ପାକିସ୍ଥାନୀ ପତ୍ରକାର ପ୍ରମାଣ ସହିତ ପାକ କୁ କରିଲା ନଗ୍ନ….କହିଲେ କଣ ମିଛ କହୁଛନ୍ତି ଇମରାନ ଖାନ, ଦେଖନ୍ତୁ ଭିଡିଓ – ଯେଉଁଥିରେ ମୁସରଫବି ସଫା ସଫା କହୁଛନ୍ତି ଜୈଶ…

ପୁଲୱାନା ଆତଙ୍କି ଆକ୍ରମଣର ଆରୋପ ଜୈଶ-ଏ-ମହମ୍ମଦ ନିଜ ମୁଣ୍ଡକୁ ନେଇଥିଲା । ଏହା ଉପରେ ଭାରତ ପାକିସ୍ଥାନ ଉପରେ ଆରୋପ ଲଗାଇଲା କି ସେ ଏପରି ଆତଙ୍କି ସଙ୍ଗଠନକୁ ସପୋର୍ଟ କରୁଛି ଓ ଏହି ଷଡଯନ୍ତ୍ର ରେ ତାର ହାତ ଅଛି । ସେଇଠି, ପ୍ରଥମେ ପାକ PM ଇମରାନ ଖାନ ଓ ପରେ ପାକ ଆର୍ମି ଏହି ଆରୋପକୁ ମିଥ୍ୟା ବୋଲି କହି ଖାରିଜ କରି ଦେଇ ଥିଲେ ।

ଏବେ ଏକ ପାକିସ୍ଥାନ ଟିଭି ଆଙ୍କର ନିଜର ଏକ ପ୍ରାଇମ ଟାଇମ ସୋ ରେ ପାକିସ୍ଥାନ ବିରୁଦ୍ଧରେ ଏମିତି ପ୍ରମାଣ ସାମ୍ନାକୁ ଆଣିଛନ୍ତି, ଯାହାକୁ ସରକାର ମାନିବାକୁ ରାଜି ନୁହେଁ । ଏହା ପୂର୍ବରୁ ପାକିସ୍ଥାନ ପ୍ରଧାନ ମନ୍ତ୍ରୀ ମଙ୍ଗଳବାରକୁ ପୁଲବାମା ଆତଙ୍କି ଆକ୍ରମଣ ଉପରେ ବୟାନ ଜାରି କାରିଥିଲା ।

ସେ କହିଲେ କି ଭାରତ ବିନା କୌଣସି ପ୍ରମାଣରେ ପାକିସ୍ଥାନ କୁ ଦୋଷ ଦେଇଛନ୍ତି । ଭାରତ କୌଣସି ପ୍ରମାଣ ଦେଇ ନାହିଁ । ସେ କହିଲେ କି ମୁଁ ଭାରତ ସରକାରକୁ ଜବାବ ଦେଉଛି । ମୁଁ ପୂର୍ବରୁ ଜବାବ ଦେବାକୁ ଚାହୁଁଥିଲି, କିନ୍ତୁ ସାଉଦି ଆରବ ର କ୍ରାଉନ ପ୍ରିନ୍ସ ପାକିସ୍ଥାନ ଆସୁଥିଲେ । ଏବେ ସେ ଚାଲି ଗଲେଣି ତ ମୁଁ ଜବାବ ଦେଉଛି ।

ସେ କହିଲେ କି ଏହା ଆମର ହିତ ରେ ନୁହେଁ କି କେହି ଆମ ମାଟିରୁ କୌଣସି ବି ହିଂସା କାଣ୍ଡ କରୁ । ମୁଁ ଭାରତ ସରକାରଙ୍କୁ କହୁଛି କି ପାକିସ୍ଥାନ ରୁ କାହା ବିରୁଦ୍ଧରେ ପ୍ରମାଣ ମିଳିବା ପରେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ ।

ଆମର ଦେଶ ସ୍ଥିରତା ଦିଗକୁ ଯାଉଛି ତେବେ ଆମେ ଏମିତି କାହିଁକି କରିବୁ । ଆତଙ୍କବାଦୀଙ୍କଠୁ ପାକିସ୍ଥାନ କୁ କୌଣସି ଲାଭ ନାହିଁ । ସେ କହିଲେ କି, କାଶ୍ମୀର ସମସ୍ୟା ପାଇଁ ପାକିସ୍ଥାନ କୁ ସବୁବେଳେ ଦୋଷୀ କରିବା ଭୁଲ ଅଟେ । ଏହା ନୂଆ ପାକିସ୍ଥାନ ଅଟେ ଓ ଏଠାରେ ନୂଆ ଭାବନା ଅଛି । ଆମେ ସ୍ଥାୟିତ୍ତ୍ଵ ଚାହୁଁଛୁ ।

ପୋଷ୍ଟଟିକୁ ଅଧିକରୁ ଅଧିକ ଶେୟାର କରି ସମସ୍ତଙ୍କୁ ଏହି ଭିଡିଓ ଦେଖିବାକୁ ଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।