ଦେଖନ୍ତୁ ପ୍ରେସମିଟ ର ଫୁଲ Video: July 16 ପର୍ଯ୍ୟନ୍ତ ବଢିଲା ଆଂଶିକ Lockdown, ଦେଖନ୍ତୁ କଣ ରହିବ ଖୋଲା କଣ ବନ୍ଦ ?

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ଦେଶରେ କୋରୋନା ସଂକ୍ରମଣ ହାର କମ ହେବାରେ ଲାଗିଛି । ଆସନ୍ତାକାଲି ଲକ ଡାଉନ ସମାପ୍ତ ହେବାକୁ ଥିଲା କିନ୍ତୁ ରାଜ୍ୟ ସରକାର ଜୁଲାଇ ୧୬ ସକାଳ ୬ଟା ଯାଏଁ ବଧାଗଲା ।

ରାଜ୍ୟର ୨୦ଟି ଜିଲ୍ଲାରେ କାଟାଗୋରୀ-ଏ ଓ ୧୦ଟି ଜିଲାରେ କାଟାଗୋରୀ-ବିରେ ବିଭକ୍ତ କରା ଯାଇଛି । କାଟାଗୋରୀ-ଏ ରେ କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାକୁ ସାମିଲ କରା ଯାଇଛି । ଏହି ୨୦ଟି ଜିଲ୍ଲାରେ ପରିବହନ ବିଭାଗ ବସ, ଅଟୋ, ଟ୍ଯାକ୍ସି ଯାତାୟାତ କରିବା ବୋଲି ସୂଚନା ମିଳିଛି । କାଟଗୋରୀ-ଏ ରେ ଥିବା ଜିଲା ଗୁଡିକରେ ସେଲୁନ, ଆଉଟ ଓ ଇନ ଡୋର ଫିଲ୍ମ ଶୁଟିଙ୍ଗ ପାଇଁ ଅନୁମତି ମିଳିଛି ।

ଯେଉଁ ସବୁ ଦୋକାନ ବନ୍ଦ ରହିଥିଲା କାଲୀ ଠାରୁ ତାହା ସବୁ ଗାଇଡ ଲାଇନ ଅନୁସାରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଖୋଲାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । କାଟାଗୋରୀ-ବି ରେ ନୟାଗଡ, ପୁରୀ, କଟକ, ଖୋର୍ଦ୍ଧା, ଯାଉପୁର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ଵର, ଜଗତସିଙ୍ଘପୁର, କେନ୍ଦ୍ରାପଡାରେ କୋରୋନା ପଜେଟିଭ ହାର ୫%ରୁ ୧୦% ରହିଛି ।

କାଟାଗୋରୀ-ଏ ରେ ସାପ୍ତାହିକ ସତ ଡାଉନ ଉଠାଇ ଦିଆ ଯାଇଛି । କିନ୍ତୁ ସଂଧା ୬ରୁ ସକଳ ୬ଟା ଯାଏଁ ନାଇଟ କରଫୁ ବଳବତ୍ତର ରହିବ । ପର୍ଜ୍ଯାୟ କ୍ରମେ ଅନଲାଇନ ପ୍ରକ୍ରିୟା ଆରମ୍ଭ କରା ଯାଇଛି । କାଟାଗୋରୀ- ବି ରେ ଅଧିକ ସଂକ୍ରମଣ ରହୁଥିବାରୁ ସକଳା ୬ରୁ ଦିନ ୨ଟା ଯାଏଁ ଦୋକାନ ଖୋଲାଯିବ ବୋଲି ଘୋଷଣା କରା ଯାଇଛି । ସ୍ପା, ମଲ, ବିୟୁଟି ପାର୍ଲର ଆଦି ବନ୍ଦ ରହିବ ।

ଉଠା ଦୋକାନୀ ମାନେ ମଧ୍ୟ ଦୋକାନ ଖୋଲି ପାରିବେ କିନ୍ତୁ କେବଳ ପାର୍ସଲ ଦେଇ ପାରିବେ । ସେଥିପାଇଁ ବ୍ୟବସାୟୀ ସଂଘକୁ ପରାମର୍ଶର ଦିଆ ଯାଇଛି ଯେ ଯେଉଁ ମାନେ ଖାଇବା ଦୋକାନୀ ସେମାନେ ଦୂରତା ରକ୍ଷା କରି ଗ୍ରାହକ ମାନଙ୍କ ସହ ପାର୍ସଲ ଦ୍ଵାରା ଦେବା ନେବା କରିବେ । କୌଣସି ବି ଗ୍ରାହକ ଦୋକାନ ଆଗରେ ଭିଡ ଜମାଇବେ ନାହି ବା ଦୋକାନରେ ବସିକି ଖାଇବେ ନାହି । ଏହା ସହ ପୂର୍ବ ଭଳି ନାଇଟ କରଫୁ ଓ ସାପ୍ତାହିକ ସଟ ଡାଉନ କାଟାଗୋରୀ-ବି ଜିଲ୍ଲା ଗୁଡିକରେ ବଳବତ୍ତର ରହିବ ।

ଜୁଲାଇ ୧୬ ତାରିଖ ଯାଏଁ ଆଂଶିକ ଲକ ଡାଉନ ଲାଗି ରହିବ । ସ୍କୁଲ, କଲେଜ, କୋଚିଙ୍ଗ ସେଣ୍ଟର, ବିବାହ, ଶୁଦ୍ଧି କ୍ରିୟା ପୂର୍ବ ଭଳି ବନ୍ଦ ରହିବ । ଶ୍ରଦ୍ଧାଳୁ ମାନଙ୍କ ପାଇଁ ଧାର୍ମାନୁଷ୍ଠାନ ବନ୍ଦ ରହିବ କିନ୍ତୁ ମନ୍ଦିରରେ ରୀତିନୀତି ଚାଲୁ ରହିବ । ଏହା ପରେ ମଧ୍ୟ ପୂର୍ବ ଭଳି କୋଭିଡ ଗାଇଡ ଲନ ଜାରି ରହିବ । ମାସ୍କ, ସାମାଜିକ ଦୂରତା ରକ୍ଷା କରାଯିବ । ଏହି ଭଳି ଭାବେ ରାଜ୍ୟ ସରକାର କୋଭିଡ ନୂଆ ଗାଇଡ ଲାଇନ ଘୋଷଣା କରିଛନ୍ତି ଯାହା ଗତ କାଲୀ ଠାରୁ ଲାଗୁ କରାଯିବ ।     

ଏହା ଉପରେ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ