ଦେଖନ୍ତୁ ଭିଡିଓ – କାଲି ପୋଖରଣରେ ହେଲା ଅଭ୍ଯାସ, ଏମିତି ବର୍ଷିବ ଲାହୋରରେ ବମ, ପାକିସ୍ତାନର ସୀମା ପାଖରେ ବାୟୁସେନା ଦେଖାଇଲେ ନିଜର ତାକତ, ୨ ଘଣ୍ଟା ପର୍ଯ୍ୟନ୍ତ ଗରଜିଥିଲା ୧୩୭ଟି ଲଡାଖୁ ବିମାନ

ପାକିସ୍ତାନ ସୀମା ନିକଟରେ ପୋଖରଣ ରେଞ୍ଜ ରେ ଭାରତୀୟ ବାୟୁସେନା ନିଜର ତାକତ ଦେଖାଇଛନ୍ତି । ବାୟୁସେନାର ୧୩୭ ଲଡାଖୁ ବିମାନ ଟାର୍ଗେଟକୁ ଧ୍ଵଂସ କରିଥିବାର ଦେଖିବାକୁ ମିଳିଛି । ପାକିସ୍ତାନର ଏହି ଜଘନ୍ୟ କାମର ପ୍ରତି ଉତ୍ତରରେ ଭାରତୀୟ ସେନା ନିଜର ଦମ ଦେଖାଇଛି । ବାୟୁସେନାର ସବୁଠୁ ବଡ ଯୁଦ୍ଧଭ୍ୟାସ ‘ବାୟୁ ଶକ୍ତି’ ପାକିସ୍ତାନ ସୀମା ନିକଟରେ ପୋଖରଣ ରେଞ୍ଜରେ ନିଜର ଶକ୍ତି ପଦର୍ଶନ କରିଛନ୍ତି । ଏଥିରେ ସେମାନେ କେଉଁଭଳି ଶତ୍ରୁମାନଙ୍କ ଘରକୁ ଧ୍ଵଂସ କରିବେ ତାର ପଦର୍ଶନ କରିଥିଲେ ।

ଅନ୍ତରାଷ୍ଟ୍ରୀୟ ସୀମା ପାଖାପାଖି ବାୟୁସେନାର ଏହି ପଦର୍ଶନରେ ପାକିସ୍ତାନ ବି ଥଋ ଉଠିଥିବ । ବାୟୁସେନାର ୧୩୭ଟି ବିମାନ ଲକ୍ଷସ୍ତଳକୁ ଧ୍ଵଂସ କରିବାର ନଜର ଆସିଥିଲେ । ଯୁଦ୍ଧାଭ୍ୟାସ ରେ ଆକାଶ ଅସ୍ତ୍ର ମିସାଇଲ ସହ ଜିପିଏସ ଏବଂ ଲେଜର ବମ, ରକେଟ ଲଞ୍ଚରର ବ୍ୟବହାର କରଯାଇଥିଲା ।

ଏଥିରେ ମିଗ-୨୧ ବାଇଶନ, ମିଗ-୨୭ ମିରାଜ-୨୦୦୦, ସୁଖୋଇ-୩୦ ଏମକେଆଇ, ଜଗୁଆର ଭଳି ବିମାନ ସମ୍ପୃକ୍ତ ଥିଲା । ଏହି ସମୟରେ ଭାରତୀୟ ବାୟୁସେନା ର ପ୍ରମୁଖ ବିଏସ ଧନୋଆ ଏବଂ ସଚିନ ତେନ୍ଦୁଲକର ଉପସ୍ଥିତ ଥିଲେ।

ବାୟୁସେନା ଦେଖାଇଲେ ନିଜର ତାକତ:

ରାଜସ୍ଥାନ ର ଜୈସଲମେର ର ଚାଂଧଣ ଫୀଲ୍ଡ ଫାଇରିଙ୍ଗ ରେଞ୍ଜ ରେ ଭାରତୀୟ ବାୟୁସେନା ର ସବୁଠୁ ବଡ ଯୁଦ୍ଧାଭ୍ୟାସ ‘ବାୟୁଶକ୍ତି – ୨୦୧୯’ ଶନିବାର ଦିନ ଆୟୋଜତ ହୋଇଥିଲା। ଯେଉଁଥିରେ ୨ଘଣ୍ଟା ପର୍ଯ୍ୟନ୍ତ ବାୟୁସେନାର ୧୩୭ ଲଡାକୁ ବିମାନ ଏବଂ ହେଲିକପ୍ଟର ଯୁଦ୍ଧ ଅଭ୍ଯାସ କରୁଥିବାର ନଜରକୁ ଆସିଲେ । ବିଏସ ଧନୋଆ କହିଲେ କି ଆମେ କୌଣସି ବି ପରିସ୍ଥିତି ପାଇଁ ପ୍ରସ୍ତୁର ଅଛୁ।

ଏହା ପ୍ରଥମ ଏଭଳି ସୁଯୋଗ ଯାହା କୌଣସି ବି ଯୁଦ୍ଧାଭ୍ୟାସ ସମୟରେ ବାୟୁସେନା ର କୌଣସି ଲଡାକୁ ବିମାନ ରୁ ଅସ୍ତ୍ରା ମିଶାଇଲ ଛାଡିବାର ଦ୍ରୁଶ୍ଯ ଦେଖିବାକୁ ମିଳିବ । ଅସ୍ତ୍ରା କୁ କୌଣସି ଭି ଉଚ୍ଚତାରୁ ଏବଂ ରେଞ୍ଜରୁ ଏହାକୁ ଶତୃମାନଙ୍କ ଉପରେ ଛଡାଯାଇ ପାରିବ । ବାୟୁସେନା ନିଜର ଶକ୍ତି ପଦର୍ଶନ କରି ଏହା ଦର୍ଶାଇ ଦେଲା ଯେ ଲାହୋର କୁ ସେମାନେ କେମିତି କରିପାରିବେ ବର୍ବାଦ ଓ ପାକିସ୍ତାନକୁ ଜବାବ ଦେବା ପାଇଁ ଅଛନ୍ତି ପୁରା ପ୍ରସ୍ତୁତ ।

ପେଜକୁ ଏବେହିଁ ଲାଇକ କରନ୍ତୁ ଅପଡେଟ ପାଇଁ ।