ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପାଇଁ ଏବେ ଖୋଲିବ ନାହିଁ ଆଉ ସ୍କୁଲ, ଜାଣନ୍ତୁ କଣ ରହିଛି ପୁରା ଅପଡେଟ

ଆପଣ ମାନେ ଜାଣିଥିବେ ଆଗରୁ କୁହା ଯାଇଥିଲା କିନ୍ତୁ ଏବେ କିଛି ସୂଚନା ଶୁଣିବାକୁ ମିଳୁଛି ଯେ ଏବେ ଆଉ ପ୍ରଥମରୁ ଅଷ୍ଟମ ଯାଏଁ ବିଦ୍ୟାଳୟ ଖୋଲାଯିବା ନାହିଁ । ଅନ୍ୟାନ୍ୟ ରାଜ୍ୟରେ ଯେହେତୁ କାରୋନା ସଂକ୍ରାମକର ସଂଖ୍ୟା ବଢୁଥିବା ହେତୁ ଏବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବିଦ୍ୟାଳୟ ନ ଖୋଲିବା ପାଇଁ କହିଛନ୍ତି । ଯେହେତୁ ଏବେ କାରୋନାର ନୂଆ ସଂକ୍ରାମକ ଅନ୍ୟ ପାଞ୍ଚୋଟି ରାଜ୍ୟରେ ଦେଖା ଯାଉଛି ଓ ଏହା ଆସ୍ଥେ ଆସ୍ଥେ ବଢିବାରେ ଲାଗିଛି ତେଣୁ ବିଦ୍ୟାଳୟ ବନ୍ଦ ରହିବ । ନୂଆ ସଂକ୍ରମଣ ଯେହେତୁ ଅଧିକା ବଢିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖୀ ଯେଉଁ ଭଳି ଭାବରେ ଆଜିଠୁ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏଁ ବିଦ୍ୟାଳୟ ଖୋଲା ଯିବା ଥିଲା ।

ଏହାପରେ ବିଦ୍ୟାଳୟ ଖୋଲିବ ବା ନାହିଁ ଏହାର ଚର୍ଚା କରାଯାଉ ଥିଲା କି ବିଦ୍ୟାଳୟ ଖୋଲିବା ନାହି ସେହି ବିଷୟରେ ନିସ୍ପତି ନେବାର ଥିଲା । କିନ୍ତୁ ଏବେ ଯଦି ବର୍ତମାନ ସମୟରେ ଦେଖିବା ତେବେ ଏହି ସମୟରେ କେବେ ହେଲେ ଖୋଲିବା ନାହି ବୋଲି କୁହାଯାଇଛି ।

କାରଣ ସୀମାନ୍ତରେ ଥିବା ବିଦ୍ୟାଳୟ ଗୁଡିକରେ କୋଭିଡ ନିୟମ ପାଳନ କରାଯାଉଛି ନା ନାହି, ଏହାକୁ ପ୍ରଥମେ ତଦାରଖ କରାଯିବ । ଏବେ ଆଉ ଖୋଲିବା ନାହି ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏଁ ।  ଯେପର୍ଯ୍ୟନ୍ତ ତଦାରଖ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲାଯିବା ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଯେହେତୁ ସଂକ୍ରମଣ ବାଢୁଛି ସେହି ବିଷୟରେ ଏହାକୁ ଆଖି ଆଗରେ ରଖି ପୁନର୍ବିଚାର କରାଯାଉଛି । ଏହାକୁ ଗଣଶିକ୍ଷା ମନ୍ତ୍ରୀ ଏକ ସାମ୍ବାଦିକ ସମିଳନୀରେ କହିଛନ୍ତି ।

ସୀମାନ୍ତ ଜିଲ୍ଲା ଗୁଡିକରେ ନୋଡାଲ ଅଫିସର ପହଚିଛନ୍ତି ଓ ସେଠାରେ କୋଭିଡ ନିୟମ ପାଳନ କରାଯାଉଛି ନାନାହି ଏହାର ତଦାରଖ କରୁଛନ୍ତି । ଯେହେତୁ ଦଶମ ପ ଦ୍ଵାଦଶ ଶ୍ରେଣୀ ପିଲା ମାନଙ୍କ ପାଇଁ ବିଦ୍ୟାଳୟ ଖୋଲିଛି । ଆଜିଠୁ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏଁ ବିଦ୍ୟାଳୟ ଖୋଲିଥାନ୍ତା । କିନ୍ତୁ ଯେହେତୁ ଏହିପରି ଅସୁବିଧା ଦେଖା ଦେଲା ଓ ଅଧିକା ସଂକ୍ରମଣ ବଢିବା ଡର ହେତୁ ଖୋଲିବ ନାହିଁ ।

ସେଥିପାଇଁ ଗଣଶିକ୍ଷା ମନ୍ତ୍ରୀ ମନା କରିଛନ୍ତି ।  ବିଦ୍ୟାଳୟ ଯିବା ପାଇଁ ଏକ କୋଭିଡ ନିୟମ ପାଳନ କରାଯିବ ବୋଲି ସେ ଏକେ ଗାଇଡ ଲାଇନ ବାହାର କରିଥିଲେ । ସବୁ ବିଦ୍ୟାଲୟ ମାନଙ୍କରେ କିପରି ସମସ୍ତ ନିୟମ ପାଳନ କରିବେ ଓ ଛାତ୍ର ଛାତ୍ରୀ ମାନେ କିପରି ବିଦ୍ୟାଳୟକୁ ଯିବେ ଓ ସାମଜିକ ଦୂରତାକୁ କିପରି ରକ୍ଷା କରିବେ ।

ବିଦ୍ୟାଳୟରେ ଶ୍ରେଣୀ ଗୁଡିକୁ କିପରି ଅଲଗା ଅଲଗା କରାଯିବ ଓ କିପରି ଛାତ୍ର ଛାତ୍ରୀ ମାନେ କମ ହୋଇ ବସିବେ । ଏହା ଉପରେ ବହୁତ ଗୁରୁତ୍ୟ ଦିଆ ଯାଉଥିଲା । ଏବେ ସବୁଠୁ ବଡ କଥା ହେଉଛି  ସକାଳ ବେଳା ନବମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ପାଠ ପଢାଯିବ ଏବଂ ପରବର୍ତୀ ସମୟରେ ପ୍ରଥମ ରୁ ଅଷ୍ଟମ ଯାଏଁ ପାଠ ପଢା ହେବା ପାଇଁ ନିସ୍ପତି ନିଆ ଯାଇଥିଲା ।

ଯାହାକି ୪ ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢା ହେବ ବୋଲି କୁହା ଯାଉଥିଲା । ସେଥିପାଇଁ ଏହାର କିଛି ବ୍ୟବସ୍ଥା ନିଆ ଯାଉଥିଲା । ଯାହା କୁହା ଯାଉଥିଲା ୨୩ ରୁ ୨୪ ତାରିକ ଭିତରେ ଖୋଲା ଯାଇଥାନ୍ତା । କିନ୍ତୁ ଏବେ ତାଙ୍କ ପାଇଁ ବିଦ୍ୟାଳୟ ଖୋଲିବା ନାହିଁ ।  ଯାହା ରାଜ୍ୟ ସରକାର ନିସ୍ପତି ନେଇଥିଲେ ୧୦୦ ଦିନ ପର୍ଯ୍ୟନ୍ତ ପାଠ ପଢାଯିବ । କାରଣ ଯେହେତୁ ପିଲାଙ୍କର ଭବିଷ୍ୟତ କଥା ତେଣୁ ଏହି ଗୁଡିକ ଖୋଲା ରହିବ । ଏବେ କେବଳ ତାଙ୍କରି ପାଠ ପଢାଯିବ ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ