Jyotish Shastra- ପ୍ରଥମ ନଜରରେ ହିଁ ପୁଅ ମାନଙ୍କୁ ଦିବାନା ବନେଇ ଦିଅନ୍ତି ଏହି 5 ଟି ରାଶିର ଝିଅ, ପୁଅମାନେ ନିଶ୍ଚୟ ଦେଖନ୍ତୁ !

ଜ୍ୟୋତିଷ ଅନୁସାରେ କୁହାଯାଏ କି ପ୍ରତ୍ୟେକ ବ୍ୟକ୍ତି ଉପରେ ତାଙ୍କ ରାଶିର ଖୁବ୍ ଗଭୀର ପ୍ରଭାବ ପଡିଥାଏ । ତାଙ୍କ ରାଶିର ଗୁଣ ଦୋଷ ବ୍ୟକ୍ତି ମଧ୍ୟରେ ସ୍ଵତଃ ଆସିଯାଏ । ସେହିପରି ଝିଅମାନେ ମଧ୍ୟ ନିଜ ଜ୍ୟୋତିଷ ଅନୁସାରେ ଭିନ୍ନ ଭିନ୍ନ ଗୁଣର ଅଧିକାରୀ ହୋଇଥାନ୍ତି ।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଜ୍ୟୋତିଷ ଅନୁସାରେ କେଉଁ ରାଶିର ଝିଅମାନେ ପ୍ରଥମ ଦେଖାରୁ ହିଁ ନିଜ ଆକର୍ଷଣରେ ପୁଅଙ୍କ ଉପରେ ଖୁବ୍ ପ୍ରଭାବ ପକାଇ ଥାଆନ୍ତି । ବୃଷ ରାଶି-
ଜ୍ୟୋତିଷ ଅନୁସାରେ ବୃଷ ରାଶି ର ଝିଅମାନେ ସାମାନ୍ୟ ମୁଡ଼ି ହୋଇଥାନ୍ତି । ମାତ୍ର ବହୁତ ହସ ଖୁସି ମିଜାଜର ହୋଇଥାନ୍ତି ।

ଏହି ଝିଅମାନେ ଜୀବନର ପ୍ରତି ସମୟ ପ୍ରତି ମୁହୂର୍ତ୍ତକୁ ଭଲ ଭାବେ ଉପଭୋଗ କରିବା ଜାଣନ୍ତି ଓ ଜୀବନରେ ଆସୁଥିବା ପ୍ରତ୍ୟେକ ସମସ୍ୟା ଓ ଦୁଃଖର ସାମନା ହସି ହସି କରି ଥାଆନ୍ତି । ତୁଳା ରାଶି ଝିଅଙ୍କ ସ୍ୱଭାବର ଏହି ଗୁଣ ପ୍ରଥମ ରୁ ହିଁ ପୁଅଙ୍କୁ ଦିୱାନା ବନେଇ ଦିଏ ।

ସିଂହ ରାଶି

ଜ୍ୟୋତିଷ ଅନୁସାରେ ସିଂହ ରାଶି ର ଝିଅମାନେ ସ୍ୱଭାବରେ ଟିକେ ଚଞ୍ଚଳ ହୋଇଥାନ୍ତି । ମାତ୍ର ଏମାନେ ବହୁତ ମେଳାପି ଓ ଖୁସି ମିଜାଜ ସ୍ୱଭାବର ଅଟନ୍ତି । ଏହି ଝିଅ ମାନଙ୍କ ସହ କେହି ମଧ୍ୟ କଥା ନ ହୋଇ ରହି ପାରନ୍ତି ନାହିଁ । ସେଥିପାଇଁ ପ୍ରାୟତଃ ପୁଅମାନେ ମଧ୍ୟ ଏମାନଙ୍କ ଦ୍ଵାରା ପ୍ରଭାବିତ ହୋଇ ଶୀଘ୍ର ସେମାନଙ୍କୁ ନିଜ ଜୀବନର ଏକ ଅଂଶ ବାନାଇବା ପାଇଁ ଇଛୁକ ହୋଇଯାଆନ୍ତି । ଜୀବନରେ ସବୁବେଳେ ନିଜ ପରି ହିଁ ଜୀବନ ସାଥି ଟିଏ ଖୋଜନ୍ତି ଏହି ଝିଅମାନେ । ସିଂହ ରାଶି ର ଝିଅମାନେ ଥରେ ଯାହାର ହାତ ଧରି ନିଅନ୍ତି, ସାରା ଜୀବନ ତାହା ଧରି ରଖନ୍ତି ।

ବିଛା ରାଶି

ଜ୍ୟୋତିଷ ଅନୁସାରେ ବିଛା ରାଶିର ଝିଅମାନେ ବୁଦ୍ଧି ବହୁତ ତେଜ ହୋଇଥାଏ ଓ ସେମାନେ ଏକ ଆକର୍ଷଣୀୟ ସ୍ୱଭାବର ଅଧିକାରୀ ହୋଇଥାନ୍ତି । ତେବେ ଏହି ଝିଅଙ୍କ ପ୍ରେମ ଜୀବନ କଥା କହିଲେ, ଏମାନେ ବହୁତ ରୋମାଣ୍ଟିକ ଓ ନିଜ ପ୍ରେମକୁ ନେଇ ବହୁତ ଗମ୍ଭୀର ହୋଇଥାନ୍ତି । ଏମାନେ ନିଜ ସାଥିଙ୍କ ଛୋଟ ବଡ ସମସ୍ତ ପ୍ରକାର ବିଷୟର ଧ୍ୟାନ ରଖନ୍ତି ଓ ତାଙ୍କ ସାଥୀ ମଧ୍ୟ ତାଙ୍କୁ ଖୁବ୍ ପ୍ରେମ କରନ୍ତି । ପ୍ରାୟତଃ ପୁଅମାନେ ପ୍ରଥମ ଦେଖାରୁ ହିଁ ବିଛା ରାଶି ଝିଅଙ୍କୁ ନିଜ ହୃଦୟ ଦେଇ ବସନ୍ତି ।

ମକର ରାଶି

ଜ୍ୟୋତିଷ ଅନୁସାରେ ଏହି ରାଶିର ଝିଅମାନେ ସ୍ୱତନ୍ତ୍ରତା ଭଲ ପାଆନ୍ତି ଓ ବହୁତ ଖୋଲା ବିଚାରର ହୋଇଥାନ୍ତି । ଏମାନେ ସ୍ୱଭାବରେ ହସ ମଜାଳିଆ ଓ ରୋମାଣ୍ଟିକ ହୋଇଥାନ୍ତି । ଏହି କାରଣରୁ ପୁଅମାନେ ଶୀଘ୍ର ଏମାନଙ୍କ ଆକର୍ଷଣରେ ପ୍ରଭାବିତ ହୋଇଯାଆନ୍ତି । ଏହି ଝିଅମାନେ ଅନ୍ୟକୁ ଖୁବ୍ ଶୀଘ୍ର ଆକର୍ଷିତ କରି ନିଅନ୍ତି ଓ ସାଥିଙ୍କୁ ନିଜ କଥା ମନାଇବାରେ ମଧ୍ୟ ମାହିର୍ ହୋଇଥାନ୍ତି ।

ମୀନ ରାଶି

ଜ୍ୟୋତିଷ ଅନୁସାରେ ମୀନ ରାଶିର ଝିଅମାନେ ପ୍ରେମ ମାମଲାରେ ବହୁତ ରୋମାଣ୍ଟିକ ଓ ଯତ୍ନଶୀଳ ସ୍ୱଭାବର ହୋଇଥାନ୍ତି । ତାଙ୍କର ଏହି ସ୍ଵଭାବ ଯୋଗୁଁ ପୁଅମାନେ ଏମାନଙ୍କ ଉପରେ ଶୀଘ୍ର ଆକର୍ଷିତ ହୋଇ, ତାଙ୍କ ପ୍ରେମରେ ପଡ଼ି ଯାଆନ୍ତି । ମୀନ ରାଶି ଝିଅମାନେ ମଧ୍ୟ ଥରେ ପ୍ରେମ ସମ୍ପର୍କ ଗଢିଲେ, ଜୀବନ ସାରା ସାଥିଙ୍କୁ ନିଜର କରି ରଖନ୍ତି ଓ ନିଜ ସାଥିଙ୍କ ପାଇଁ କିଛି ମଧ୍ୟ କରିବାକୁ ପ୍ରସ୍ତୁତ ରହିଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।