ଏହି ଫଟୋ ଭିତରେ ଲୁଚିଅଛି ଏକ ଚିତାବାଘ, ଦମ ଅଛି ତ ଖୋଜି ବାହାର କରନ୍ତୁ ? ୯୯ % ଲୋକ ହୋଇଛନ୍ତି ଫେଲ

ଇଣ୍ଟର୍ନେଟ ଏକ ଏମିତି ଜାଗା ଅଟେ ଯେଉଁଠି କିଛି ବି ଭାଇରାଲ ହୋଇପାରେ । ଖାସକରି ଯେତେବେଳେ କଥା ସୋସିଆଲ ମିଡିଆର ହୋଇଥାଏ ତେବେ ଏଥିରେ ଲୋକମାନଙ୍କର ଆଗ୍ରହ ଆହୁରି ଅଧିକ ବଢିଯାଏ , ଏଠି ସମୟ ସମୟରେ ଅଲଗା ଅଲଗା ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ । ଏହି ଆଧାରରେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏହିଭଳି ଭାଇରାଲ ଫଟୋ ଯାହାକି ଏକ ପ୍ରକାରର ପହେଲି ଅଟେ ।

ଏହି ପହେଲି ଆଖିରେ ଭ୍ରମ ସୃଷ୍ଟି କରିପାରେ । କହିବାକୁ ଗଲେ ଆମେ ଆପଣଙ୍କୁ ଜଙ୍ଗଲର ଏକ ଫଟୋ ଦେଖାଇବାକୁ ଯାଉଛୁ । ଏହି ଫଟୋର ଖାସ କଥା ଏହା ଅଟେ କି ଏହା ଭିତରେ ଏକ ଚିତାବାଘ ଲୁଚି ଅଛି । କହିବାକୁ ଗଲେ ଫଟୋରେ ମାଟି, ଗଛ ଓ ଚିତାବାଘ ର ରଙ୍ଗ ରୂପ ଏହିଭଳି ଭାବରେ ମିଶି ଯାଇଛି କି ଯଦି ଆପଣ ଫଟୋରେ ଚିତାବାଘ କୁ ଖୋଜିବାକୁ ଚେଷ୍ଟା କରିବେ ତେବେ ଏହାକୁ ପ୍ରଥମ ନଜରରେ ଜାଣି ପାରିବେ ନାହିଁ, ।

ପ୍ରଶ୍ନ – ଏହି ଫଟୋରେ କେଉଁଠି ଲୁଚି ଅଛି ଚିତାବାଘ ?

ତେବେ ଆପଣ ବି ଏହି ଫଟୋକୁ ଧ୍ୟାନର ସହ ଦେଖି ପାରିବେ । ଜୁମ କରି ବି ଦେଖି ପାରିବେ ଓ ଚିତାବାଘ କୁ ଖୋଜିବାକୁ ଚେଷ୍ଟା କରନ୍ତୁ । ଏହି ଫଟୋକୁ ଟ୍ୱିଟରରେ @BellaLack ନାମକ ଏକ ୟୁଜର ଶେୟାର କରି ଲେଖିଲେ କି “କିଏ ଜଣେ ମୋତେ ଏହି ଫଟୋକୁ ପଠାଇଥିଲା ଓ ଏଥିରେ ଚିତାବାଘ କୁ ଖୋଜିବା ପାଇଁ କହିଲା । ପ୍ରଥମେ ତ ମୋତେ ଏହା ଥଟ୍ଟା ଲାଗିଲା କିନ୍ତୁ ପରେ ମୁଁ ଚିତାବାଘ କୁ ଖୋଜିଦେଲି । କଣ ଆପଣ ଚିତାବାଘ କୁ ଖୋଜି ପାରିବେ ?’

ତେବେ ଚାଲନ୍ତୁ ନିଜ ମୁଣ୍ଡ ଉପରେ ପ୍ରେସର ଦିଅନ୍ତୁ ଓ ଚିତାବାଘ କୁ ଖୋଜି ବାହାର କରନ୍ତୁ । ଆପଣଙ୍କୁ ଅଳ୍ପ କଷ୍ଟ ହୋଇପାରେ ଓ ସମୟ ବି ଲାଗି ପାରେ । କିନ୍ତୁ ଆପଣ ସହଜରେ ହାର ମାନନ୍ତୁ ନାହିଁ । ଯଦି ଖୋଜି ପାରୁ ନାହାନ୍ତି ତେବେ ଆମେ ଆପଣଙ୍କୁ ସଠିକ ଜବାବ ବି ଦେଇଦେବୁ ।

ଜବାବ – ଏଠି ଲୁଚି ବସିଛି ଚିତାବାଘ

ଯେମିତି କି ଆପଣମାନେ ଦେଖି ପାରିବେ କି ଆମେ ଆପଣମାନଙ୍କ ସୁବିଧା ପାଇଁ ଏକ ଚିହ୍ନ କରିଛୁ । ଆପଣ ସେହି ଚିହ୍ନରେ ଚିତାବାଘ କୁ ଦେଖି ପାରିବେ । ସେ ଗଛର ଅନ୍ୟ ପାର୍ଶ୍ଵରେ ମାଟିରେ ଆରାମ କରୁଛି । ଆପଣଙ୍କୁ କହିଦେଉଛୁ କି ଚିତାବାଘ ବହୁତ ଭଲ ଶିକାରୀ ଅଟନ୍ତି । ଏମାନେ ଜଙ୍ଗଲରେ ନିଜ ରଙ୍ଗ କାରଣରୁ ସହଜରେ ମିଶି ଯାଆନ୍ତି । ଏମାନେ ବହୁତ ଫୁର୍ତୀଲା ସ୍ଵଭାବର ହୋଇଥାନ୍ତି ।