ଏହି ୯ ଟି ଫୁଲ ଚଢାଇବା ଦ୍ଵାରା ଭଗବାନ ଶିବ ତୁରନ୍ତ ହୋଇଥାନ୍ତି ପ୍ରସନ୍ନ, ସବୁ ମନୋକାମନା ହୋଇଥାଏ ପୂର୍ଣ୍ଣ

ଭଗବାନ୍ ଶିବ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି, ଆପଣ ଜାଣିଛନ୍ତି ଶିବଙ୍କର କଣ ପ୍ରିୟ ହୋଇଥାଏ । ଶିବଙ୍କୁ ପ୍ରେମରେ ଚଢା ହୋଇଥିବା ବେଲ ପତ୍ର ଶିବଙ୍କୁ ପ୍ରିୟ ହୋଇଥାଏ । ଶିବଙ୍କୁ ବେଲପତ୍ର ଓ ଫୁଲ ଚଢ଼େଇଲ ଶୁଭ ହୁଏ । ଦୁଦୁରା ଫୁଲରେ କଣ୍ଟା ଲାଗିଥାଏ । ଏହି ଫୁଲ ଶିବଙ୍କର ପ୍ରିୟ ହୋଇଥାଏ । ଦୁଦୁରା ମଞ୍ଜିରୁ ଔଷଧ ପ୍ରସ୍ତୁତ ପାଇଁ ଆଲ୍ କହଲ୍ ବାହାର କରାଯାଏ । ଏହି ଫୁଲରେ ଆୟୁର୍ବେଦ ଗୁଣ ରହିଛି ।

ଅରଖ ଫୁଲ- ଅରଖ ଫୁଲର ମାଳି ଶିବଙ୍କୁ ଚଢ଼ାଯାଏ । ଏହି ଫୁଲରୁ ମଞ୍ଜି ଜନ୍ମ ନିଏ । ଆର ମଞ୍ଜି ଓ ଚେର ତକିଆ ଭିତରେ ରଖିଲେ । ମୁଣ୍ଡବିନ୍ଧା ହୁଏନି । ଶିବ ସମସ୍ତଙ୍କୁ ରକ୍ଷା କରନ୍ତି ।

ଏହାର ଫୁଲ ଓ ପତ୍ରରୁ କ୍ଷୀର ବାହାରେ, ସେହି କ୍ଷୀର ବି ପୂର୍ଣ୍ଣ ହୁଏ । ଏଥିରେ ଔଷଧୀୟ ଗୁଣ ରହିଥାଏ । ଏହିସବୁ ଗୁଣଠୁ ଛୁଆମାନଙ୍କୁ ଦୂରେଇ ରଖାଯାଏ ।

ଥୁମି ଫୁଲ- ଶିବଙ୍କ ଉପରେ କାମ କରାଯାଏ । ଏହାକୁ ପ୍ରେମ ଫୁଲ କୁହାଯାଏ । ଶିବଙ୍କ ଉପରେ ସେହି ଫୁଲ ଚଢ଼ାଯାଏ । ଛୋଟ ଗଛରେବି ଲଗାନ୍ତି । ଏହାର ପତ୍ର କୁଞ୍ଜରେ ଲଗାନ୍ତି । ଆୟୁର୍ବେଦ ପତ୍ର ଔଷଧୀୟ ଗୁଣ ଅଛନ୍ତି । ଏହି ଫୁଲ ଶିବ ଲିଙ୍ଗ ଉପରେ ଚଢ଼ାହେଲେ, ମନୁଷ୍ୟ ଜୀବନରୁ ଦୁଃଖ ଦୁରେଇଯାଏ ।

ଲାଲ ମନ୍ଦାର- ଶିବ ଓ ଶକ୍ତି ଏକାଠି ଅର୍ଦ୍ଧନାରିଶ୍ୱର କୁହାଯାଏ । ଏହି ଫୁଲ କେତେ ପ୍ରକାରର ଫୁଲ ହୁଏ, ଏହା ଅଲଗା କିସମର ହୋଇଥାଏ ।

ନୀଳ କମଳା ଫୁଲ- ନୀଳ କମଳା ଫୁଲରେ ଭଗବାନ ସନ୍ତୁଷ୍ଟ ହୁଅନ୍ତି । ନୀଳକଣ୍ଠ ଶିବ ଭଗବାନଙ୍କୁ ଫୁଲ ଚଢ଼େଇଲେ ସେ ସନ୍ତୁଷ୍ଟ ହୁଅନ୍ତି । ଲକ୍ଷ୍ମୀଙ୍କୁ ପ୍ରାପ୍ତି ପାଇଁ ଏହି ଫୁଲ ଶିବଙ୍କୁ ଦିଆ ହୁଏ ।

ମଲ୍ଲି ଫୁଲ- ଭଗବାନ ଶିବଙ୍କୁ ଶୁଦ୍ଧ ମନରେ ଶିବଙ୍କୁ ଚଢ଼େଇଲେ ସନ୍ତାନ ପ୍ରାପ୍ତି ହେବ । ଆପଣଙ୍କ ସବୁ ମନୋକାମନା ପୁରଣ ହୁଏ । ମଲ୍ଲି ଫୁଲ ରୁ ତେଲ ବାହାର କରାଯାଏ ଓ ବାସ୍ନା ସେଣ୍ଟ ହୁଏ ।

ଚମ୍ପା ଫୁଲ- ଚମ୍ପା ଫୁଲର ଫଳ ତିଆରି ହୋଇଥାଏ । ଶିବଙ୍କୁ ଚଢ଼ାହୁଏ ।

କନିଆରି ଫୁଲ- ଏହି ଫୁଲ ଶିବଙ୍କର ପ୍ରିୟ ହୋଇଥାଏ । ସବୁ ବିଷ ଫୁଲକୁ ଶିବଙ୍କ ଉପରେ ଚଢ଼ା ହୁଏ । ସବୁ ବିଷ ଫୁଲ ଶିବଙ୍କ ଉପରେ ଚଢ଼ାଯାଏ । ସବୁ ବିଷ ଫୁଲକୁ ଶିବ ଅମୃତ କରନ୍ତି ।
ବିଷ ମଧ୍ୟ ଶିବଙ୍କୁ ପସନ୍ଦ ହୋଇଥାଏ ।

ନିର୍ଗୁଣ୍ଡି- ନିର୍ଗୁଣ୍ଡି ଫୁଲ ଶିବଙ୍କ ଉପରେ ପୂଜା କରାଯାଏ । ଏମାନଙ୍କ ଫୁଲ ଉପରେ ପୂଜା କରାଯାଏ ।

ଗୋଲାପୀ କନିଅର- ଯଦି ଆପଣ ଏହି ଫୁଲ ଗଛ ପାଆନ୍ତି, ଶିବଙ୍କୁ ଏହି ଫୁଲ ଚଢାନ୍ତୁ । ଯେତେ ସବୁ ବିଷ ଫୁଲ ଶିବଙ୍କର ପ୍ରିୟ ହୋଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।