ପିଏମ ମୋଦୀଙ୍କର ସୁରକ୍ଷାକର୍ମୀଙ୍କ ପାଖରେ ସବୁବେଳେ ରହିଥାଏ ଏହି ବ୍ରୀଫକେସ, ଜାଣନ୍ତୁ ଏଥିରେ କଣ ଅଛି ଏମିତି ଖାସ !

ଦେଶର ପ୍ରଧାନ ମନ୍ତ୍ରୀଙ୍କୁ ବିଶେଷ ପ୍ରକାରର ସୁରକ୍ଷା ପ୍ରଦାନ କରାଯାଇଥାଏ । ଏହିଭଳି ବ୍ୟବସ୍ଥା ପିଏମ ମୋଦୀଙ୍କ ପାଇଁ ମଧ୍ୟ କରାଯାଇଛି । ଏମିତିରେ ଆପଣମାନେ କେତେ ଥର ଦେଖିଥିବେ କି ପିଏମ ମୋଦୀ କୌଣସି କାର୍ଯ୍ୟକ୍ରମ କିମ୍ବା ଦେଶ ବାହାରକୁ ଯାଉଛନ୍ତି ତେବେ ତାଙ୍କ ପାଖରେ ସୁରକ୍ଷାକର୍ମୀମାନେ ବି ଥାନ୍ତି ଓ ସେମାନେ ପିଏମଙ୍କର ସୁରକ୍ଷା ମଧ୍ୟ କରିଥାନ୍ତି ।

କିନ୍ତୁ ତାଙ୍କ ପାଖରେ ସବୁବେଳେ ଗୋଟିଏ ବ୍ରୀଫକେସ ରହିଥାଏ, ସେଥିରେ କଣ ଥାଏ ? ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ କଥା ଅଛି ?

ପିଏମ ମୋଦୀଙ୍କ ସହିତ ଥିବା ସୁରକ୍ଷାକର୍ମୀଙ୍କ ମଧ୍ୟରୁ ଜଣଙ୍କ ପାଖରେ ଏହି ବ୍ରୀଫକେସ ନିଶ୍ଚିତ ଥାଏ ଏବଂ ସେ ପିଏମ ମୋଦୀଙ୍କ ଠାରୁ ଅଳ୍ପ ଦୂରରେ ହିଁ ଛିଡା ହୋଇଥାନ୍ତି । ଏହି ବ୍ରୀଫକେସକୁ ନେଇ ଲୋକମାନଙ୍କ ମନରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ବ୍ରୀଫକେସ ଭିତରେ କଣ ଥାଏ ତା’ ବିଷୟରେ କହିବୁ ।

SPG କମାଣ୍ଡୋ କରିଥାନ୍ତି ପିଏମ ମୋଦୀଙ୍କର ସୁରକ୍ଷା

ପିଏମ ମୋଦୀଙ୍କର ସୁରକ୍ଷା ବ୍ୟବସ୍ଥାର ପୁରା ଦାୟିତ୍ଵ SPG କମାଣ୍ଡୋଙ୍କ ପାଖରେ ଥାଏ । ଏମିତିରେ SPG କମାଣ୍ଡୋ ନିଜର ଅଲଗା ଅଲଗା ଟେକନିକ ଦ୍ଵାରା ପିଏମ ମୋଦୀଙ୍କର ସୁରକ୍ଷା କରିଥାନ୍ତି । ସେଥିପାଇଁ ସେମାନେ ସବୁବେଳେ ସତର୍କ ରୁହନ୍ତି ଓ ସେମାନେ ଆଖ ପାଖରେ ହେଉଥିବା ଘଟଣା ଉପରେ ମଧ୍ୟ ଧ୍ୟାନ ରଖନ୍ତି ।

ବ୍ରୀଫକେସରେ ଅଛି ପିଏମ ମୋଦୀଙ୍କର ଜୀବନ

SPG କମାଣ୍ଡୋ ପାଖରେ ଯେଉଁ ବ୍ରୀଫକେସ ଥାଏ, ସେଥିରେ ପିଏମ ମୋଦୀଙ୍କର ସୁରକ୍ଷାର ସମସ୍ତ ବ୍ୟବସ୍ଥା ହୋଇଥାଏ । ଛୋଟ ଦେଖା ଯାଉଥିବା ଏହି ବ୍ରୀଫକେସରେ ପିଏମ ମୋଦୀଙ୍କର ଜୀବନ ରହିଥାଏ । ଏହା ତାଙ୍କ ସୁରକ୍ଷା ପାଇଁ ବହୁତ ଜରୁରୀ ଅଟେ । ଏହାକୁ କେବଳ SPG କମାଣ୍ଡୋ ମାନେ ହିଁ ବ୍ୟବହାର କରି ପାରିବେ ।

ବ୍ରୀଫକେସରେ ଥାଏ ଏହି ଖାସ ଜିନିଷ

ଦେଖିବାକୁ ଏହି ବ୍ରୀଫକେସ ବହୁତ ଛୋଟ କିନ୍ତୁ ଏଥିରେ ଏକ ଖାସ ଜିନିଷ ଅଛି, ଯିଏ କି ପିଏମ ମୋଦୀଙ୍କର ସୁରକ୍ଷା କରିଥାଏ । କହିବାକୁ ଗଲେ ଏଥିରେ ଏକ ବନ୍ଧୁକ ଅଛି, ଯାହାକୁ କମାଣ୍ଡୋମାନେ ହିଁ ଚଳାଇ ପାରିବେ ଏବଂ ଏହାକୁ ଶତ୍ରୁ ଉପରେ ପ୍ରହାର କରି ପାରିବେ । ଏହା ଏକ ଶିଲ୍ଡ ଭଳି ମଧ୍ୟ କାମ କରେ, ଯାହା ବୁଲେଟ ପ୍ରୂଫ ହୋଇଥାଏ, ଏହାକୁ ପିଏମ ମୋଦୀଙ୍କୁ ଯେ କୌଣସି ଘଟଣାରୁ ବଞ୍ଚାଇବା ପାଇଁ ବ୍ୟବହାର କାରାଯାଏ । ଖାସ କଥା ଏହା ଅଟେ କି ଏହା ଭିତରକୁ ଗୁଳି ବି ପ୍ରବେଶ କରି ପାରିବ ନାହିଁ ।

ଏହି ପୋଷ୍ଟ ସମ୍ବନ୍ଧରେ ଆପଣଙ୍କ ମୂଲ୍ୟବାନ ମତାମତ ନିଶ୍ଚୟ କମେଣ୍ଟ କରନ୍ତୁ ଓ ପୋଷ୍ଟଟିକୁ ଶେୟାର କରନ୍ତୁ ।