ପୁଣି ଦ୍ଵିତୀୟ ବିବାହ କରିବେ Bidyashree, କହିଲେ ‘ମୋର ପରିବାର ମୋ ସେକେଣ୍ଡ ମ୍ୟାରେଜ ପାଇଁ…’ ଦେଖନ୍ତୁ Video

ବିଦ୍ୟାଶ୍ରୀ ଏକ ଜଣା ଶୁଣା ନାମ ଯିଏ କି ବିବାହର ଖୁବ କମ ଦିନ ମଧ୍ୟରେ ନିଜ ସ୍ଵାମୀ ଙ୍କୁ ହରାଇ ଦେଇ ଥିଲେ ଏହା ପରେ ତାଙ୍କ ଜୀବନରେ ଝାଡା ଆସି ଥିଲା କି ସେ ନିଜ ସ୍ଵାମୀ ଙ୍କୁ ମାରିବା ପାଇଁ ଚେଷ୍ଟା କରୁଥିଲେ । ଅନେକ ପ୍ରକାର ନାମ ଆସି ଥିଲା ଏହା ମଧ୍ୟରେ । ଏହା ପରେ ଆଉ ଏକ ଝିଅ ସହ  ସମ୍ପର୍କ ଥିବାର ମଧ୍ୟ  ସେ ଜାଣିବା ପାଇଁ ପାଇ ଥିଲେ । ଏହା ବିବାହ ଆଗର କଥା ବୋଲି ବିଦ୍ୟାଶ୍ରୀ କହିଛନ୍ତି ।

ଏହା ପରେ ବିଦ୍ୟାଶ୍ରୀ ଙ୍କ ଉପରେ ସନ୍ଦେହ ବହୁତ ପ୍ରଖର ହୋଇ ଯାଇ ଥିଲା ଶେଷ ରେ ପିଲିଶ ଆସିକି ସବୁ ଖୋଜା କରି ବା ପରେ ଏହା ଆତ୍ମହତ୍ୟା ବୋଲି ଜଣା ପଡିଥିଲା । ତାଙ୍କର ଏକ ଭିଡିଓ କ୍ଲିପ ମଧ୍ୟ ଭାଇରାଲ ହୋଇ ଥିଲା ଯେଉଁ ଥିରେ ସେ ଫୋନ ରେ କଥା ହୋଇକି ଯାଉ ଥିବାର ଦେଖିବା ପାଇ ମିଳି ଥିଲା ।

କୁହାଯାଏ କି ଯେଉଁ ମାନେ ପ୍ରକୃତ ପ୍ରେମ କରିଥାନ୍ତି ତାଙ୍କ ଯୋଡି ସ୍ଵର୍ଗ ରେ ତିଆରି ହୋଇଥାଏ । ଆଜି ଆମେ କହିବା କି ବିବାହ ପରେ ବିଦ୍ୟାଶ୍ରୀ ବହୁତ ଖୁଶି ଥିଲେ ଆଦିତ୍ୟ ଙ୍କ ସହ । ଆଦିତ୍ୟ ଜଣେ ସମାଜ ସେବକ ଥିଲେ ସେ ବିଦ୍ୟାଶ୍ରୀ ଙ୍କ ସହ ଏହି ସାମାଜିକ କଲ୍ୟାଣ କାମ ବେଳେ ଦେଖା କରି ଥିଲେ ।

ସେହି ଜାଗାରୁ ଜନ୍ମ ହୋଇଥିଲା ଭଲ ପାଇବା ଓ ଏହା ପରେ ବିବାହ ରେ ପରିଣତ ହୋଇ ଯାଇ ଥିଲା । ତେବେ ଏହି କଥାକୁ 1 ବର୍ଷ ରୁ ଅଧିକା ସମୟ ହୋଇ ଯାଇ ଥିବା ପରେ ବିଦ୍ୟାଶ୍ରୀ ଙ୍କୁ ସବୁ ଏବେ ପ୍ରଶ୍ନ କରୁଛନ୍ତି କି ଦ୍ଵିତୀୟ ବିବାହ ପାଇଁ । ସେ କହିଛନ୍ତି କି ସେ ନିଜ ଜୀବନକୁ କିଭଳି ଭାବେ ବଞ୍ଚିବେ ତାହା ତାଙ୍କ ଉପରେ ନିର୍ଭର କରେ ।

ସେ ଆଉ କାହାକୁ ବିବାହ କରିବା କଥା ଚିନ୍ତା କରି ନାହାଁନ୍ତି । କାରଣ ବିବାହ ବେଳେ ସେ ଯେଉଁ କଥା ଦେଇ ଥିଲେ ଆଦିତ୍ୟ ଙ୍କୁ ତାହା ସେ ରଖିବେ । ସେ କହିଛନ୍ତି କି ଜଣେ ଆମକୁ ଭଲ ପାଇବା ଦେଲେ ଆମେ ତାକୁ ଭଲ ପାଇବା ଦେଇ ଥାଉ ଜଣେ ଆମକୁ ସାହାଜ୍ଯ କରିଲେ ଆମେ ତାକୁ ସାହାଜ୍ଯ କରୁ ।

ତେବେ ସେ କହିଛନ୍ତି କି ଯେଉଁ ମାନେ ତାଙ୍କୁ ଭଲ ପାଇ ଥାନ୍ତି ସେମାନେ ତାଙ୍କ ମଙ୍ଗଳ ପାଇଁ ବିବାହ କରିବା ପାଇଁ କହୁଛନ୍ତି କିନ୍ତୁ ଏହା ତାଙ୍କ ବ୍ୟକ୍ତିଗତ କଥା କି ସେ ବିବାହ କରିବା ପାଇଁ ଚାହାଁନ୍ତି ନି । ସେ କହିଛନ୍ତି କି ସେ ବିବାହ କରିବା ପାଇଁ ଚାହିଁ ନାହାନ୍ତି ।

କାରଣ ଆଦିତ୍ୟ ତାଙ୍କୁ ଏବେ ଭି ଭଲ ପାଉ ଛନ୍ତି ଜୀବନରେ ଆଗକୁ ବଢିବା ନିହାତି ଭାବେ ଦରକାର ଅଟେ । ଏହା ସେ ମାନୁଛନ୍ତି କିନ୍ତୁ ସେ ନିଜକୁ ବିବାହ ରେ ଆଉ ବାନ୍ଧିବା ପାଇଁ ଚାହୁଁ ନାହାଁନ୍ତି । ତାଙ୍କ ପରିବାର ବାଧ୍ୟ କରୁଥିଲେ ମଧ୍ୟ ସେ ନିଜ ନିଷ୍ପତ୍ତି କୁ ବଦଳାଇବେ ନାଇ ।