ପତ୍ନୀଙ୍କୁ ଆଲିଙ୍ଗନ କରି ଶୋଉନାହାନ୍ତି ତ ଆପଣ? ସମୟ ଥାଇ ଜାଣି ନିଅନ୍ତୁ ଏହି କଥା

କଣ ଆପଣ ମଧ୍ୟ ରାତ୍ରିରେ ଶୟନ ସମୟରେ ପତ୍ନୀଙ୍କୁ ଆଲିଙ୍ଗନ କରି ଶୋଉଛନ୍ତି ତେବେ ଜାଣନ୍ତୁ ଆମ ଶାସ୍ତ୍ର ଏବଂ ବିଜ୍ଞାନ କଣ କୁହେ । ପତ୍ନୀଙ୍କୁ କୁଣ୍ଢେଇ ଶୋଉଛନ୍ତି କି ଜାଣନ୍ତୁ କଣ ଅଟେ ଏହାର ପରିଣାମ । ଆଜି ଆମେ ଆମ ଜୀବନ ସହିତ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ କହିବୁ । ଶାସ୍ତ୍ର କଣ କୁହେ ପ୍ରଥମେ ଆମେ ତାହା ଜାଣିବା । । ବିବାହିତ ଦମ୍ପତିମାନଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଆସନ୍ତୁ ଜାଣିବା ରାତିରେ ପତ୍ନୀ ସହିତ କୁଣ୍ଢାଇ ଶୋଇବାର ଲାଭ କ’ଣ?

ଶୟନ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଅସ୍ତ ର ଦୁଇ ପହର ପରେ ଅର୍ଥାତ 8 ଟା ସମୟରେ ଶଯ୍ୟା ଗ୍ରହଣ କରିବା ଉଚିତ । ଏହା ଛଡ଼ା ସୂର୍ଯ୍ୟାଉଦୟ ର ଦୁଇ ପ୍ରହର ପୂର୍ବରୁ ଅର୍ଥାତ 4 ଟା ବ୍ରହ୍ମ ମୁହୂର୍ତ୍ତରେ ଆପଣଙ୍କୁ ବିଛଣା ତ୍ୟାଗ କରିବା ଉଚିତ ଏହାଦ୍ୱାରା ଆମ ଶରୀର ସୁସ୍ଥ ରୁହେ ଏବଂ ମାନସିକ ଚିନ୍ତା ମଧ୍ୟ କମ ରୁହେ । ଅଧିକାଂଶ ଦୁଃ ସ୍ୱପ୍ନ ଏହି ବ୍ରହ୍ମ ମୁହୂର୍ତ୍ତରେ ଆସିଥାଏ । ପତ୍ନୀ ଙ୍କ ସହ ଶୋଇବାରେ ମଧ୍ୟ ଶାସ୍ତ୍ର ର ଭିନ୍ନ ମତ ଅଛି । ସ୍ତ୍ରୀ ଙ୍କୁ ନିଜର ବାମ ପାର୍ଶ୍ଵରେ ରଖି ହିଁ ସ୍ୱାମୀ କୁ ଶୋଇବା ଉଚିତ । କାମ ଶାସ୍ତ୍ର ଅନୁସାରେ ସ୍ତ୍ରୀ ଙ୍କୁ ଆଲିଙ୍ଗନ କରି ନିଜ ବାହୁ ମଧ୍ୟରେ ରଖି ଶୋଇବା ଦ୍ୱାରା ଦୁହିଁଙ୍କ ମଧ୍ୟରେ ପ୍ରେମ ବଢ଼ିଥାଏ ।

ଡାକ୍ତରୀ ବିଜ୍ଞାନ ଅନୁଯାୟୀ କଣ ସବୁ ଲାଭ କ୍ଷତି ରହିଛି ଆସନ୍ତୁ ତାହା ଜାଣିବା । ଏମିତି ଅନେକ ବିବାହିତ ବ୍ୟକ୍ତି ଅଛନ୍ତି ଯେଉଁମାନେ ରାତିରେ ନିଜ ପତ୍ନୀଙ୍କୁ ଧରି ଶୋଇଥା’ନ୍ତି, କିନ୍ତୁ ଏହାର ଉପକାର ବିଷୟରେ ଖୁବ୍ କମ୍ ଲୋକ ଜାଣିଛନ୍ତି । ଆଜି ଆସନ୍ତୁ ଆମେ ଆପଣଙ୍କୁ ବିଜ୍ଞାନ ଅନୁଯାୟୀ ଏପରି ଏକ ବିଶେଷ କଥା କହିବାକୁ ଯାଉଛୁ, ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ରାତିରେ ପତ୍ନୀଙ୍କୁ ଅଲିଙ୍ଗନରେ ଶୋଇବା ଦ୍ୱାରା ଏହିପରି ଲାଭ ହୋଇପାରେ ।

ଡାକ୍ତରଙ୍କ ଅନୁଯାୟୀ, ପତ୍ନୀଙ୍କୁ ଧରି ଶୋଇବା ସେମାନଙ୍କ ଶରୀରରେ ଟ୍ରାଇଟନ୍ ହରମୋନ୍ ସକ୍ରିୟ କରିଥାଏ, ଯାହାଦ୍ୱାରା ଭଲ ନିଦ ହୋଇଥାଏ । ଆଉ ମଧ୍ୟ ଏକ ଡ଼ାକ୍ତରୀ ବିଜ୍ଞାନ ରିସର୍ଚ୍ଚ ରୁ ଜଣା ପଡ଼ିଛି ଯେଉଁ ପୁରୁଷ ଏବଂ ମହିଳା ମାନେ କୁଣ୍ଢା କୁଣ୍ଢି ହୋଇ ଶୋଇଥାନ୍ତି ସେମାନ ଙ୍କର ଆୟୁଷ ମଧ୍ୟ ଅଧିକ ହୁଏ । ଏଭଳି ଶରୀର ରେ ଥିବା ପିତ୍ୟୁଟାରୀ ଗ୍ରନ୍ଥି ରୁ କିଛି ବିଶେଷ ହରମୋନ କ୍ଷରଣ ହେବା ଦ୍ୱାରା ହିଁ ହୋଇଥାଏ ।

ରାତିରେ ପତ୍ନୀଙ୍କୁ ଧରି ଶୋଇବା ଦ୍ୱାରା ଥକାପଣ ଦୂର ହୋଇଥାଏ ଏବଂ ମାନସିକ ଚାପରୁ ମୁକ୍ତି ମିଳିଥାଏ । ପତ୍ନୀଙ୍କ ସହ ଶୋଇବାର ସବୁଠାରୁ ବଡ ସୁବିଧା ହେଉଛି ମାନସିକ ଚାପ ହାଲୁକା ହେବା । ଏହିପରି ପ୍ରେମ ପରସ୍ପର ସହିତ ବଢ଼ିଥାଏ ଏବଂ ଦୁହେଁ ନିଜ ଜୀବନରେ ଖୁସି ରୁହନ୍ତି ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।