ପୋଷ୍ଟ ଅଫିସ୍‌ର ଦମ୍‌ଦାର ସ୍କିମ୍‌ ! ଦିନକୁ 333 ଟଙ୍କା ରଖନ୍ତୁ, 16 ଲକ୍ଷ ଟଙ୍କା ପାଆନ୍ତୁ…

ନମସ୍କାର ବନ୍ଧୁଗଣ । ପୋଷ୍ଟ ଅଫିସ ହେଉଛି ଏକ ନିର୍ଭରଶୀଳ ଅନୁଷ୍ଠାନ । ଯେଉଁ ଠାରେ ମିଡିଲ ଶ୍ରେଣିଆରେ ଲୋକ ମାନେ ନିଜର ପୁଞ୍ଜି ନିବେଶ କରି ଭବିଷ୍ୟତର ସେଭିଙ୍ଗ କରିଥାନ୍ତି । ଅନେକ ସମୟରେ ପୋଷ୍ଟ ଅଫିସର ସ୍କିମ ପ୍ରକାଶ ପାଇଥାଏ । କିନ୍ତୁ ପୋଷ୍ଟ ଅଫିସରେ ଏମିତି ଏକ ଦମଦାର ସ୍କିମ ରହିଛି ଯେଉଁଥି ରେ ମଧ୍ୟଭିତ୍ତ ଶ୍ରେଣୀ ର ଲୋକ ମାନେ ଏହାର ଲାଭ ଉଠାଇ ପାରିବେ ।

ପୋଷ୍ଟ ଅଫିସର ଏଭଳି ସ୍କିମ ଗୋଟେ କି ଦୁଇ ଟି ନୁହେଁ ଏମିତି ଅନେକ ସ୍କିମା ରହିଛି ଯେଉଁଥି ରେ ଲୋକ ମାନଙ୍କୁ ଭଲ ଋଟର୍ନ ମିଳିପାରେ । ବ୍ଯାଙ୍କ ମଧ୍ୟ ପୋଷ୍ଟ ଅଫିସ ଭଳି ଏଇଠି ଋଟର୍ନ ଦେଇପାରେ ନାହି । ସୂଚନା ଅନୁଯାୟୀ ପୋଷ୍ଟ ଅଫିସ ରେ RD ଆକାଉଣ୍ଟ ଖୋଲିବା ବହୁତ ସହଜ ହୋଇଥାଏ । 10 ବର୍ଷ ରୁ ଅଧିକ ବୟସର ଲୋକ ମାନେ ପୋଷ୍ଟ ଅଫିସରେ RD  ଅତି ସହଜରେ ଖୋଲି ପାରିବେ ।

ପୋଷ୍ଟ ଅଫିସରେ ଆପଣ ମାସକୁ 100 ଟଙ୍କା ଦେଇ RD  ଖୋଲି ପାରିବେ । ପୋଷ୍ଟ ଅଫିସରେ RD  କରିଲେ ଆପଣଙ୍କୁ ସବୁଠାରୁ କମ ସୁଧ 5.8 ମିଳିବ । ଆଉ ସବୁଠାରି ବଡ କଥା ହେଉଛି ପ୍ରତି 3 ମାସରେ ଥରେ ସରକାର ଏହାର ସୁଧ ହାର ନିର୍ଣ୍ଣୟ କରିବେ । ପୋଷ୍ଟ ଅଫିସରେ 60 ମାସ ହୋଇଥାଏ ଯେ କୌଣସି ଆକାଉଣ୍ଟ ର ମ୍ୟାଚୁରୀଟି ସମୟ ।

ତେବେ ଯଦି ଆପଣ ପୋଷ୍ଟ ଅଫିସରେ ଆକାଉଣ୍ଟ ଖୋଲିଛନ୍ତି ଆଉ ଡିପୋଜିତ କରିବାର ବର୍ଷକ ପରେ ଆପଣ 50 ପ୍ରତିଶତ ଟଙ୍କା ଉଠାଇ ପାରିବେ । ଏମିତିକି 50 ପ୍ରତିଶତ ର ଆପଣ ଚାହିଁଲେ ଲୋନ ମଧ୍ୟ ପୋଷ୍ଟ ଅଫିସର ରୁ ନେଇ ପାରିବେ । ଏହାର ବ୍ୟବସ୍ଥା ରହିଛି । ମୁଖ୍ୟ କଥା ହେଉଛି ପୋଷ୍ଟ ଅଫିସରେ RD  କରିଲେ ଆପଣଙ୍କର ମୂଳ ଟଙ୍କା ସୁରକ୍ଷିତ ରହିବ ଓ ସମୟ ଅନୁଯାୟୀ ଆପଣଙ୍କୁ ଭଲ ସୁଧ ମିଳିବ ।

ଯେଉଁ ମାନେ କମ ପରିମାଣର ଟଙ୍କା ରଖୁଛନ୍ତି ବା କମ ସମୟ ପାଇଁ ତାଙ୍କ ରଖୁଛନ୍ତି ସେମାନେ ପୋଷ୍ଟ ଅଫିସର ସ୍କିମର ଲାଭ ଉଠାଇ ପାରିବେ ନାହି । ପୋଷ୍ଟ ଅଫିସରେ ସବୁଠାରୁ ଦମଦାର ସ୍କିମ ହେଉଛି ମାସିକ 10 ହଜାର ବା ଦିନକୁ 333 ଟଙ୍କା ଡିପୋଜିତ କରିଲେ 5.8 ପ୍ରତିଶତ ସୁଧ ହାର ହିସାବରେ ଆପଣଙ୍କୁ 10 ବର୍ଷରେ 16 ଲକ୍ଷ ଟଙ୍କା ଋଟର୍ନ ମିଳିବ ।

ଆପଣଙ୍କୁ ଦିନକୁ 333 ଟଙ୍କା ହିସାବରେ ବର୍ଷକୁ 10 ବର୍ଷରେ 12 ଲକ୍ଷ ଟଙ୍କା ଡିପୋଜିତ କରିବାକୁ ହେବ । ଆଉ ଏହି ନିବେଶ କରିବା ପରେ ଆପଣ 10 ବର୍ଷ ସରିବା ପରେ ଅଧିକ 4.26 ଲକ୍ଷ ଟଙ୍କା ପାଇବେ । ଅର୍ଥାତ ଆପଣଙ୍କୁ ମିଳିବ 16.26 ଲକ୍ଷ ଟଙ୍କା । ପୋଷ୍ଟ ଅଫିସରେ ଚକ୍ର ବର୍ତ୍ତୀ ସୁଧ ପ୍ରତି 3 ମାସ ରେ ଥରେ ହିସାବ କରା ଯାଇଥାଏ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।