ଲକଡାଉନ ରେ Prithvi Shaw କଲେ ଏମିତି କାରନାମା, ପୋଲିସ ରଙ୍ଗେ ହାଥ କଲା ଗିରଫ, ଧୋନୀ, କୋହଲୀ ହେଲେ ଆଶ୍ଚର୍ଯ୍ୟ

ଆପଣ ଯଦି ପୃଥିବୀ ଶ ଙ୍କୁ ଜଣେ ଉତ୍ତମ ଖେଳାଳି ମାନନ୍ତି ତେବେ ଏହା ନିଶ୍ଚୟ ପଢନ୍ତୁ । ଭାରତୀୟ ଖେଳାଳି ପୃଥିବୀ ଶ ଙ୍କୁ ନିକଟରେ ପୋ-ଲି-ସ ଗି-ର-ଫ କରିଥିଲା । ଯାହାର କାରଣ ଜାଣିବା ପରେ ସୋସିଆଲ ମିଡିଆରେ ତାଙ୍କ ଉପରେ ହିଁ ପ୍ରଶ୍ନ ଉଠା ଯାଉଛି ।

ତାଙ୍କର ପ୍ରଶଂସକ ମାନଙ୍କ ପାଇଁ ସେ ଏବେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ମାମଲାଟି କଣ! କଣ ପାଇଁ ତାଙ୍କୁ ପୋ-ଲି-ସ ଗି-ର-ଫ କରିଥିଲା । ଭାରତୀୟ ଟିମ୍ ରୁ ବାହାର ହେବା ପରେ ପୃଥିବୀ ଶ ଯେମିତି ତାଙ୍କ ବ୍ୟାଟରେ କୁହୁକ କରୁଛନ୍ତି । ବିଜୟ ହଜାରେ ଟ୍ରଫି ହେଉ ବା ଆଇପିଏଲ-୨୦୨୧ ର ଟୁର୍ଣ୍ଣାମେଣ୍ଟ ସବୁ ଜାଗାରେ ତାଙ୍କ ନାମରେ ଚର୍ଚ୍ଚା ହେଉଥିଲା ।

ଏତେ ଉତ୍ତମ ପ୍ରଦର୍ଶନୀ ପରେ ସମୟରେ ଚାହୁଁଥିଲେ କି ପୃଥିବୀ ଶ ଭାରତୀୟ ଟିମ୍ ରେ ସ୍ଥାନ ପାଆନ୍ତୁ । ମାତ୍ର ତାଙ୍କ ପ୍ରଶଂସକଙ୍କୁ ସେତେବେଳେ ଝଟକା ଲାଗିଥିଲା । ଯେତେବେଳେ ପୃଥିବୀ ଶ ଙ୍କୁ ବିଶ୍ଵ ଟେଷ୍ଟ ଚମ୍ପିୟାନସିପ୍ ପାଇଁ ନା ଭାରତ – ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୫ଟି ମ୍ୟାଚର ଟେଷ୍ଟ ସିରିଜ ପାଇଁ ଚୟନ କରା ଯାଇ ନ ଥିଲା । ତେବେ ପୃଥିବୀ ଶ ଙ୍କ ଓଜନ ଅଧିକ ଥିବା ଏହାର କାରଣ ବୋଲି କହିଛି ବିସିସିଆଇ ।

ଯଦି ସେ ତାଙ୍କ ଓଜନ କମ୍ କରୁଛନ୍ତି ତେବେ ଆଗକୁ ତାଙ୍କୁ ଟିମ୍ ରେ ନିଆ ଯିବାକୁ ବିଚାର କରାଯିବ । ମାତ୍ର ପୃଥିବୀ ଶ ଙ୍କୁ ମୁମ୍ବାଇ ପୋ-ଲି-ସ ଗି-ର-ଫ କରିଛି ବୋଲି ଶୁଣିବାକୁ ମିଳୁଛି । ଏହି ସମୟରେ ପୁରା ମହାରାଷ୍ଟ୍ରରେ ଲକ୍ ଡାଉନ୍ ଲାଗୁ ହୋଇଛି । ମାତ୍ର ଏହି ସମୟରେ ପୃଥିବୀ ଶ ନିଜ ସାଙ୍ଗମାନଙ୍କ ସହ ମିଶି ଛୁଟି ମନାଇବାକୁ ଗାଡ଼ିରେ ଗୋଆ ଯାଉଥିଲେ । ମୁମ୍ବାଇ ପୋ-ଲି-ସ ତାଙ୍କୁ ଅଟକାଇ ପଚାରି ଥିବା ବେଳେ ତାଙ୍କ ପାଖରେ ଇ- ପାସ୍ କି ଅନ୍ୟ ରାଜ୍ୟକୁ ଯାତ୍ରା କରିବା ପାଇଁ କୌଣସି କାଗଜପତ୍ର ନ ଥିଲା ।

ଏହି ସମୟରେ ପୃଥିବୀ ପୋ-ଲି-ସ ଠାରୁ ଆଗ୍ରହ ପ୍ରକାଶ କରିଥିଲେ କି ସେ କ୍ରିକେଟର ଅଟନ୍ତି ଓ ତାଙ୍କୁ ଯିବାକୁ ଦିଆଯାଉ । ମାତ୍ର ମୁମ୍ବାଇ ପୋ-ଲି-ସ ତାଙ୍କ କଥା ଶୁଣି ବା ଥିଲା ଏବଂ ସିଧା ଜଣାଇ ଦେଇଥିଲା କି ସେ ଯଦି ଶୀଘ୍ର ଇ- ପାସ ଯୋଗାଡ ନ କରୁଛନ୍ତି ତେବେ ତାଙ୍କୁ ଗି-ର-ଫ କରିବାକୁ ସେମାନେ ବାଧ୍ୟ ହେବେ । ଏହାପରେ ପୋ-ଲି-ସ ପାଖରେ ତାଙ୍କୁ ଏକ ରୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ରଖା ଯାଇଥିଲା ।

ମାତ୍ର ଏହାପରେ ତାଙ୍କୁ ଇ- ପାସ ମିଳି ଯାଇଥିଲା ଓ ସେ ଗୋଆ କୁ ବାହାରି ଯାଇଥିଲ । ମାତ୍ର ଏହି କଥା ସୋସିଆଲ ମିଡିଆରେ ଆସିବା ପରେ ସମସ୍ତେ ତାଙ୍କୁ ନିନ୍ଦା କରୁଛନ୍ତି । ଦେଶର ଏପରି ପରିସ୍ଥିତି ସମୟରେ ଅନ୍ୟ କ୍ରିକେଟର ମାନେ ଦେଶକୁ ସାହାଯ୍ୟ କରୁଥିବା ବେଳେ ସେ ଛୁଟି କାଟିବାକୁ ଗୋଆ ଯାଉଛନ୍ତି । ଜଣେ କ୍ରିକେଟରଙ୍କ ଏପରି କାର୍ଯ୍ୟ ତାଙ୍କୁ ଶୋଭା ଦେଉ ନାହିଁ ବୋଲି ସମସ୍ତେ କହୁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।