କଣ ଆପଣ ଜାଣନ୍ତି ପ୍ରଧାନ ମନ୍ତ୍ରୀ Narendra Modi ଙ୍କ ଗୋଟିଏ ଦିନ ର ଖାଇବା ଖର୍ଚ୍ଚ କେତେ ? ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ ଏତେ !

ନମସ୍କାର ବନ୍ଧୁଗଣ । ଆପଣ ମାନଙ୍କୁ ଆମର ଏହି ଲେଖାରେ ସ୍ଵାଗତ ଜଣାଉଛୁ । ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଛୋଟ ବଡ କଥା ଅଧିକାଂଶ ସମୟରେ ଚର୍ଚ୍ଚାର ବିଷୟ ହେଉଛି ।

ଅନେକ ସମୟରେ ନରେନ୍ଦ୍ର ମୋଦୀଙ୍କର ସ୍ତ୍ରୀଙ୍କୁ ନେଇ ସମସ୍ତେ ପ୍ରଶ୍ନ କରିଥାନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିବାହକୁ ନେଇ ଅନେକ ଖବର ସାମନାକୁ ଆସୁଛି । ଅନ୍ୟ କ୍ଷେତରେ ନରେନ୍ଦ୍ର ମୋଦୀଙ୍କ ନାଁ ରେ ମଧ୍ୟ ଅନେକ କଥା କୁହା ଯାଉଛି । କିନ୍ତୁ ଏମିତି ଗୋଟେ କଥା ରହିଛି ଯାହା ନରେନ୍ଦ୍ର ମୋଦୀଙ୍କ ବିଷୟରେ ଯେ ସେ ନିଜ ଭଲ ଗୁଣ ପାଇଁ ଲୋକ ମାନଙ୍କ ଠାରେ ଯୋଡି ହୋଇ ରହିଥାନ୍ତି ।

ଯେବେ ତାଙ୍କ ବିରୋଧୀ ମାନେ ତାଙ୍କର ଅଭିଯୋଗ କରିଥାନ୍ତି ତେବେ ସେହି କ୍ଷେତ୍ରରେ କୁହାଯାଏ ଯେ ସେ ଲୋକଙ୍କୁ ନିଜ ସହ ଯୋଡି କରି ରଖିଥାନ୍ତି । ନ୍ଶ୍ରେଦ୍ନ୍ର ମୋଦୀ କଣ କମ କରୁଛନ୍ତି ତାହା କେବଳ ଦେଶର ଜନତା ମାନେ ହିଁ କହି ପାରିବେ । ଏହି ସବୁ କଥାକୁ ନେଇ କାହାର ଆବଶ୍ୟକତା ନାହି ବା କୌଣସି ବିରୋଧୀର କଥା ମଧ୍ୟ ଶୁଣିବ ଦରକାର ନାହି ।

ସୂଚନା ଅନୁସାରେ ଦେଶର ୧୯ଟି ରାଜ୍ୟ ସହ କେନ୍ଦ୍ରରେ ମଧ୍ୟ ବିଜେପି ସରକାର ରହିଛି । ଯେଉଁଠାରେ ବିଜେପି ସରକାର ରହିଛି ସେଠାରେ ଦେଶବାସୀ ମାନଙ୍କ ପାଇଁ ସଠିକ କାନୁନ ରହିଛି । ସରକାର ଜନତା ମାନଙ୍କର ଲାଭ ପାଇଁ ଅନେକ କାମ କରୁଛନ୍ତି । କିନ୍ତୁ କିଛି କ୍ଷେତ୍ରରେ ଦେଖିବାକୁ ମିଳିଥାଏ ଯେ ବିରୋଧୀ ମାନେ ତାଙ୍କ ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଗୋଟେ ଦିନ ଖାଇବା ଖର୍ଚ୍ଚ କେତେ ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନଙ୍କୁ କହି ରଖୁଛୁ ଯେ ଆରଟିଆଇ ଦ୍ଵାରା କୁହା ଯାଇଥିବା ଏହି ସୂଚନା ଅନୁସାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରତି ଦିନର ଖର୍ଚ୍ଚ ନିଜେ ବହନ କରିଥାନ୍ତି । ଏ ସବୁ ପାଇଁ ସେ କୌଣସି ସରକାରୀ ସାହାରା ନେଇ ନ ଥାନ୍ତି । ଅନ୍ୟ କ୍ଷେତ୍ରରେ ଦେଖିବାକୁ ଗଲେ ନରେନ୍ଦ୍ର ମୋଦୀଙ୍କର ନିଜ ଉପରେ ସରାକରି ଖର୍ଚ୍ଚ ଶୂନ୍ୟ ଅଟେ ।

ଆପଣ ମାନଙ୍କୁ କହି ରଖୁଛୁ ଯେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ଯାଏଁ କୌଣସି ସରକାରୀ ଅବକାଶ ନେଇ ନାହାନ୍ତି । ସେ ନିଜର ବ୍ୟକ୍ତିଗତ ସୋସିଆଲ ଆକାଉଣ୍ଟକୁ ନିଜେ ହିଁ ସମ୍ଭାଳୁ ଛନ୍ତି । କିନ୍ତୁ ପିଏମଙ୍କୁ ଖାତାର ଦେଖାଶୁଣା କରିବା ପାଇଁ ଲୋକଙ୍କର ସହାୟତା ଦରକାର ହୋଇଥାଏ ।

ଅନ୍ୟ କ୍ଷେତ୍ରରେ ଦେଖିବାକୁ ଗଲେ ଆରଟିଆଇ ଦ୍ଵାରା ମଗା ଯାଇଥିବା ଏହି ସୂଚନାକୁ ଅନ୍ୟ କାହା ଆଗରେ ପ୍ରକାଶ କରାଯାଇ ନାହି । ଏହାର କାରଣ ସ୍ୱରୂପ ତାଙ୍କର ସୁରକ୍ଷା ବୋଲି କୁହା ଯାଇଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ