ପୁଅମାନଙ୍କର ସେହି ୪ ଟି ଅଭ୍ୟାସ ଯାହାକୁ ବହୁତ ଚିଡନ୍ତି ଝିଅମାନେ, ସମ୍ପର୍କ ରଖିବା ପୂର୍ବରୁ ନିଶ୍ଚୟ ଜାଣିନିଅନ୍ତୁ

ସମସ୍ତଙ୍କର କିଛି ନା କିଛି ଖରାପ ଅଭ୍ୟାସ ଥାଏ, ଯାହାକୁ ଆମେ ମାନେ ଚିଡିଥାଉ । କଥା ଯଦି ପୁଅମାନଙ୍କର ହୁଏ ତାହେଲେ ପୁଅମାନଙ୍କର କିଛି ଅଭ୍ଯାସକୁ ଝିଅମାନେ କଦାପି ପସନ୍ଦ କରନ୍ତି ନାହିଁ । ଝିଅମାନେ ଏ ସବୁକୁ ବହୁତ ଚିଡନ୍ତି । ସେହିପରି ଝିଅମାନଙ୍କର ମଧ୍ୟ ଏମତି କିଛି ଅଭ୍ଯାସ ଅଛି ଯାହାକୁ ପୁଅମାନେ ଚିଡିଥାନ୍ତି । ଯେତେବେଳେ ଗୋଟିଏ ଝିଅ ଓ ପୁଅ ରିଲେଶନରେ ଆସନ୍ତି ବହୁତ ଥର ଏହି ଅଭ୍ୟାସ ପାଇଁ ସେମାନେ ନିଜ ଭିତରେ ଠିକ ସେ କଥା ହେଇପାରନ୍ତି ନାହିଁ, କିଛି ଥର ଚୁପ ରହି ନିଜ ମନ ଭିତରେ ଏହି ଅଭ୍ୟାସ ପାଇଁ ବହୁତ ରାଗନ୍ତି । ଆସନ୍ତୁ ଜାଣିବା ପୁଅ ମାନଙ୍କର ସେହି ସବୁ ଅଭ୍ୟାସ ବିଷୟରେ ଯାହାକୁ ଝିଅ ମାନେ ବହୁତ ଚିଡିଥାନ୍ତି ।

Image courtesy: Google

୧. ଝିଅମାନଙ୍କୁ ବହୁତ ରାଗ ଆସିଥାଏ ଯେତେବେଳେ ତାଙ୍କର ପାର୍ଟନର ଗୋଟିଏ ଗରିବ ବା ଦୁଃଖୀଲୋକ ସହ ଖରାପ ବ୍ୟବହାର କରିଥାଏ ।

୨. ଆପଣ ଯଦି ଡ଼େଟ୍ ରେ ଯାଇଛନ୍ତି ତାହେଲେ ନିଜ ଗର୍ଲଫ୍ରେଣ୍ଡ ସହ ରୋମାଣ୍ଟିକ କଥା ନ ହୋଇ ଯଦି ଆପଣ ନିଜ କାମରେ ବ୍ୟସ୍ତ ରହିବେ, ତେବେ ସେହି ଝିଅଟି ବହୁତ ରାଗି ଯାଇଥାଏ । ଝିଅମାନେ ସବୁବେଳେ ଚାହାଁନ୍ତି କି ଡେଟ୍ ରେ ପୁଅମାନଙ୍କର ପୁରା ଧ୍ୟାନ କେବଳ ତାଙ୍କ ଉପରେ ହିଁ ରହୁ ।

୩. ପୁଅମାନେ କେଉଁଠି ବି ଅଳିଆ ଫିଙ୍ଗିବା ବା କୌଣସି ଜିନିଷକୁ ବ୍ୟବହାର କରି ସେହିଠାରେ ଛାଡିଦେବା ଭଳି ଅଭ୍ୟାସକୁ ଝିଅମାନେ ବହୁତ ଚିଡନ୍ତି ।

Image courtesy: Google

୪. ଟଏଲେଟ ବ୍ୟବହାର କରିବା ପରେ ଟଏଲେଟର ସିଟକୁ ଖୋଲା ଛାଡିଦେବା ହେଉଛି ଏକ ଖରାପ ଅଭ୍ୟାସ , ଝିଅମାନେ ଏହାକୁ ପସନ୍ଦ କରନ୍ତି ନାହିଁ ।

ଆପଣ ରିଲେଶନସିପ୍ ରେ ଆସିବା ପୂର୍ବରୁ ଏହି ସବୁ କଥାର ବିଶେଷ ଧ୍ୟାନ ରଖନ୍ତୁ, ଯାହାଦ୍ୱାରା କେବେବି ଆପଣଙ୍କ ଲଭ୍ ଲାଇଫରେ କୌଣସି ଅସୁବିଧା ହେବ ନାହିଁ । ଝିଅମାନେ ପୁଅମାନଙ୍କର ଏହି ୪ ଟି ଅଭ୍ୟାସକୁ ଚିଡିଥାନ୍ତି । ତେଣୁ ଆପଣମାନେ ଏହି ସବୁ ଅଭ୍ୟାସର ଧ୍ୟାନ ରଖନ୍ତୁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।