ପ୍ରେମିକ ସହ ଲୁଚି ଲୁଚି ପାର୍କ ଆସିଥିଲେ ମହିଳା, ସୁରାକ ପାଇ ସେଠାରେ ପହଞ୍ଚିଗଲେ ସ୍ଵାମୀ ଆଉ ତା’ପରେ ଯାହା ହଙ୍ଗାମା ହେଲା ନା…ଦେଖନ୍ତୁ Video

ସ୍ଵାମୀ ଓ ପରିବାର ଠାରୁ ଲୁଚି ପ୍ରେମିକଙ୍କ ସହ ପାର୍କ ଆସିଥିଲେ ମହିଳା । ପ୍ରେମିକଙ୍କ ସହ ପାର୍କରେ ପ୍ରେମର କିଛି ଅନ୍ତରଙ୍ଗ ମୂହୁର୍ତ୍ତ ବିତାଉଥିବା ବେଳେ କିନ୍ତୁ ଧରା ପଡିଗଲେ ମହିଳା । ପାର୍କରେ ଆସି ପହଞ୍ଚି ଯାଇଥିଲେ ସ୍ଵାମୀ, ଆଉ ସ୍ତ୍ରୀଙ୍କୁ ଅନ୍ୟ ଜଣେ ପୁରୁଷ ବା ତାଙ୍କ ପ୍ରେମିକଙ୍କ ସହ ଦେଖି ନେଇଥିଲେ । ଏହାପରେ ଆରମ୍ଭ ହୋଇ ଯାଇଥିଲା ହଙ୍ଗାମା । ଲୁଚି ଲୁଚି ପ୍ରେମିକଙ୍କ ସହ ସମୟ ବିତାଇବା ଏହି ମହିଳାଙ୍କ ପାଇଁ ମହଙ୍ଗା ପଡିଲା ।

ଏଇ କେଇ ମୂହୁର୍ତ୍ତର ଖୁସି ପାଇଁ ତାଙ୍କୁ ଜନଗହଳି ମଧ୍ୟରେ ପାର୍କରେ ତାଙ୍କୁ ଲଜ୍ଜିତ ହେବାକୁ ପଡିଛି । ସ୍ଵାମୀ ପାର୍କରେ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗାଳିଗୁଲଜ କରିବା ସହ ସ୍ତ୍ରୀଙ୍କୁ ଏଭଳି କାର୍ଯ୍ୟ ପାଇଁ ଅପଦସ୍ତ କରିଥିଲେ । କିଛି ଲୋକ ଏହି ଘଟଣାର ଭିଡିଓ ମଧ୍ୟ ରେକର୍ଡ କରିଥିଲେ । ଯାହା କି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି ଏହି ଝଗଡା ସମୟର ଭିଡିଓ । ଏଭଳି ଏକ ଲଜ୍ୟାଜନକ ଘଟଣା ଘଟିଛି ପଶ୍ଚିମବଙ୍ଗରେ ।

ମହିଳାଜଣକ କେବେ ବି ଭାବି ନଥିବେ କି ତାଙ୍କୁ ଖୋଜି ଖୋଜି ତାଙ୍କ ସ୍ଵାମୀ ପାର୍କରେ ବି ପହଞ୍ଚିଯିବେ । ପ୍ରେମିକା ସହ ନିରୋଳାରେ ପ୍ରେମ ପାଇଁ ସମସ୍ତଙ୍କ ଠାରୁ ଲୁଚି ଲୁଚି ପାର୍କ ଆସି ହଟହଟା ହୋଇଛନ୍ତି ଏହି ମହିଳା । କଥାରେ ଅଛି, ବାଘ ଜଗିଥିଲା ଯେଉଁଠି ରାତି ପାହିଗଲା ସେଇଠି । ଏହି ଦୃଶ୍ୟ ଦେଖିଲେ ଆପଣ ବୁଝି ଯିବେ ଯେ ଆମେ ଏକଥା କାହିଁକି କହୁଛୁ ।

ସ୍ଵାମୀ ମଝିରେ ଫୁଲ୍ ଜୋସରେ କଲି ଲାଗିଛନ୍ତି ସ୍ଵାମୀ ସ୍ତ୍ରୀ । ଦୁହେଁ ଦୁହିଁଙ୍କୁ ଏଥିପାଇଁ ଦୋଷ ଦେଉଥିବା ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ ଉକ୍ତ ମହିଳାଙ୍କ ପ୍ରେମିକ ହେଉଛନ୍ତି ତାଙ୍କ ଘରର ଜଗୁଆଳି । ଘରଲୋକଙ୍କ ସହ ମିଶିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଛି । ଯେଉଁଥି ପାଇଁ ସେମାନେ କିଛି ମୂହୁର୍ତ୍ତ ବିତାଇବା ଲାଗି ଏକ ପାର୍କକୁ ଯାଇଥିଲେ । ସ୍ଵାମୀ କିନ୍ତୁ ସ୍ତ୍ରୀଙ୍କ ଉପରେ ପୂର୍ବରୁ ସନ୍ଦେହ କରୁଥିଲେ ।

ସ୍ତ୍ରୀ’ଙ୍କ ପିଛା କରି ସେ ଜାଣିବାକୁ ପାଇଥିଲେ କି ତାଙ୍କ ସ୍ତ୍ରୀ ପାର୍କକୁ ଯାଇଛନ୍ତି ତାଙ୍କ ଘରର ଜଗୁଆଳି ସହ । ସୁଯୋଗର ଅପେକ୍ଷା କରି ଆସି ସ୍ତ୍ରୀ’ଙ୍କୁ ଧରିଥିଲେ । ଏବେ ଏହି ଘଟଣା ପଶ୍ଚିମବଙ୍ଗ ସହ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।