ପରିସ୍ରା ପୋଡା (Burning Urination or Dysuria) କାହିଁକି ହୁଏ ? ଜାଣନ୍ତୁ ଏହାର କାରଣ ଓ ଉପଚାର Dr. Priyabrata Das ଙ୍କ ଠାରୁ

ପ-ରି-ସ୍ରା-ପୋ-ଡା ଅର୍ଥାତ ପ-ରି-ସ୍ରା ସମୟରେ ପୋ-ଡି-ବା ଭଳି ଅନୁଭବ ହେବା ଏକ ରୋଗ ନୁହେଁ । ଅନେକ ସମୟରେ ୟୁ-ରି-ନା-ରୀ ଟ୍ରା-କ୍ଟ ଇ-ନ-ଫେ-କ୍ସ-ନ ହେଲେ ପ-ରି-ସ୍ରା-ପୋ-ଡା ଲକ୍ଷଣ ଦେଖାଯାଏ । କିନ୍ତୁ ଏହା ଅନ୍ୟ କୌଣସି ଏକ ରୋଗର ଲକ୍ଷଣ ମଧ୍ୟ ହୋଇପାରେ । ତେବେ ବାରମ୍ବାର ପ-ରି-ସ୍ରା-ପୋ-ଡା କାହିଁକି ହୁଏ ? ଏହାର କାରଣ ଏବଂ ଚିକିତ୍ସା ବିଷୟରେ ଆସନ୍ତୁ ଜାଣିବା ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ପ୍ରିୟବ୍ରତ ଦାସଙ୍କ ଠାରୁ ।

ପ-ରି-ସ୍ରା-ପୋ-ଡା ଉଭୟ ସ୍ତ୍ରୀ ଓ ପୁରୁଷଙ୍କ ଠାରେ ଦେଖା ଯାଇଥାଏ । ଏହି ବ୍ୟ-ଥା ବେଳେ ବେଳେ ଏତେ ବଢିଯାଏ ଯେ ବ୍ୟକ୍ତି ପ-ରି-ସ୍ରା ଯିବାକୁ ଭୟ କରନ୍ତି । ୟୁ-ରି-ନା-ରୀ ଟ୍ରା-କ୍ଟ ଇ-ନ-ଫେ-କ୍ସ-ନ ବା ପ-ରି-ସ୍ରା ଦ୍ଵାର ଇ-ନ-ଫେ-କ୍ସ-ନ ପ-ରି-ସ୍ରା-ପୋ-ଡା-ର ପ୍ରଥମ ମୂଳ କାରଣ ବୋଲି କୁହାଯାଏ । ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଠାରେ ଏହି ଏହି ଇ-ନ-ଫେ-କ୍ସ-ନ ଅଧିକ ଦେଖାଯାଏ । ବିଶେଷ କରି ବୟସ୍କ ମହିଳାଙ୍କ ଇ-ଷ୍ଟ୍ରୋ-ଜେ-ନ ହରମୋନ ସ୍ତର କମିବା ସହ ୟୁ-ରି-ନା-ରୀ ଇ-ନ-ଫେ-କ୍ସ-ନ ହେବାର ଆଶଙ୍କା ଅଧିକ ରହିଥାଏ ।

ସେହିପରି ପୁରୁଷଙ୍କ ବୟସ ବଢିଲେ ପୁରୁଷ ଗ୍ର-ନ୍ଥି ବୃଦ୍ଧି ପାଇଲେ ମଧ୍ୟ ଏହି ଇ-ନ-ଫେ-କ୍ସ-ନ ହୋଇଥାଏ । ଏହାଛଡା ପ୍ରାୟ ସବୁ ବୟସର ଲୋକଙ୍କ ଠାରେ ଏହି ଇ-ନ-ଫେ-କ୍ସ-ନ ଦେଖା ଯାଇଥାଏ । ଏହା ଛଡା ଅସୁରକ୍ଷିତ ଯୌ-ନ ସ-ମ୍ପ-ର୍କ, ପ-ରି-ସ୍ରା-ଥ-ଳୀ କିମ୍ବା ପ-ରି-ସ୍ରା-ନ-ଳୀ-ରେ ଷ୍ଟୋନ ହେବା ମଧ୍ୟ ଏହି ଇ-ନ-ଫେ-କ୍ସ-ନର କାରଣ ହୋଇପାରେ । କ୍ୟାନ୍ସର ଯୋଗୁଁ ପ-ରି-ସ୍ରା ଜ-ଳା-ପୋ-ଡା ହେବା ଅତି ବିରଳ କାରଣ ଅଟେ । ବେଳେ ବେଳେ ପାଣି କମ ପିଇବା ଯୋଗୁଁ ମଧ୍ୟ ପ-ରି-ସ୍ରା-ପୋ-ଡା ହୋଇଥାଏ ।

ଯଦି ଏହି ଜ-ଳା-ପୋ-ଡା ଆପଣଙ୍କ ଦୈନନ୍ଦିନ କାର୍ଯ୍ୟକୁ ପ୍ରଭାବିତ ହେଉଛି, ସାଧାରଣ ଔଷଧ ଖାଇବା ପରେ ମଧ୍ୟ ଭଲ ହେଉ ନାହିଁ, ପ-ରି-ସ୍ରା ପରିମାଣ କମି ଯାଉଛି ବ ଅତ୍ୟଧିକ ହେଉଛି କିମ୍ବା ର-କ୍ତ ପଡୁଛି ବା ପ-ରି-ସ୍ରା ରଙ୍ଗରେ ଲଗାତାର ପରିବର୍ତ୍ତନ ଦେଖୁଛନ୍ତି ତେବେ ଡାକ୍ତରଙ୍କ ପାଖକୁ ଯିବା ଆବଶ୍ୟକ ରହିଛି । ଏହା ପରେ ଆପଣଙ୍କ ପ-ରି-ସ୍ରା ପରୀକ୍ଷା କରିବାକୁ କୁହାଯାଏ । ଏହାଛଡା ଆବଶ୍ୟକ ଥିଲେ ର-କ୍ତ ପରୀକ୍ଷା, ଅ-ଲ-ଟ୍ରା-ସା-ଉ-ଣ୍ଡ କିମ୍ବା ଅନ୍ୟ କୌଣସି ପରୀକ୍ଷା କରିବାକୁ ହେବ ।

ରିପୋର୍ଟ ଦେଖିବା ପରେ ଡାକ୍ତର ସେହି ଅନୁସାରେ ଅନ୍ୟ ପରୀକ୍ଷା ଏବଂ କାରଣ ହିସାବରେ ଔଷଧ ଦେଇ ଚିକିତ୍ସା କରିବେ । ଏହାକୁ ଏଡାଇବା ପାଇଁ ଆପଣ ପ୍ରଚୁର ପରିମାଣରେ ପାଣି ପିଇବା ଓ ସଫାସୁତୁରା ରହିବା ଆବଶ୍ୟକ । କାରଣ ସୁସ୍ଥ ହେବା ଠାରୁ ରୋଗ ହେବା ପୂର୍ବରୁ ହିଁ ଜାଗ୍ରତ ରହିବା ଉତ୍ତମ । ଯଦି ଏହାପରେ ମଧ୍ୟ ଇ-ନ-ଫେ-କ୍ସ-ନ ଭଲ ହେଉ ନାହିଁ ତେବେ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଏହିପରି ହେଲଥ ଟିପ୍ସ ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।