ଫୁଟିଥିବା ଚା’ପତିକୁ ଭୁଲରେ ବି ଫୋପଡନ୍ତୁ ନାହିଁ, ସୁନା ଠାରୁ ବି ଅଧିକ ମହଙ୍ଗା ଅଟେ ଏହାର ଫାଇଦା

ଦୁନିଆରେ ଏମିତି ବହୁତ ଜିନିଷ ଅଛି, ଯାହା ଆମ ପାଇଁ ମହଙ୍ଗା ହୋଇ ପାରିବ କିନ୍ତୁ ତାଙ୍କ ବିଷୟରେ ସଠିକ ଜ୍ଞାନ ନ ହେବା କାରଣରୁ ଆମେ ସେ ଗୁଡିକର ଗୁଣବତାକୁ ବୁଝି ପାରୁ ନାହୁଁ ଏବଂ ସେଗୁଡିକୁ ନଷ୍ଟ କରି ଦେଉ । ଏମାନଙ୍କ ମଧ୍ୟରୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଜିନିଷ ବିଷୟରେ କହିବୁ ଯାହା ଆପଣଙ୍କ ପାଇଁ ଅଳିଆ ସମାନ ଅଟେ କିନ୍ତୁ ତାହାର ଅସଲ ଦାମ ସୁନା ଠାରୁ ମଧ୍ୟ ଅଧିକ ଅଟେ । ଏହା ହେଉଛି ଚା । ଯାହାକୁ ସମସ୍ତେ ପିଅନ୍ତି ।

Image courtesy: Google

ସକାଳୁ ଉଠି ସମସ୍ତେ ଚା ପିଇବାକୁ ପସନ୍ଦ କରନ୍ତି । ଚା ଏକ ଏନର୍ଜୀ ଡ୍ରିଂକ ଭଳି ଯାହା ଆମର ଥକାପଣ କୁ ଦୂର କରିଥାଏ । କିନ୍ତୁ ଆମେ ସମସ୍ତେ ଚା ତିଆରି କରିବା ପରେ ଚାପତିକୁ ଫୋପାଡି ଦେଉ । କିନ୍ତୁ ଆପଣ ଜାଣି ନାହାନ୍ତି କି ଗରମ ଚାପତିର ବହୁତ ପ୍ରକାରର ଲାଭ ଅଛି । ଆଜି ଆମେ ଆପଣଙ୍କୁ ଗରମ ଚାପତି ବିଷୟରେ କିଛି କହିବାକୁ ଯାଉଛୁ ।

ଖଣ୍ଡିଆ ଭରିବାରେ ସାହାର୍ଯ୍ୟ କରେ

Image courtesy: Google

ଗରମ ଚାପତି ଦ୍ଵାରା ବଡ ବଡ ଘାକୁ ଖଣ୍ଡିଆ ଖାବରାକୁ ଜଲ୍ଦି ଭଲ କରାଯାଇ ପାରିବ । ତେବ ଆମେ କାହିଁକି ହସ୍ପିଟାଲ ଯାଇ ଟଙ୍କା ଖର୍ଚ କରିବା । ବୈଜ୍ଞାନିକମାନେ ବର୍ତ୍ତମାନ ଏହା ଉପରେ ରିସର୍ଚ କରୁଛନ୍ତି କି ଏହି ଚାପତିକୁ କେଉଁଭଳି ଭାବରେ ଖଣ୍ଡିଆ ଗୁଡିକରେ ଲଗାଯିବା ଦରକାର ।

କାଚକୁ ଚମକାଇବବା ପାଇଁ

Image courtesy: Google

ଚା କରି ସାରିଲା ପରେ ବଞ୍ଚିଥିବା ଚାପତିକୁ ନ ଫୋପାଡି ସେହି ଚାପତିକୁ ଯଦି ଆପଣ ଅଳ୍ପ ଗରମ ପାଣିରେ ପକାଇ ଗରମ କରନ୍ତୁ ସେହି ଗରମ ପାଣିକୁ ନିଜ ଘରେ ଥିବା କାଚ ଜିନିଷ ଉପରେ ପକାଇ ସଫା କପଡା କିମ୍ବା କାଗଜରେ ସଫା କରି ଚମକାଇ ପାରିବେ ।

ଗଛର ଖାଦ

Image courtesy: Google

ପ୍ରାୟତଃ ସବୁ ଘରେ କୌଣସି ନା କୌଣସି ଗଛ ଥାଏ । ଏବଂ ସବୁ ଗଛକୁ ଖାଦ ନିଶ୍ଚିତ ଦରକାର ହୋଇଥାଏ । ଏହି ସମୟରେ ଆପଣ ସେହି ବଞ୍ଚିଥିବା ଚାପତିକୁ ସବୁ ଗଛର ମୂଳରେ ପକାଇ ଦିଅନ୍ତୁ । ଏହା ଖାଦ ଭଳି କାମ କରିବ ଏବଂ ଆପଣଙ୍କର ଗଛକୁ ବଢିବାରେ ସାହାର୍ଯ୍ୟ କରିବ ।

ଘରର ଆସବାପତ୍ରକୁ କରନ୍ତୁ ସାଫା

Image courtesy: Google

ବନ୍ଧୁମାନେ ଆପଣ ଗରମ ଚାପତିକୁ ବ୍ୟବହାର କରି ଘରର ଜିନିଷ ପତ୍ରକୁ ସଫା ମଧ୍ୟ କରି ପାରିବେ । ଏହା କରିବା ପାଇଁ ଚାପତିକୁ ଭଲ ଭାବରେ ଦୁଇଥର ଧୋଇ ଦିଅନ୍ତୁ । ଏହା ପରେ ସେହି ପାଣିରେ ଘରର ଆସବାପତ୍ରକୁ ସଫା କରନ୍ତୁ । ବନ୍ଧୁଗଣ ଯଦି ଏହି ଆର୍ଟିକ୍ଲ ଆପଣଙ୍କୁ ପସନ୍ଦ ଆସିଲା ତେବେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ, ଓ ଦୈନିକ ଏମିତି ଶିକ୍ଷଣୀୟ ଜିନିଷ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ।