ବରିଷ୍ଠ ରାଜନେତା Pradeep Maharathi ଙ୍କ ପରିବାରରେ କିଏ କିଏ ଅଛନ୍ତି ? ଦେଖନ୍ତୁ ତାଙ୍କର ଫାମିଲି ଆଲବମ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ୱେବ ପୋର୍ଟାଲ କୁ ସ୍ଵାଗତ । ବନ୍ଧୁଗଣ ଆପଣମାନେ ତ ଜାଣିଛନ୍ତି ଶନିବାର ଦିନ ରାତିରେ ଓଡିଶାର ବରିଷ୍ଟ ରାଜନେତା ପ୍ରଦୀପ ମହାରଥୀ ଙ୍କର ଦେହାନ୍ତ ହୋଇ ଯାଇଛି । ଖବର ଅନୁସାରେ ଜଣା ପଡିଛି କି ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କର ଏଭଳି ଅଚାନକ ବିୟୋଗରେ ସାରା ଓଡିଶା ସ୍ତବ୍ଧ ହୋଇ ଯାଇଛି । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ପ୍ରଦୀପ ମହାରଥୀ ଙ୍କ ପରିବାରରେ କିଏ କିଏ ଅଛନ୍ତି ଓ ତାଙ୍କର ଫାମିଲି ଫଟୋ ମଧ୍ୟ ଆମେ ଆପଣଙ୍କୁ ଦେଖାଇବୁ ।

ଖବର ଅନୁସାରେ ସେପ୍ଟେମ୍ବର 23 ତାରିଖ ଦିନ ସେ କରୋନା ପଜିଟିଭ ଚିହ୍ନଟ ମିଳିଥିଲେ ଓ ପରେ ତାଙ୍କର ଚିକିତ୍ସା ମଧ୍ୟ ହୋଇଥିଲା । ସେ କରୋନାରୁ ସୁସ୍ଥ ହୋଇ ପୁଣି ଘରକୁ ଫେରି ଆସିଥିଲେ କିନ୍ତୁ ମୃତ୍ୟୁ ର ଦୁଇ ଦିନ ତଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ଯାଇଥିଲା । ଯାହା ଦ୍ଵାରା ତାଙ୍କୁ ସମ ହସ୍ପିଟଲ ର ICU ରେ ଭର୍ତ୍ତି କରା ଯାଇଥିଲା ।

କିନ୍ତୁ ଶନିବାର ଦିନ ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇ ଯାଇଥିଲା ଓ ପ୍ରାୟ ରାତି 2.30 ମିନିଟ ସମୟରେ ପ୍ରଦୀପ ମହାରଥି ଦୁନିଆ ଛାଡି ଚାଲିଗଲେ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 65 ବର୍ଷ ହୋଇଥିଲା । ସ୍ବର୍ଗତଃ ମହାରଥୀ ଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି ।

କିଛି ଦିନ ପୂର୍ବେ ତାଙ୍କ ଝିଅ ପଲ୍ଲବୀ ଙ୍କୁ ସେ ଅଭିନେତା ଅର୍ଦ୍ଧେନ୍ଦୁ ଙ୍କ ସହ ବିବାହ ଦେଇଥିଲେ । ଅର୍ଦ୍ଧେନ୍ଦୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଅଟନ୍ତି । ଖୁବ ଆଡମ୍ବର ସହିତ ଏହି ବିବାହ ସମ୍ପନ୍ନ ହୋଇଥିଲା । ଅନେକ ଅଭିନେତା ଓ ରାଜନେତା ମାନେ ଏହି ବାହାଘର ଉତ୍ସବରେ ଯୋଗ ଦେଇଥିଲେ ।

ଏହି ପୋଷ୍ଟ ମାଧ୍ୟମରେ ଆଜି ଆମେ ସ୍ବର୍ଗତଃ ରାଜନେତା ପ୍ରଦୀପ ମହାରଥିଙ୍କ ପରିବାରର ସଦସ୍ୟଙ୍କର କିଛି ବଛା ବଛା ଫଟୋ ଦେଖାଇଲୁ । ଶେଷରେ ଭଗବାନଙ୍କ ନିକଟରେ ଆମର ଏତିକି ପ୍ରାର୍ଥନା କି ଭଗବାନ ତାଙ୍କର ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ ।

ତେବେ ବନ୍ଧୁଗଣ ଆପଣମାନଙ୍କୁ ଓଡିଶାର ବରିଷ୍ଠ ରାଜନେତା ପ୍ରଦୀପ ମହାରଥିଙ୍କ ପରିବାରର ଫଟୋ ଗୁଡିକ କିପରି ଲାଗିଲା ନିଜର ମନ୍ତବ୍ୟ ଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।