Gk Questions & Answers- ହ୍ଵାଟ୍ସଆପ ରେ ପୁଅଟି ଝିଅକୁ କହିଲା 143, ତ ଝିଅଟି ଉତ୍ତର ଦେଲା 399, ତେବେ କୁହନ୍ତୁ ତ ଝିଅଟି କଣ କହିଲା ?

ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରଭିଉରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରି ଥାନ୍ତି । ସେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ଯଦି କେଉଁ ପିଲା ପାଠ ପଢୁଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ମଧ୍ୟ ପାରିବେ ।  ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ।

୧. କେଉଁ ଦେଶରେ କପଡ଼ା ରେ ଖବରକାଗଜ ଛପା ହୋଇଥାଏ?
ଉତ୍ତର- ସ୍ପେନ।

୨. ମନୁଷ୍ୟ ଶରୀରର ସବୁଠାରୁ କୋମଳ ଅଙ୍ଗ କଣ ଅଟେ?
ଉତ୍ତର- ଆଖି।

୩. ଆଗ୍ରା କେଉଁ ନଦୀ ମୁହାଣରେ ଅବସ୍ଥିତ?
ଉତ୍ତର- ଯମୁନା ନଦୀ।

୪. ଭାରତ ରୁ କୋହିନୁର ହୀରା କିଏ ଲୁଟି ଥିଲେ?
ଉତ୍ତର- ନାଦିର ଶାହ।

୫. ଲାକ୍ଷାଦ୍ବୀପ କେଉଁଠାରେ ଅବସ୍ଥିତ?
ଉତ୍ତର- ଆରବ ସାଗର।

୬. ଭାରତର ପ୍ରଥମ ମୁସଲିମ ରାଷ୍ଟ୍ରପତି କିଏ ଅଟନ୍ତି?
ଉତ୍ତର- ଡାଂ. ଜାକିର ହୁସେନ।

୭. ବେଦ ଆଡ଼କୁ ଫେରି ଆସିବାର ଆହ୍ୱାନ କିଏ ଦେଇଥିଲେ?
ଉତ୍ତର- ସ୍ୱାମୀ ଦୟାନନ୍ଦ ସରସ୍ୱତୀ।

୮. ଆନନ୍ଦ ଭବନ ର ସ୍ଥାପନା କିଏ କରିଥିଲେ?
ଉତ୍ତର- ବାବା ଆମଟେ।

୯. ମାନବ ଶରୀରର ରୁଧିର ବ୍ୟାଙ୍କ କାହାକୁ କୁହାଯାଏ?
ଉତ୍ତର- ପ୍ଲିହା।

୧୦. ହାଇଦର ଅଲ୍ଲୀ ଙ୍କ ଉତ୍ତରାଧିକାରୀ କିଏ ଥିଲେ?
ଉତ୍ତର- ଟିପୁ ସୁଲତାନ।

୧୧. ୟୁରୋପ ସଂସଦ ର ମୁଖ୍ୟାଳୟ କେଉଁଠାରେ ଅବସ୍ଥିତ?
ଉତ୍ତର- ଲକ୍ଷମବର୍ଗ।

୧୨. ନାଳନ୍ଦା କେଉଁଠାରେ ଅବସ୍ଥିତ?
ଉତ୍ତର- ବିହାର।

୧୩. କଳା ସୁନା କାହାକୁ କୁହାଯାଏ?
ଉତ୍ତର- ଅଫିମ।

୧୪. ମସଲା ର ରାଣୀ କାହାକୁ କୁହାଯାଏ?
ଉତ୍ତର- ଗୁଜୁରାତି।

୧୫. ଭବିଷ୍ୟ ର ଧାତୁ କାହାକୁ କୁହାଯାଏ?
ଉତ୍ତର- ଟାଇଟାନିୟମ।

୧୬. ଭାରତର ସବୁଠାରୁ ବଡ଼ ହସ୍ପିଟାଲ କେଉଁଠାରେ ଅବସ୍ଥିତ?
ଉତ୍ତର- ନୂଆ ଦିଲ୍ଲୀ।

୧୭. କାଉ କେଉଁ ଦେଶର ରାଷ୍ଟ୍ରୀୟ ପକ୍ଷୀ ଅଟେ?
ଉତ୍ତର- ଭୁଟାନ।

୧୮. ପ୍ରଥମ କଥାକୁହା ଚଳଚ୍ଚିତ୍ର କଣ ଅଟେ?
ଉତ୍ତର- ଆଲମ ଆରା।

୧୯. କାଗଜ ମୁଦ୍ରା ର ପ୍ରଚଳନ ପ୍ରଥମେ କେଉଁ ଦେଶ କରିଥିଲା?
ଉତ୍ତର- ଚୀନ।

୨୦. ବିଶ୍ୱ ର ସବୁଠାରୁ ସୁରକ୍ଷିତ ଦେଶ କଣ ଅଟେ?
ଉତ୍ତର- ଆଇସ ଲ୍ୟାଣ୍ଡ।

୨୧. ସବୁଠାରୁ ବୁଦ୍ଧିମାନ ପ୍ରାଣୀ କିଏ ଅଟେ?
ଉତ୍ତର- ସିଂପାଞ୍ଜି।

୨୨. ବାୟୁ ମଣ୍ଡଳ ରେ ଅମ୍ଳଜାନ ର ପରିମାଣ କେତେ ପ୍ରତିଶତ ରହିଛି?
ଉତ୍ତର- ୨୧%।

୨୩. କଲମ ର ଯାଦୁଗର କାହାକୁ କୁହାଯାଏ?
ଉତ୍ତର- ରାମବୃକ୍ଷ ବେନିପୁରୀ

୨୪. ଲ୍ୟାଣ୍ଡ ଅଫ କେକ୍ସ କାହାକୁ କୁହାଯାଏ?
ଉତ୍ତର- ସ୍କଟଲ୍ୟାଣ୍ଡ।

୨୫. ସାଲିମାର ବଗିଚା କେଉଁଠାରେ ଅବସ୍ଥିତ?
ଉତ୍ତର- ଶ୍ରୀନଗର।

୨୬. ଜଗନ୍ନାଥ ମନ୍ଦିର କେଉଁଠାରେ ଅବସ୍ଥିତ?
ଉତ୍ତର- ଓଡ଼ିଶାର ପୁରୀ ଠାରେ।

୨୭. ସବୁଠାରୁ ଅଧିକ ଫିଲ୍ମ କେଉଁଠାରେ ନିର୍ମିତ ହୋଇଥାଏ?
ଉତ୍ତର- ଭାରତ।

୨୮. ଜଣେ ପୁଅ ଜଣେ ଝିଅ କୁ ହ୍ଵାଟ୍ସଆପ ରେ 143 ମେସେଜ କରିଲା ଏବଂ ଝିଅ ଟି ତା’କୁ ରିପ୍ଲାଏ ରେ 399 କହିଲା। ଝିଅ ଟି କଣ କହିଲା ?
ଉତ୍ତର- 399 ର ରିଚାର୍ଜ କରିବାକୁ।

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।