ପିଆଜକୁ ହାତରେ ରଗଡିବା ଦ୍ଵାରା ହେଉଥିବା ଏହି ୩ଟି ଫାଇଦା ବିଷୟରେ ଆପଣ ଜାଣି ନଥିବେ, ଏବେ ଜାଣି ନିଅନ୍ତୁ !

ମଣିଷର ଜୀବନରେ ଭୋଜନର ସେବନ କରିବା ବହୁତ ଆବଶ୍ୟକ ଅଟେ । କହିବାକୁ ଗଲେ ପ୍ରାୟତଃ ସମସ୍ତେ ତରକାରୀର ସ୍ଵାଦ ବଢାଇବା ପାଇଁ ସେଥିରେ ପିଆଜ ପକାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ପୁରୁଣା ସମୟର ଲୋକମାନେ ପିଆଜ ସହିତ ରୋଟି ଖାଇବା ସବୁଠୁ ଉତ୍ତମ ବୋଲି ମାନନ୍ତି । ପିଆଜ କେବଳ କୌଣସି ତରକାରିର ସ୍ଵାଦ ବଢାଏ ନାହିଁ, ଏଥିରେ କେତେ ପ୍ରକାରର ଔଷଧୀୟ ଗୁଣ ବି ଅଛି ଯାହା ଆମର ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ ।

ପିଆଜରେ ଭିଟାମିନ C, ଫାଇବର, ଫସ୍ଫୋରସ, ପୋଟେଶିୟମ ଭଳି ପୋଷକ ତତ୍ୱ ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ସ୍ଵସ୍ଥ ରଖିବାରେ ବହୁତ ଜରୁରୀ ଅଟେ । ଆଜିର ଏହି ଆର୍ଟିକୀଲରେ ଆମେ ଆପଣଙ୍କୁ ପିଆଜ ଦ୍ଵାରା ହେଉଥିବା କିଛି ଏମିତି ଲାଭ ବିଷୟରେ କହିବୁ ।

ପିଆଜିର ଲାଭ

·    ରାତିରେ ଶୋଇବା ସମୟରେ ପିଆଜକୁ ଯଦି ଆପଣ ମଉଜାରେ ରଖୁଛନ୍ତି ତେବେ ଶରୀରର ଖରାପ ପଦାର୍ଥ ଗୁଡିକ ମଳ – ମୁତ୍ର ସାହାର୍ଯ୍ୟରେ ଶରୀରର ବାହାରକୁ ବାହାରିବାକୁ ଲାଗେ ।

·    ଯଦି ଆପଣଙ୍କର ଶରୀରର କୌଣସି ଅଙ୍ଗ ନିଆଁ ଦ୍ଵାରା ପ୍ରଭାବିତ ଅଟେ କିମ୍ବା କୌଣସି ଅଙ୍ଗରେ ପୋଡା ହେଉଛି ତେବେ ସେହି ଜଳିଥିବା ଜାଗାରେ ପିଆଜ ଲଗାଇବା ଦ୍ଵାରା ଆପଣଙ୍କୁ ଆରମ ଲାଗିବ ।

·    ଯଦି ଆପଣଙ୍କର ଡାଇଜେସ୍ଟିବ ସିସ୍ଟମ ଖରାପ ଅଛି ଏବଂ ଆପଣଙ୍କୁ ବାରମ୍ବାର ବାନ୍ତି ହେଉଛି କିମ୍ବା ଜର ଭଳି ରୋଗ ଅଛି ତେବେ ଆପଣ ୨ ସପ୍ତାହ ପର୍ଯ୍ୟନ୍ତ ପିଜାର ରସ ସେବନ କରନ୍ତୁ ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ ।

·    ଯଦି ଆପଣ ପିଆଜର ରସ ଦ୍ଵାରା ମୁହଁକୁ ସଫା କରିବେ ତେବେ ଆପଣଙ୍କର ମୁହଁରେ ଥିବା ଦାଗ ଗୁଡିକ ବହୁତ ଜଲ୍ଦି ଦୂର ହୋଇଯିବ ।

·    କ୍ୟାନ୍ସର ପାଇଁ ମଧ୍ୟ ପିଆଜର ସେବନ ଏକ ରାମବାଣ ଚିକିସ୍ଛା ଅଟେ । ପିଆଜ ଖାଇବା ଦ୍ଵାରା ମୁଣ୍ଡ ବ୍ୟଥା, ବେକ ଏବଂ ପେଟର କ୍ୟାନ୍ସର ମୂଳରୁ ଭଲ ହୋଇଯାଏ ।

·    ପିଆଜ ଶରୀରର ଇନସୁଲିନର ମାତ୍ରା ବଢାଇଥାଏ ଏବଂ ମଧୁମେହ ଭଳି ରୋଗ ପାଇଁ ମଧ୍ୟ ଭଲ ଅଟେ ।

ପିଆଜ ହାତରେ ରଗଡିବାର ଲାଭ

·    ଯଦି ଆପଣଙ୍କୁ କୌଣସି କୀଟ କାମୁଡି ଦେଉଛି ତେବେ ପିଆଜକୁ କାଟି ତାହକୁ ତାହା ଉପରେ ରଗଡନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କୁ ଆରାମ ମିଳିବ ।

·    ଯଦି ଆପଣଙ୍କର ଗୋଡ ଫାଟି ଯାଉଛି ତେବେ ସେହି ଜାଗାରେ ପିଆଜ ରଗଡିବା ଦ୍ଵାରା କିଛି ଦିନ ପରେ ତାହ ଭଲ ହୋଇଯାଇଥାଏ ।

ଆଶା କରୁଛୁ ଆପଣଙ୍କୁ ଏହି ସ୍ୱାସ୍ଥ୍ୟ ଟିପ୍ସ ନିଶ୍ଚୟ ସାହାଯ୍ୟ କରିବ। ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ ଏବଂ ଆଗକୁ ଏମିତି ନୂଆ ନୂଆ ଟିପ୍ସ ସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।