ପ୍ରକୃତିର ଏହି ୩ ଟି ଇଶାରା ଯିଏ କହିଥାଏ ଆପଣଙ୍କ ଖରାପ ସମୟ ଶେଷ ହେବାକୁ ଯାଉଛି

ପ୍ରକୃତି ଆମ୍ଭମାନଙ୍କୁ ଏମିତି କିଛି ଇସାରା ଦେଇଥାଏ, ଯାହାର ଅର୍ଥ ଥାଏ ଆମର ଖରାପ ସମୟର ଅନ୍ତ । ହେଲେ ଆମେ ଏହି ସବୁ ବିଷୟରେ ଜାଣିପାରି ନଥାଉ । ହେଲେ ଆଜି ଆମେ ଆପଣମାନଙ୍କୁ ଏହିପରି ୩ ଟି ସଙ୍କେତ ବିଷୟରେ । ତେବେ ଆସନ୍ତୁ ଜାଣିବା ପ୍ରକୃତିର ଏହି ସଙ୍କେତ ବିଷୟରେ ।

ପ୍ରଥମ ସଙ୍କେତ- ଯଦି ଆପଣ କୌଣସି ଜିନିଷ ବୁଝି ପାରିବେ ନାହିଁ । ତେବେ ଆପଣ ବୁଝିଯାନ୍ତୁ ଆପଣଙ୍କ ପାଇଁ କିଛି ଭଲ ହେବାକୁ ଯାଉଛି । ପ୍ରକୃତି ଆପଣଙ୍କ ପାଇଁ କିଛି ଖାସ ଯୋଜନା କରି ରଖିଛି । କିଛି ବୁଝି ନପାରିବାର ଅର୍ଥ ହେଉଛି ଆପଣ କୌଣସି ଜିନିଷ ବିଷୟରେ କିଛିବି ଚିନ୍ତା କରିପାରିବେ ନାହିଁ । ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ । ଏହାର ଅର୍ଥ ହେଉଛି ଆପଣଙ୍କ ସହ କିଛି ଭଲ ହେବାକୁ ଯାଉଛି ।

ଦ୍ଵିତୀୟ ସଙ୍କେତ- ଯେବେ ଆପଣଙ୍କୁ ଲୋକମାନେ ପାଗଳ କୁହନ୍ତି ବା ଆପଣଙ୍କ ଉପରେ ହସନ୍ତି, ତେବେ ଆପଣ ଜାଣିଯାନ୍ତୁ ଆପଣ ନିଜ ଲକ୍ଷ ପଥର ବହୁତ ପାଖରେ ଅଛନ୍ତି । ଏହା ହେଉଛି ପ୍ରକୃତିର ଏକ ସଙ୍କେତ । କାରଣ ଲୋକମନେ ସେହି ମାନଙ୍କ ଉପରେ ହସିଥାନ୍ତି, ଯେଉଁମାନେ କିଛି ନୂଆ କରି ଦେଖାଇଥାନ୍ତି । ତେଣୁ ଏଥିପାଇଁ ଆପଣ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ । କାରଣ ଆପଣଙ୍କ ଆସୁଥିବା ସମୟ ବହୁତ ଭଲ ରହିବ ।

ତୃତୀୟ ସଙ୍କେତ- ଯଦି ବିନା କିଛି କାରଣରେ ଆପଣ କୌଣସି ଜିନିଷରେ ବିଶ୍ଵାସ କରନ୍ତି, ତେବେ ଆପଣ ବୁଝିଯାନ୍ତୁ ଆପଣଙ୍କ ଖରାପ ସମୟର ଅନ୍ତ ହେବାକୁ ଯାଉଛି ଓ ଆପଣଙ୍କ ଭଲ ସମୟର ଆରମ୍ଭ ହେବାକୁ ଯାଉଛି । କାରଣ ମଣିଷ କୌଣସି ଜିନିଷ ଉପରେ ବିଶ୍ଵାସ କରିବା ପାଇଁ କିଛି କାରଣ ବା ଲାଭର ଆଶା ରଖିଥାଏ । ହେଲେ ଯଦି ମଣିଷ କୌଣସି କାରଣ କିମ୍ବା ଲାଭ ବିଷୟରେ ନଜାଣି କାହା ଉପରେ ବିଶ୍ଵାସ କରିଥାଏ, ତେବେ ଏଥିପାଇଁ ତାର ଜୀବନରେ ଭଲ ସମୟର ଆରମ୍ଭ ହୋଇଥାଏ ।

ତେଣୁ ଯଦି ଆପଣଙ୍କ ସହିତ ମଧ୍ୟ ପ୍ରକୃତି ଏହି ୩ ଟି ଇସାରା ହେଉଛି, ତେବେ ଜାଣିଯାନ୍ତୁ ଆପଣଙ୍କ ସମୟ ବହୁତ ଭଲ ହେବାକୁ ଯାଉଛି ଓ ଆପଣଙ୍କ ଖରାପ ସମୟର ଅନ୍ତ ହେବାକୁ ଯାଉଛି ।