ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଗୋଟିଏ ଦିନର ଖାଦ୍ୟର ଖର୍ଚ କେତେ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ

ନମସ୍କାର ବନ୍ଧୁମାନେ ଆପଣ ସମସ୍ତଙ୍କୁ ଆମର ୱେବ ପୋର୍ଟାଲକୁ ସ୍ଵାଗତ କରୁଅଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନର ସବୁ ଛୋଟ ବଡ କଥା ଚର୍ଚାର ବିଷୟ ହୋଇ ଯାଉଛି । ସବୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିରୋଧୀମାନେ ତାଙ୍କୁ ତାଙ୍କର ପତ୍ନୀଙ୍କ ନାମରେ ଘେରିବାକୁ ଚେଷ୍ଟା କରନ୍ତି । ଆପଣମାନଙ୍କୁ କହିଦେଉଛୁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବାହାଘରକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳିଥାଏ ।

କିନ୍ତୁ ଏକ ଏମିତି କଥା ଯାହାକୁ ସମସ୍ତେ ମାନିଥାନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଲୋକମାନଙ୍କୁ ନିଜ ସହିତ ଯୋଡି ରଖିବାର କ୍ଷମତା ଅଛି ।

ଆପଣ ଜାଣିବା ନିମନ୍ତେ କହି ଦେଉଛୁ ଯେ ଦେଶର ୧୯ ଟି ରାଜ୍ୟ ସହିତ କେନ୍ଦ୍ରରେ ବି ବିଜେପି ସରକାର ଅଛି । ସରକାର ଜନତାଙ୍କର ଲାଭ ନିମନ୍ତେ ବିଭିନ୍ନ କାର୍ଯ୍ୟ କରୁଛନ୍ତି । କିନ୍ତୁ ପ୍ରାୟତଃ ଦେଖିବାକୁ ମିଳେ କି ତାଙ୍କର ବିରୋଧୀ ତାଙ୍କର ଖର୍ଚକୁ ନେଇ ତାଙ୍କୁ ଘେରିବାକୁ ଚେଷ୍ଟା କରୁଥାନ୍ତି । ଏହିଭଳି ସ୍ଥିତିରେ ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଗୋଟିଏ ଦିନର ଖାଦ୍ୟର ଖର୍ଚ କେତେ ହୋଇଥାଏ ।

ଆପଣଙ୍କୁ କହିଦେଛୁ ଯେ ଆରଟୀଆଈ ଦ୍ୱାରା ମଗା ଯାଇଥିବା ଏହି କଥାର ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରତିଦିନର ବ୍ୟକ୍ତିଗତ ଖର୍ଚ ନିଜେ ହିଁ ବହନ କରନ୍ତି । ଏହି ସମସ୍ତ ପାଇଁ ସେ କୌଣସି ପ୍ରକାରର ସରକାର ସହୟତା ନିଅନ୍ତି ନାହିଁ । ଦେଖିବାକୁ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନିଜ ଉପରେ ସରକାରୀ ଖର୍ଚ ଶୂନ୍ୟ ଅଟେ ।

ଯେମିତିକି ଆପଣମାନେ ଜାଣିଥିବେ ପିଏମ ସାଧା ଖାଦ୍ୟ ପସନ୍ଦ କରନ୍ତି । ପିଏମ ମୋଦୀ ସକାଳ ୭ ଟାରୁ ପ୍ରସ୍ତୁତ ହୋଇ ବାହାରି ପଡନ୍ତି । ତାପରେ ସେ ଜଳଖିଆ କରନ୍ତି । ଜଳଖିଆ ଖାଇବାରେ ସେ ୨୦ ମିନିଟ୍ ସମୟ ନେଇଥାନ୍ତି । କହି ରଖୁଛୁ କି ପିଏମ୍ ମୋଦୀ ଥେପ୍ ଲା, ଢୋକଲା(ଗୁଜୁରାଟୀ ଖାଦ୍ୟ) ଚୁଡା ଖାଦ୍ୟ ପସନ୍ଦ କରନ୍ତି, ଯାହାର ମୂଲ୍ୟ ପାଖାପାଖି ୧୦୦ ରୁ ୨୦୦ ଟଙ୍କା ଭିତରେ ଅଟେ । ଏବଂ ଦ୍ୱିପହରରେ ମଧ୍ୟ ହାଲକା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ସିଏ ମଧ୍ୟ ୫୦ ଟଙ୍କା ଭିତରେ ହେବ, ଏବେ ଆପଣଙ୍କୁ ରାତିର ଖାଦ୍ୟ ବିଷୟରେ ଜଣାଇବାକୁ ଚାହୁଁଛୁ କି ଯେ ରାତିରେ ପ୍ରଧାନମନ୍ତ୍ରୀ ମୋଦୀ ରୁଟି, ଡାଲି, ଏବଂ ଦହି ଖାଇବାକୁ ପସନ୍ଦ କରନ୍ତି ।

ଯଦି ସବୁ ମିଶାଯାଏ ତେବେ ପିଏମ  ମୋଦୀ ଗୋଟେ ଦିନରେ ନିଜର ଖାଦ୍ୟରେ ୪୫୦ ଟଙ୍କାଠୁ ଆରମ୍ଭ କରି ୫୦୦ ଟଙ୍କା ମଧ୍ୟରେ ଖର୍ଚ୍ଚ କରନ୍ତି । ଯାହାକି ସେ ନିଜେ ବହନ କରିଥାନ୍ତି । ଏବେ ଆପଣ ଭାବନ୍ତୁ ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ପିଏମ୍ ମୋଦୀ ନିଜ ଖାଦ୍ୟ ବାବଦରେ ଏତିକି ଟଙ୍କା ଖର୍ଚ୍ଚ କରନ୍ତି । କିନ୍ତୁ କେତେ ଲୋକ ଅପପ୍ରଚାର କରୁଛନ୍ତି ଯେ ପିଏମ୍ ମୋଦୀ ଗୋଟେ ଦିନରେ ନିଜ ଖାଦ୍ୟ ଉପରେ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହା ଠିକ୍ ନୁହେଁ । କାରଣ ପିଏମ୍ ମୋଦୀ ନିଜ ଖାଦ୍ୟ ପାଇଁ ନୁହେଁ ଦେଶ ପାଇଁ ଚିନ୍ତା କରୁଛନ୍ତି ।

ଆପଣଙ୍କୁ କହିଦେଉଛୁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର କାର୍ଯ୍ୟକାରୀ ସମୟରେ କୌଣସି ବି ଅବକାଶ ନେଇ ନାହାନ୍ତି । ଏବଂ ଏହା ସହିତ ସେ ନିଜର ସୋସିୟାଲ ମିଡିୟା ଅକାଉଂଟକୁ ବି ନିଜେ ହିଁ ହାଣ୍ଡେଲ କରନ୍ତି । ଯେତେବେଳେ କି ପିଏମଙ୍କର ଅକାଉଂଟର ଦେଖାଶୁଣା କେତେକ ଲୋକମାନଙ୍କର ଟିମ ଦ୍ଵାରା କରାଯାଇଥାଏ ।

ଯଦି ଆପଣମାନଙ୍କୁ ଆମ ଦ୍ଵାରା ଦିଆଯାଇଥିବା ସୂଚନା ଭଲ ଲାଗିଛି ତେବେ ଆପଣ ତଳେ ଦିଆଯାଇଅଥିବା କମେନ୍ଟ ବକ୍ସରେ ଆମକୁ କମେନ୍ଟ କରି ପାରିବେ । ଏବଂ ଏହି ପୋସ୍ଟକୁ ନିଜ ବନ୍ଧୁମାନଙ୍କ ସହ ଶେୟାର ନିଶ୍ଚିତ କରନ୍ତୁ ।