ଶରୀରର ଏହି ୩ଟି ଅଙ୍ଗକୁ କେବଳ ୩୦ସେକେଣ୍ଡ ଦବାଇବା ଦ୍ଵାରା ମିଳିଥାଏ ଏହି ଅଦ୍ଭୁତ ଫାଇଦା, ଗୋଟିଏ ଥର ନିହାତି ପଢନ୍ତୁ

ମଣିଷ ମାନଙ୍କୁ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ ଯାହାର ଚିକିତ୍ସା ପାଇଁ ସେମାନେ ଡକ୍ଟର ପାଖକୁ ଯାଇଥାନ୍ତି ଏବଂ ସେମାନଙ୍କ ଠାରୁ ପରାମର୍ଶ ମଧ୍ୟ ନେଇଥାନ୍ତି । ମଣିଷ ମାନଙ୍କୁ ହେଉଥିବା ସବୁ ରୋଗର ଚିକିତ୍ସା ତାଙ୍କ ଶରୀରରେ ହିଁ ଅଛି । ଖାଲି ତାକୁ ଜାଣିବା ବହୁତ ଜରୁରୀ ଅଟେ, ଆଜି ଆମେ ଆପଣଙ୍କୁ ଶରୀରର ଏମିତି ୩ଟି ଅଙ୍ଗ ବିଷୟରେ କହିବାକୁ ଯାଉଛୁ ଯାହାକୁ କେବଳ ଆପଣ ୩୦ ସେକେଣ୍ଡ ଦବାଇବା ଦ୍ଵାରା ଆପଣଙ୍କୁ କେତେକ ବଡ ବଡ ରୋଗରୁ ମୁକ୍ତି ମିଳିଯିବ । ତାହେଲେ ଆସନ୍ତୁ ଜାଣିବା ଏହି ୩ଟି ଅଙ୍ଗ ବିଷୟରେ ।

ପ୍ରଥମ ଅଙ୍ଗ

ଆପଣ ମାନେ ଦିନସାରା କାମରେ ବହୁତ ବ୍ୟସ୍ତ ରହୁଛନ୍ତି ଯାହାଦ୍ୱାରା ଆପଣଙ୍କୁ କ୍ଳାନ୍ତ ଲାଗିଥାଏ । ଯଦି ଆପଣ ଦିନ ସାରା କାମ କରି କ୍ଳାନ୍ତ ହୋଇ ପଡ଼ୁଛନ୍ତି ତାହେଲେ ପ୍ରତିଦିନ କେବଳ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଆଙ୍ଗୁଠି ଦ୍ଵାରା ଆଙ୍ଗୁଠି ଆଙ୍ଗୁଠି ମଝିରେ ଥିବା ସ୍ଥାନକୁ ଦାବିବା ଆରମ୍ଭ କରନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କର ସବୁ କ୍ଲାନ ଦୂର ହୋଇଯିବ ।

ଦ୍ଵିତୀୟ ଅଙ୍ଗ

ଯଦି ଆପଣ କୋଷ୍ଠକାଠିନ୍ୟ ସମସ୍ୟାରେ ଚିନ୍ତାରେ ଅଛନ୍ତି ତାହେଲେ ଆପଣଙ୍କୁ ଆପଣଙ୍କର ଓଲଟା ହାତର କହୁଣି ମଧ୍ୟ ଭାଗକୁ ଦବାଇବାକୁ ପଡିବ । ସେହି ଜାଗାକୁ ଆପଣ ୧୫ ରୁ ୧୮ ଥର ଦବାଇବେ । ଏହି ପ୍ରକ୍ରିୟାକୁ ଆପଣ ଦିନରେ ଯେତେ ଥର ଚାହିଁବେ ସେତେ ଥର କରି ପାରିବେ । ଏହି ପ୍ରକ୍ରିୟା କରିବା ଦ୍ଵାରା ଆପଣଙ୍କର ହଜମ ପକ୍ରିୟା ସଠିକ ଭାବରେ କାମ କରିବାକୁ ଲାଗିଥାଏ । ଯାହା ଦ୍ଵାରା ଆପଣଙ୍କର କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ।

ତୃତୀୟ ଅଙ୍ଗ

ଯଦି ଆପଣ ନିଜର ଓଜନ କମ କରିବା ପାଇଁ ଚାହୁଁଛନ୍ତି ତାହେଲେ ସୂର୍ଯ୍ୟ ମୁଦ୍ରା କରିବା ନିହାତି ଆବଶ୍ୟକ ଅଟେ । ସୂର୍ଯ୍ୟ ମୁଦ୍ରା କରିବା ପାଇଁ ଆପଣଙ୍କୁ ଆପଣଙ୍କର ଓଲଟା ହାତର ଅନାମିକା ଆଙ୍ଗୁଠିକୁ ପାପୁଲି ଆଡକୁ ମୋଡି ଆଙ୍ଗୁଠିରେ ଦାବି ରଖିବାକୁ ହେବ ଏବଂ ବାକି ଆଙ୍ଗୁଠିକୁ ସିଧା ରଖିବେ ।

ଏମିତି କରିବା ଦ୍ଵାରା ଆପଣଙ୍କର ଓଜନ କମ ହେବା ସହିତ ଆପଣଙ୍କର କୋଲେଷ୍ଟ୍ରୋଲ ବି ଠିକ ରହିବ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।