଧୀରେ ଧୀରେ ଅନେକ ଲୋକ ନିଜ ମୁହଁ ଖୋଲିଥିଲେ । ସାରଥି ବାବା କରିଥିବା ବିଭିନ୍ନ ପ୍ରକାର କୁ-କ-ର୍ମ ବିଷୟରେ ମୁହଁ ଖୋଲିଥିଲେ ଜଣ ସାଧାରଣ । ସାଧୁ ବେଶରେ ଜଣେ ଅସାଧୁଙ୍କ ଚରିତ୍ରର ହୋଇଥିଲା ପର୍ଦାଫାଶ ।

ଆଉ ତା ପରେ ସାରଥି ବାବା ଗି-ର-ଫ ମଧ୍ୟ ହୋଇଥିଲେ । ଏହା ମଧ୍ୟରେ ବିତି ଗଲାଣି ପ୍ରାୟ ୬ ବର୍ଷ ଓ ୪ ବର୍ଷ ଜେ-ଲ-ରେ ବିତାଇବା ପରେ ସାରଥି ବାବା ପୁଣି ଥରେ ଫେରିଥିଲେ ତାଙ୍କ ଆଶ୍ରମକୁ । ଫେରିବା ପରେ ତଥାପି ଅନେକ ଭକ୍ତ ତାଙ୍କର ସେବାରେ ଥିଲେ । ସାରଥିଙ୍କ ଉପରେ ଏତେ ଦୁ-ର୍ନୀ-ତି ଆ-ରୋ-ପ ଲାଗିବା ମଧ୍ୟ ଆଜି ବି ଅନେକ ଭକ୍ତ ତାଙ୍କୁ ଅନ୍ଧ ଭଳି ବିଶ୍ବାସ କରୁଛନ୍ତି ।

ତେବେ କୋଭିଡ କଟକଣା ମଧ୍ୟରେ ସାରଥୀଙ୍କୁ ପୁଣି ଥରେ ପ୍ରବଚନ ପାଇଁ ଓଡିଶା ହାଇକୋର୍ଟ ଅନୁମତି ଦେବା ପରେ ଏବେ ରାଜ୍ୟବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ମିଶ୍ରିତ ପ୍ରତିକ୍ରିୟା । ସାରଥିଙ୍କ ଅନେକ ଭକ୍ତ ଏନେଇ ନିଜ ଖୁସି ଏବଂ ସାରଥିଙ୍କ ପ୍ରତି ନିଜ ଭକ୍ତିଭାବ ପ୍ରକାଶ କରିଥିବା ବେଳେ ଆଉ କିଛି ବ୍ୟକ୍ତି ଏହାକୁ ନାପସନ୍ଦ କରିଛନ୍ତି । ସାରଥିଙ୍କ ନାମରେ ଚାଲିଥିବା କେ-ସ-ରେ କୌଣସି ସଠିକ ପ୍ରମାଣ ଏ ଯାଏ କାହିଁକି କୋ-ର୍ଟ-କୁ ଦେଖାଇ ପାରିଲେଣି ବୋଲି ପ୍ରଶ୍ନ କରୁଛନ୍ତି ତାଙ୍କ ଭକ୍ତଗଣ ।

ସେମାନେ ଯାହା ବି ହେଉ କେବେ ସାରଥିଙ୍କୁ ଛାଡି ପାରିବେ ନାହିଁ, ସେ ତାଙ୍କ ର-କ୍ତ-ରେ ଅଛନ୍ତି ବୋଲି କହିଛନ୍ତି ତାଙ୍କର ଜଣେ ଭକ୍ତ । ସାରଥିଙ୍କ ଭକ୍ତ କହୁଛନ୍ତି କି ସାରଥି ସବୁବେଳେ ସାଥିରେ ଥିଲେ, ଏବେ ବି ରହିଛନ୍ତି ଓ ଆଗକୁ ମଧ୍ୟ ଥିବେ । ଧର୍ମର ଜୟ ହୋଇଛି, ପୁଣି ଥରେ ବାରିମୂଳ ହସି ଉଠିବ ବୋଲି ଖୁସିରେ ଅଧୀର ହୋଇ ପଡ଼ୁଛନ୍ତି ତାଙ୍କର ଅନ୍ଧ ଭକ୍ତ ।

ସେମାନଙ୍କ ମତରେ ଏକ ନିର୍ଦ୍ଧିଷ୍ଟ ନ୍ଯୁ-ଜ ଚ୍ଯା-ନେ-ଲ ପଇସା ପତ୍ର ଖାଇ ସାରଥିଙ୍କୁ ମିଛରେ ବ-ଦ-ନା-ମ କରିଛି । ତେବେ ଅନ୍ୟ ପଟେ ଆଉ କିଛି ଲୋକ ସାରଥୀଙ୍କୁ ଅସାଧୁ କହିବା ସହ ସେ ଓଡିଶାରେ ପ୍ରବଚନ ଦେବା ଉଚିତ ନୁହେଁ ବୋଲି ନିଜ ମତ ରଖିଛନ୍ତି । ସାରଥିଙ୍କ ଦୁ-ଷ୍କ-ର୍ମ ଆମ ଓଡିଆ ଲୋକଙ୍କ ଧାର୍ମିକ ଭାବନାକୁ କୁଠାରଘାତ କରିଛି ଓ ଓଡିଆ ସାଧୁଙ୍କ ନାମରେ ସାରଥି ଜଣେ କ-ଳ-ଙ୍କ ବୋଲି ସେମାନେ କହିଛନ୍ତି ।

୧୯ ବର୍ଷ କାଳ କେ-ଳ-ଙ୍କ-ରୀ କରି ଏବେ ଆଉ ଥରେ ପ୍ରବଚନ ଆରମ୍ଭ କରି ସେହି ସବୁ କେ-ଳ-ଙ୍କ-ରୀ କରିବେ ବୋଲି ପରିହାସ କରି କହିଛନ୍ତି ଲୋକେ । ତେବେ ସାରଥିଙ୍କୁ ପ୍ରବଚନ ଦେବାକୁ ଆଉ ଥରେ ଅନୁମତି ମିଳିବା ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।