ପିଲାବେଳେ ହେଉଥିବା ଫ୍ଲୁର, ପରେ ପଡ଼ିପାରେ ପ୍ରଭାବ

ୟୁସିଏଲଏ ଓ ଏରିଯୋନା ୟୁନିବର୍ଶିଟିର ବୈଜ୍ଞାନିଙ୍କ ମାନେ ଫ୍ଲୁ ର ଭାଇରସ୍ ସହ ଲଢ଼ିବା ପାଇଁ ଲୋକଙ୍କ କ୍ଷମତା କୁ ଅଧ୍ୟୟନ କରିଛନ୍ତି। ଏ ଅଧ୍ୟୟନ ରେ ପାଇଛନ୍ତି ଯେ ଏ କ୍ଷମତା ଏହିକଥା ରେ ନିର୍ଭର କରୁନି କି ସେମାନଙ୍କୁ ଜୀବନରେ କେତେ ପ୍ରକାରର ଫ୍ଲୁ ହେଇଚି କିନ୍ତୁ ଏକଥା ରେ ନିର୍ଭର କରେକି କେତେଥର କି କି ଭାଇରସ୍ ରେ ପ୍ରଭାବିତ ହୋଇଛନ୍ତି ।

ପରୀକ୍ଷଣରୁ କୁହାଯାଇଛି ଯେ ଫ୍ଲୁ ଭାଇରସ୍ ଗୋଟେ ଥର ଷ୍ଟ୍ରେନ୍ ରେ ପ୍ରଭାବିତ ହେଲା ପରେ କିଛି ଲୋକ ଅନ୍ୟର ତୁଳନା ରେ ଅଧିକ ଖରାପ ସ୍ଥିତି ରେ ରହିଥାନ୍ତି । ପିଲାବେଳେ ହେଇଥିବା ଫ୍ଲୁ ର ପ୍ରଭାବ ପରେ ପଡ଼ିଥାଏ । ଏହାର ପ୍ରତିକାର ମୌସୁମୀ ଫ୍ଲୁ ର ପ୍ରଭାବକୁ କମ୍ କରିବା ପାଇଁ ପ୍ରସ୍ତୁତ ହୋଇଚି, ଯେଉଁ ରଣନୀତି ସମସ୍ତଙ୍କୁ ଜାଣିବାରେ ସାହାଯ୍ୟ କରିଥାଏ ।

ଏମିତି ର କାରଣ, ପିଲା ବେଳୁ ହେଇଥିବା ଫ୍ଲୁ ରେ ପ୍ରଭାବିତ ହୋଇଥାଏ ।

ପ୍ରତିରକ୍ଷା ପ୍ରଣାଳୀ

ଫ୍ଲୁ ର ପ୍ରଭାବକୁ କମ୍ କରିବା ପାଇଁ ରଣନୀତି ପ୍ରସ୍ତୁତ ହେଇପାରେ ।