ଓହୋ ! ତ ଏହି କାରଣରୁ ଆଜିକାଲି ପୁଅମାନଙ୍କୁ ପସନ୍ଦ କମ ଉଚ୍ଚତା ଥିବା ଝିଅମାନେ

ଆଜିର ସମୟରେ ପାଖାପାଖି ସବୁ ପୁଅମାନଙ୍କର କେହି ନା କେହି ଗର୍ଲଫ୍ରେଂଡ ନିଶ୍ଚିତ ଅଛନ୍ତି । ପ୍ରଥମ ସମୟରେ ଲୋକମାନେ ଝିଅ ଖୋଜିବା ପାଇଁ ବହୁତ ଗୁଡିଏ ଜିନିଷକୁ ଦେଖୁଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ପୁଅମାନଙ୍କୁ ଛୋଟ ଉଚ୍ଚତାର ଝିଅମାନେ ନିଜ ଆଡକୁ ଅଧିକ ଆକର୍ଷିତ କରିଥାନ୍ତି ।

କହିବାକୁ ଗଲେ, ଅଳ୍ପ ହାଇଟର ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ଏବଂ ମାସୁମ ହୋଇଥାନ୍ତି । ଏହା ସହିତ ବହୁତ ଭାବୁକ ବି ହୋଇଥାନ୍ତି । ସେମାନେ ବହୁତ କମ ଖର୍ଚ କରିଥାନ୍ତି । ଏହା ଛଡା ବି ବହୁତ କାରଣ ଅଛି । ଯେଉଁ କାରଣରୁ ଆଜିକାଲି ପୁଅମାନେ ଅଳ୍ପ ହାଇଟ ଥିବା ଝିଅମାନଙ୍କୁ ବାଛି ଥାନ୍ତି ।

ଏହି କାରଣରୁ ବାଛନ୍ତୁ ଛୋଟ ଝିଅ ମାନଙ୍କୁ :

·    ଧ୍ୟାନ ରଖିଥାନ୍ତି :

ଅଳ୍ପ ହାଇଟ ଥିବା ଝିଅମାନେ ସୁନ୍ଦର ହେବା ସଙ୍ଗେ ସଙ୍ଗେ ଅନ୍ୟ ମାନଙ୍କ ତୁଳନାରେ ଅଧିକ ଧ୍ୟାନ ରଖିଥାନ୍ତି । ତାଙ୍କୁ ନିଜ ଠାରୁ ଅଧିକ ନିଜର ଜୀବନ ସାଥିର ଚିନ୍ତା ଥାଏ । ସେମାନେ ଆପଣଙ୍କୁ ଦୁଖୀ ଦେଖି ପାରନ୍ତି ନାହିଁ । ଯେତେବେଳେ କୌଣସି ବି ଝିଅ ଆପଣଙ୍କର ଅଧିକ ଧ୍ୟାନ ରଖନ୍ତି ତେବେ ଆପଣ ଜୀବନରେ ସବୁବେଳେ ଖୁସିରେ ରହିବେ ।

·    ସହାୟତା ସହିତ ପ୍ରେମ :

ଏହିଭଳି ଝିଅମାନଙ୍କୁ ବିଭିନ୍ନ ପ୍ରକାରର ସମସ୍ୟା ଆସିଥାଏ । ଏମିତିରେ ସେମାନେ କୌଣସି ଅଧିକ ଉଚ୍ଚତା ଜାଗାରୁ ଜିନିଷ ବାହାର କରି ପାରନ୍ତି ନାହିଁ । ଆପଣ ଯଦି ତାଙ୍କର ସାହାର୍ଯ୍ୟ କରିଦେବେ ତେବେ ତାଙ୍କୁ ଏହା ବହୁତ ଭଲ ଲାଗିଥାଏ।

·    ଶୁଣି ପାରନ୍ତି ଆପଣଙ୍କର ହୃଦୟର କଥା :

ଅଳ୍ପ ହାଇଟ ଥିବାରୁ ଯେତେବେଳେ ଆପଣ ତାଙ୍କୁ ଆଲିଙ୍ଗନ କରିବେ ତେବେ ସେ ଆପଣଙ୍କର ଛାତି ପର୍ଯ୍ୟନ୍ତ ହିଁ ଆସିବେ । ଏହା ଦ୍ଵାରା ସେମାନେ ସବୁବେଳେ ଆପଣଙ୍କର ହୃଦୟର କଥାକୁ ଶୁଣି ପାରିବେ । ଏହି କଥା କିଛି ପୁଅମାନଙ୍କୁ ବହୁତ ଅଧିକ ଭଲ ଲାଗେ ।

·    ଚୁମ୍ବନ କରିବାରେ ସୁବିଧା :

ଯେତେବେଳେ କୌଣସି ଛୋଟ ଝିଅ ଆପଣଙ୍କୁ ଆଲିଙ୍ଗନ କରେ ତେବେ ଆପଣ ତାଙ୍କୁ କିସ୍ ଦେବା ପାଇଁ ଚାହାନ୍ତି ତେବେ ଏହା ଆପଣଙ୍କୁ ଅତି ସହଜ ହୋଇଥାଏ । ଏବଂ ପୁଅମାନଙ୍କୁ ମଜା ବି ଆସିଥାଏ ।

·    ବୟସରେ ଦେଖାଯାନ୍ତି କମ :

ଅଳ୍ପ ହାଇଟର ଝିଅମାନଙ୍କର ସବୁଠୁ ବଡ ଲାଭ ଏହା ଅଟେ କି ସେମାନେ ନିଜର ଅସଲ ବୟସରୁ କମ ଦେଖା ଯାଆନ୍ତି । ଯେତେବେଳେ କି ଅଧିକ ହାଇଟ ଥିବା ଝିଅମାନେ ଅଳ୍ପ ବୟସରେ ହିଁ ବୁଢୀ ଦେଖା ଯାଆନ୍ତି । ପ୍ରାୟତଃ ଅଳ୍ପ ହାଇଟ ଝିଅମାନଙ୍କର ଅଭ୍ୟାସ ଆପଣଙ୍କୁ ଇଛା ନ ଥିଲେ ବି ହସିବାକୁ ମଜବୁର କରିଦେବେ ।

ଏହା ଥିଲା ଏମିତି କିଛି କାରଣ ଯେଉଁଥି ପାଇଁ କମ ହାଇଟ ର ଝିଅଙ୍କୁ ପସନ୍ଦ କରିଥାନ୍ତି ପୁଅମାନେ । ଆପଣଙ୍କୁ ଯଦି ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ । ଆଗକୁ ଏମିତି ମଜେଦାର ପୋସ୍ତ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।