ପାଉଁଜି ଓ ଝୁଣ୍ଟିଆ ସ୍ଵାମୀ ଜୀବନରେ ଆଣେ ବିପଦ ! ପାଉଁଜି ଏବଂ ଝୁଣ୍ଟିଆ ପିନ୍ଧୁଥିଲେ ଏହି ସବୁ କଥା ଜାଣି ରଖନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମହିଳା ମାନେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିବା ଦ୍ଵାରା ଘରେ ସକାରାତ୍ମକ ଊର୍ଜାର ସଂଚାର ହୋଇଥାଏ । ଯାହାକି ଘର ପାଇଁ ଶୁଭ ବୋଲି ବିଚାର କରାଯାଇଥାଏ । ତେବେ ବିଶେଷ କରି ପ୍ରତ୍ଯେକଟି ହିନ୍ଦୁ ମହିଳା ମାନେ ନିଜ ପାଦରେ ପାଉଁଜି ଓ ଝୁଣ୍ଟିଆ ପରିଧାନ କରିଥାନ୍ତି । ଏହା ତାଙ୍କ ପାଦର ସୁନ୍ଦରତା ବୃଦ୍ଧି କରିବା ସହିତ ତାଙ୍କ ସ୍ଵାମୀ ପାଇଁ ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ତେବେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିବାର କିଛି ବିଶେଷ ନିୟମମାନ ରହିଛି । ଯାହାକୁ ମାନି ଏହାକୁ ପିନ୍ଧିବା ଉଚିତ ।

ନଚେତ ଏହା ହିଁ ନିଜ ସ୍ଵାମୀ ପାଇଁ ବିପଦକୁ ଟାଣି ଆଣିଥାଏ । ନିଜସ୍ୱ ବ୍ଯବହାର କରୁଥିବା ପାଉଁଜି ଓ ଝୁଣ୍ଟିଆକୁ ଅନ୍ୟ କୌଣସି ମଧ୍ୟ ପରିଚିତ ମହିଳାଙ୍କୁ ଏହା ପିନ୍ଧିବାକୁ ଦିଅନ୍ତୁ ନାହିଁ । ଏହା କରିବା ଦ୍ଵାରା ନିଜ ସ୍ଵାମୀର ସ୍ଵାସ୍ଥ ଓ ଆୟୁଷ ଉପରେ ପ୍ରଭାବ ପଡିଥାଏ । ଏହା ଛଡା ଆପଣଙ୍କ ସ୍ଵାମୀର ଭଲ ପାଇବା ଆପଣଙ୍କ ପ୍ରତି କମିଯାଇଥାଏ । ନିଜ ପାଦରେ କେବେବି ଛିଡିଯାଇଥିବା ପାଉଁଜି ପିନ୍ଧନ୍ତୁ ନାହିଁ ।

ପାଦରେ ସବୁବେଳେ ଭଲ ପାଉଁଜି ପିନ୍ଧିବା ସହ ତାହା ଯେପରି ଭଲ ଭାବେ ରୁଣୁଝୁଣୁ କରିବ । ସେଥିପ୍ରତି ମଧ୍ୟ ଧ୍ୟାନ ଦେବେ ।ବାହାରେ କୌଣସି ଜାଗାରେ ଯଦି ପାଉଁଜି କିମ୍ବା ଝୁଣ୍ଟିଆ ପଡିଥିବାର ନଜରକୁ ଆସିଥାଏ । ତେବେ ସେଭଳି ପାଉଁଜି ଘରକୁ ଆଣିବା ଅନୁଚିତ ହୋଇଥାଏ । କାରଣ ଏପରି ବାହାରେ ପଡିଥିବା ଜିନିଷ ଯଦି ଘରର ମହିଳା ମାନେ ପିନ୍ଧିବେ । ତେବେ ଘର ଉପରେ ଏହାର କୁପ୍ରଭାବ ପଡିଥାଏ । ଏହା ସହ ଘରେ ଅଶାନ୍ତି ଦେଖା ଦେଇଥାଏ ।

ପାଦରେ ଝୁଣ୍ଟିଆ ଓ ପାଉଁଜି ପିନ୍ଧିବାର ଏପରି କିଛି ମାନ୍ୟତା ରହିଛି ।ଯେ ଏହି ସବୁ ପଦରେ ପିନ୍ଧିବା ଦ୍ଵାରା ଗର୍ଭାଶୟ ମଜଭୁତ ହୋଇଥାଏ । ମହିଳା ମାନଙ୍କର ମାସିକ ଧର୍ମ ମଧ୍ୟ ନିୟମିତ ରୂପେ ହୋଇଥାଏ । ପାଦରେ ପିନ୍ଧୁଥିବା ପାଉଁଜି ଓ ଝୁଣ୍ଟିଆ ରୂପାର ହୋଇଥିଲେ ଏହା ଶରୀର ପ୍ରତି ବହୁତ ହିତକର ହୋଇଥାଏ । ହେଲେ ଯେତେ ମଧ୍ୟ ଟଙ୍କାର ଅଧିକାରୀ ହୋଇଥାନ୍ତୁ ।

ସୁନାର ପାଉଁଜି କିମ୍ବା ଝୁଣ୍ଟିଆ ପାଦରେ ପିନ୍ଧିବା ଉଚିତ ହୋଇନଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ବିବାହିତ ମହିଳା ମାନଙ୍କ ବ୍ଯତୀତ କୁମାରୀ ଝିଅ ମାନେ ମଧ୍ୟ ନିଜ ପାଦରେ ଝୁଣ୍ଟିଆକୁ ଛାଡି ଖାଲି ପାଉଁଜି ପିନ୍ଧି ପାରିବେ । ପାଉଁଜିର ଶବ୍ଦ ଘର ପରିବାର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଏହା ସହ ଘର ଉପରେ ଦେବାଦେବୀଙ୍କର ମଧ୍ୟ ବିଶେଷ କୃପା ଦ୍ରୁଷ୍ଟି ରହିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ