ପ୍ରେମରେ ସବୁବେଳେ ଧୋକା ଖାଇଥାନ୍ତି ଏହି ଦୁଇ ରାଶିର ପୁଅ -Jyotisha Shastra

ନମସ୍କାର ବନ୍ଧୁଗଣ । ସାଧାରଣତ ଦେଖିବାକୁ ଗଲେ ପୁଅ ମାନେ ଝିଅଙ୍କ ସହ ଟାଇମ ପାସ କରିଥାନ୍ତି । ଯେବେ ପୁଅ ମାନକ ମନ ଭାରି ଯାଏ ତେବେ ସେମାନେ ଝିଅ ମାନଙ୍କୁ ଛାଡି ଦେଇଥାନ୍ତି ।

ସିଧାସଳଖ କହିବାକୁ ଗଲେ ଯଦି ପୁଅ ମାନଙ୍କୁ ନିଜ ପ୍ରେମିକା ଅପେକ୍ଷା ଅଧିକ ସୁନ୍ଦର ଝିଅ ମିଳିଯାଏ ତେବେ ସେମାନେ ନିଜ ପୁରୁଣା ପ୍ରେମିକାକୁ ଛାଡି ନୂଆ ଝିଅ ସହ ସମ୍ପର୍କ ରଖିବାକୁ ପସନ୍ଦ କରନ୍ତି । ଏମାନେ ପ୍ରେମରେ ଧୋକା ଦେଇଥାନ୍ତି । କିନ୍ତୁ ସବୁ କ୍ଷେତ୍ରରେ ଏପରି ହୋଇ ନ ଥାଏ । ଦୁନିଆରେ ଏମିତି ବି ପୁଅ ଅଛନ୍ତି ଯେଉଁ ମାନେ ଝିଅଙ୍କ ଠାରୁ ଧୋକା ଖାଇଥାନ୍ତି । ଏହି କ୍ଷେତ୍ରରେ ପୁରୁଷ ମାନଙ୍କର କୌଣସି ଦୋଷ ନ ଥାଏ ବରଂ ତାଙ୍କ ରାଶିରେ ଦୋଷ ରହିଥାଏ ବୋଲି ଜ୍ଯୋତିଷ ଶାସ୍ତ୍ରରେ କୁହା ଯାଇଛି । ଏପରି ସେହି ପୁଅଙ୍କ ସହ ହୋଇଥାଏ ଯେଉଁ ମାନେ ସଚ୍ଚା ପ୍ରେମ କରିଥାନ୍ତି ।

ଯେତେବେଳେ ଏହି ପୁଅ ମାନଙ୍କୁ ତାଙ୍କ ସଚ୍ଚା ପ୍ରେମ ଧୋକା ଦେଇଥାଏ ତେବେ ସେମାନେ ସହି ପାରନ୍ତି ନାହି । ସଚ୍ଚା ପ୍ରେମ କରୁଥିବା ପୁଅ ମାନଙ୍କ ମନରେ ଡର ଲାଗି ରହିଥାଏ ଯେ ତାଙ୍କ ପାର୍ଟନର ତାଙ୍କୁ ଧୋକା ଦେବ । ଏହି ପୁଅ ମାନେ ବହୁତ କେୟାରିଙ୍ଗ ସ୍ବଭାବର ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ରାଶିର ପୁଅ ମାନେ ପ୍ରେମରେ ଧୋକା ଖାଇଥାନ୍ତି ।

୧- ମୀନ ରାଶିର ପୁଅ ମାନେ : ଏହି ରାଶିର ପୁରୁଷ ମନେ ନିଜ ଇଛାରେ ରହିଥାନ୍ତି ଓ ନିଜ ବିଚାର ଉପରେ ଚାଲିଥାନ୍ତି । ନିଜ ଅନୁସାରେ ଏହି ରାଶିର ପୁରୁଷ ନିଜ ପାର୍ଟନରଙ୍କୁ ମଧ୍ୟ ଚଳାଇବାକୁ ଚେଷ୍ଟା କରିଥାନ୍ତି । ଏହି କାରଣରୁ ତାଙ୍କ ଜୀବନ ସାଥି ତାଙ୍କ ସହ ରହିବାକୁ ପସନ୍ଦ କରନ୍ତି ନାହି । ଏମାନେ ପାରିବାରିକ ପରିବେଶରେ ଢଳିବାକୁ ପସନଦ କରନ୍ତି ନାହି । ଏହି କାରଣରୁ ଏହି ରାଶିର ପୁରୁଷଙ୍କ ଠାରୁ ଲାଇଫ ପାର୍ଟନର ଦୂରେଇ ଯାଆନ୍ତି ।

୨- ମକର ରାଶିର ପୁରୁଷ ମାନେ : ଏହି ରାଶିର ପୁରୁଷ ମାନେ ନିଜ ଜୀବନାକୁ ଲଜିକ ଦ୍ଵାରା ଆଧାରିତ କରିଥାନ୍ତି । ନିଜ ମନର ଭାବନାକୁ ମନ ଭିତରେ ରଖିଥାନ୍ତି । ସେ ନିଜର ମନ କଥା ଅନ୍ୟ କାହାକୁ ଏମିତିକି ନିଜ ପାର୍ଟନର ସହ ମଧ୍ୟ ଶେୟାର କରନ୍ତି ନାହି । ଏହି କାରଣ ଯୋଗୁ ଏହି ରାଶିର ପୁରୁଷ ମାନଙ୍କୁ ତାଙ୍କ ଜୀବନ ସାଥି ଛାଡି ଚାଲି ଯାଇଥାନ୍ତି ।

ଏହି ଦୁଇଟି ରାଶିର ପୁରୁଷ ମାନଙ୍କୁ ତାଙ୍କର ଏହିଭଳି ସ୍ଵଭାବ ଯୋଗୁ ତାଙ୍କ ଜୀବନ ସାଥି ଛାଡି ଚାଲି ଯାଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।