ପୂଜା କରିବା ସମୟରେ କିଛି ବି ମାଗିବା ପରିବର୍ତ୍ତେ କେବଳ କହି ଦିଅନ୍ତୁ ଏହି ଦୁଇଟି ଶବ୍ଦ, ପୁରା ହେବ ସବୁ ମନୋକାମନା

ଯଦି ଆପଣ ହିନ୍ଦୁ ଧର୍ମ ଉପରେ ବିଶ୍ଵାସ ରଖନ୍ତି ତେବେ ଆପଣଙ୍କୁ ଏହା ନିଶ୍ଚିତ ଜଣା ଥିବ କି ଏହି ଧର୍ମର ଲୋକମାନେ ସକାଳୁ ଉଠି ପୂଜା ପାଠର ନିୟମ କାହିଁକି କରନ୍ତି । କହିବାକୁ ଗଲେ ସମସ୍ତେ ଜାଣିଛନ୍ତି କି ଏହି ସୃଷ୍ଟିର ରଚୟତା କିଏ । ପ୍ରାୟତଃ ଆପଣମାନେ ଦେଖିଥିବେ କି ହିନ୍ଦୁ ଧର୍ମର ଲୋକମାନେ ପ୍ରାତଃ ସକାଳୁ ଉଠି ସ୍ନାନ କରି ଭଗବାନଙ୍କ ପୂଜା ପାଠରେ ଲାଗି ଯାଆନ୍ତି । କାରଣ ସମସ୍ତେ ଜାଣିଛନ୍ତି କି ଏହି ସୃଷ୍ଟିର ରଚୟିତାଙ୍କୁ ଆମେ ସମସ୍ତେ ମାନିଥାଉ ।

ସବୁ ଧର୍ମର ଲୋକମାନେ ନିଜ ନିଜର ଇଶ୍ଵରଙ୍କୁ ମନେ ପକାଇ ଥାନ୍ତି । କହିବାକୁ ଗଲେ ସମସ୍ତେ ନିଜର ଧର୍ମ ଅନୁସାରେ ନିଜ ନିଜ ଭଗବାନଙ୍କ ନାମ ନେଇ ତ କେବେ ଆଲ୍ଲାଙ୍କ ନାମରେ ତାଙ୍କର ଆରାଧନା କରିଥାନ୍ତି । କିନ୍ତୁ କହିବାକୁ ଗଲେ ସେ ଯେ କୌଣସି ବି ଧର୍ମର ହେଉ କିମ୍ବା କୌଣସି ବି ବ୍ୟକ୍ତି ହେଉ ତାହାର ଶ୍ରଦ୍ଧା ନିଜର ଇଶ୍ଵର ଉପରେ ହୋଇଥାଏ ଓ ଏହି କାରଣରୁ ସେ ନିଜର ଇଶ୍ଵରର ଆରାଧନା କରିଥାଏ ।

କେତେ ଥର ଲୋକମାନେ ପୂଜା କୌଣସି ଭଗବାନକୁ ପ୍ରସନ୍ନ କରିବା ପାଇଁ କରିଥାନ୍ତି ତ ଅନ୍ୟ ପଟେ କେତେକ ଲୋକମାନେ ନିଜର ଦୈନିକ ଜୀବନରେ ଶାନ୍ତିପୂର୍ଣ ଓ ମହତ୍ଵପୂର୍ଣ କାର୍ଯ୍ୟରେ ଏହାକୁ ସାମିଲ କରି ଦିଅନ୍ତି । ସମସ୍ତେ ଭଗବାନଙ୍କୁ ପୁଷ୍ପ ସମର୍ପିତ କରିଥାନ୍ତି । ଏହା ସହିତ ପୂଜା ସମୟରେ ଭଗବାନଙ୍କ ନିକଟରେ କେତେକ ପୁରାଣରେ ଥିବା କିଛି ଶ୍ଳୋକର ବି ଉଚ୍ଚାରଣ କରିଥାନ୍ତି ।

କିନ୍ତୁ ଶାସ୍ତ୍ର ଅନୁସାରେ ଶ୍ଳୋକର ଉପଯୋଗ କୌଣସି ବଡ କାର୍ଯ୍ୟ ଯେମିତି ଯଜ୍ଞ ଇତ୍ୟାଦି ପୂଜାରେ ବ୍ରାହ୍ମଣମାନଙ୍କ ଦ୍ଵାରା କରାଯାଏ । କହିବାକୁ ଗଲେ ଯେତେବେଳେ ବି କୌଣସି ବ୍ୟକ୍ତି ନିଜର ଇଶ୍ଵରଙ୍କ ଭକ୍ତି କରିଥାଏ ତେବେ ତାହାର ମନୋକାମନା ନିଶ୍ଚିତ ପୁରା ହୋଇଥାଏ । ଅନ୍ୟ ପଟେ ଆମେ ଆପଣଙ୍କୁ କହିଦେଉଛୁ କି ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ନିଜର ହୃଦୟର ସହିତ ଆରାଧନା କରିଥାଏ ତେବେ ଭଗବାନ ତାହାର ଇଚ୍ଛା ସଙ୍ଗେ ସଙ୍ଗେ ଶୁଣିଥାନ୍ତି ।

ଭଗବାନ ସେହି ବ୍ୟକ୍ତିର ଇଚ୍ଛାକୁ ସଙ୍ଗେ ସଙ୍ଗେ ପୁରା ବି କରି ଦିଅନ୍ତି । କାରଣ ହୃଦୟର ସହିତ କରିଥିବା ପ୍ରାର୍ଥନା ଇଶ୍ଵର ନିଶ୍ଚିତ ରୂପରେ ସ୍ଵୀକାର କରିଥାନ୍ତି ଓ ସମସ୍ତେ ବି ଏହା ଚାହିଁଥାନ୍ତି କି ଭଗବାନ ଅତିଶୀଘ୍ର ତାଙ୍କର ସମସ୍ତ ମନୋକାମାନ ପୁରା କରି ଦିଅନ୍ତୁ । ଯାହା ଦ୍ଵାରା ତାଙ୍କର ଜୀବନରେ ଖୁସି ଭରି ଯିବ ।

ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଧନର ଇଚ୍ଛା ହୋଇଥାଏ ଓ ଏହି କାରଣ ଅଟେ କି ଆଜିକାଲି ଲୋକମାନେ ଧନ ପଛରେ ଦୌଡୁଛନ୍ତି । କାରଣ ବର୍ତ୍ତମାନ ସମୟରେ ସମସ୍ତ ଜିନିଷ ପାଇଁ ଟଙ୍କା ଦରକାର ହୋଇଥାଏ । କିନ୍ତୁ ଏହି କଥା ସତ ଅଟେ କି ଲୋକମାନେ ଯେଉଁଭଳି ଭାବରେ ଟଙ୍କା ପଛରେ ଦୌଡୁଛନ୍ତି ଯଦି ସେହିଭଳି ଇଶ୍ଵରଙ୍କ ପଛରେ ଦୌଡିବେ ତେବେ ଟଙ୍କା ନିଶ୍ଚିତ ରୂପରେ ସେମାନଙ୍କ ପଛରେ ଦୌଡିବ ।

ସେଥିପାଇଁ ଯଦି ଆପଣ ବି ସବୁଦିନ ପୂଜା କରୁଛନ୍ତି ତେବେ ଆପଣଙ୍କୁ ଗୋଟିଏ କଥା ନିଶ୍ଚିତ କହି ଦେଉଛୁ କି କେବେ ବି ପୂଜା କରିବା ସମୟରେ ଇଶ୍ଵରଙ୍କୁ ଧନ ସମ୍ପତି ମାଗନ୍ତୁ ନାହିଁ । ଅଥବା ପୂଜା କରିବା ସମୟରେ କେବଳ ଏହି ଗୋଟିଏ ବାକ୍ୟ କହି ଦିଅନ୍ତୁ । ଆମେ ଯେଉଁ ଶବ୍ଦ ବିଷୟରେ କଥାବାର୍ତ୍ତା କରୁଛୁ ତାହା ଏକଦମ ସାଧାରଣ ଅଟେ ।

ଯଦି ଆପଣ ପୂଜା କରିବା ସମୟରେ ଇଶ୍ଵରଙ୍କୁ କେବଳ ଏତିକି କହିଦେବେ କି ‘ହେ ଇଶ୍ଵର ଆପଣ ନିଜର କୃପା ଦ୍ରୁଷ୍ଟି ସର୍ବଦା ଆମ ଉପରେ ରଖିଥାନ୍ତୁ’ । ବିଶ୍ଵାସ ରଖନ୍ତୁ ଇଶ୍ଵରଙ୍କୁ ଏହି ଶବ୍ଦ ଅତ୍ୟଧିକ ପ୍ରିୟ ହୋଇଥାଏ । ସେଥିପାଇଁ ଏହିଭଳି କହୁଥିବା ବ୍ୟକ୍ତିଙ୍କ ଉପରେ ଇଶ୍ଵରଙ୍କ କୃପା ସର୍ବଦା ରହିଥାଏ । କେବଳ ଆପଣଙ୍କୁ ଭକ୍ତିର ସହିତ ଏହି ଶବ୍ଦ କହିବାକୁ ହେବ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।