ସ୍ଵାମୀ- ତୁମେ ସବୁ କଥାରେ ମୋର ମୋର କହିଥାଅ, ତୁମକୁ ଆମର କହିବା ଉଚିତ, ପତ୍ନୀ କିଛି ଖୋଜୁ ଥିଲା ଆଲମାରିରେ, ସ୍ଵାମୀ – କଣ ଖୋଜୁଛ?

ପ୍ରଥମ ଜୋକ୍ସ

ପତ୍ନୀ (ରାଗରେ) – ମୁଁ ଘର ଛାଡି ଯାଉଛି…..

ସ୍ଵାମୀ (ରାଗରେ) – ହଁ ଜାନୁ ଛାଡି ଦିଅ

ପତ୍ନୀ – କେବଳ ତୁମର ଏହି ‘ଜାନୁ’ କହିବାର ଅଭ୍ୟାସ ମୋତେ ସବୁବେଳ ଅଟକାଇ ଦିଏ !!!!

ଦ୍ଵିତୀୟ ଜୋକ୍ସ

ସ୍ଵାମୀ – ତୁମେ ସବୁ କଥାରେ ମୋର ମୋର କହିଥାଅ,

ତୁମକୁ ଆମର କହିବା ଉଚିତ…..

ପତ୍ନୀ କିଛି ଖୋଜୁ ଥିଲା ଆଲମାରିରେ

ସ୍ଵାମୀ – କଣ ଖୋଜୁଛ?

ପତ୍ନୀ – ଆମର ଶାଢୀ….!!!

ତୃତୀୟ ଜୋକ୍ସ

ଜ୍ଵାଇଁ ଶଶୁରକୁ – ବାପା ଆପଣଙ୍କ ଝିଅ ଅସ୍ତ ବ୍ୟସ୍ତ କରି ଦେଉଛି

ଶଶୁର – ପୁଅ ମୋ ବିଷୟରେ ଚିନ୍ତା କର ମୋ ପାଖରେ ତାହାର ବି ମା ଅଛି….!!!

ଚତୁର୍ଥ ଜୋକ୍ସ

ପତ୍ନୀ – ଶୁଣ ମୋ ପାଟିରେ ମଶା ଚାଲି ଯାଇଛି, ବର୍ତ୍ତମାନ କଣ କରିବି…?

ସ୍ଵାମୀ – ପାଗେଳି ଅଲ ଆଉଟ ପିଇ ନିଅ, ୬ ସେକନ୍ଡରେ କାମ ଆରମ୍ଭ ।

ପଞ୍ଚମ ଜୋକ୍ସ

ସ୍ଵାମୀ – ଏମିତି ଚା ତିଆରି କର କି ମନ ଓ ଶରୀର ନାଚିବାକୁ ଲାଗିବ

ପତ୍ନୀ – ଆମ ଘରକୁ ମଇଁଷି କ୍ଷୀର ଆସିଥାଏ, ନାଗୁଣୀ ସାପର ନୁହେଁ

ଷଷ୍ଠ ଜୋକ୍ସ

ମୋଟୁ – ଆରେ ପତଲୁ ମୋର କାଲୀ ଠାରୁ ପେଟ ଖରାପ ଅଛି….

ପତଲୁ – ପୁଣି କଣ କରିଲୁ….

ମୋଟୁ – ଡାକ୍ତରଙ୍କ ପାଖକୁ ଗଲି ତ ଔଷଧ ଦେଇ କହିଲେ କି ହୋଟେଲରେ ଖାଦ୍ୟ ସେବନ କର ନାହିଁ…

ପତଲୁ – ବର୍ତ୍ତମାନ କେଉଁଠି ଖାଇବୁ…?

ମୋଟୁ – ବର୍ତ୍ତମାନ ହୋଟେଲରୁ ଖାଇବା ଘରକୁ ନେଇ ଆସିବି….

ସପ୍ତମ ଜୋକ୍ସ

ପପୁ ପାଣି ଦ୍ଵାରା କାର ସଫା କରୁଛି, ତେବେ ସେହି ସମୟରେ ଏକ ଆଣ୍ଟି ଗଲେ….

ଆଣ୍ଟି – କାର ସଫା କରୁଛ ?

ପପୁ ଥଟ୍ଟାରେ – ନାହିଁ କାରକୁ ପାଣି ପିଇବାକୁ ଦେଉଛି,

କାଳେ ବଡ ହୋଇ ବସ ହୋଇଯିବ

ଅଷ୍ଟମ ଜୋକ୍ସ

ଟିଚର – କ୍ଳାସରେ କାହା ସହିତ ଝଗଡା କରିବା ଉଚିତ ନୁହେଁ?

ରାହୁଲ : କାହିଁକି,

ଜଣା ନାହିଁ ପରୀକ୍ଷା ସମୟରେ କେତେବେଳେ କାହା ପଛରେ ବସିବାକୁ ପଡିଯିବ । ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।