ଜାଣନ୍ତୁ ସ୍ତ୍ରୀ ସହିତ କେମିତି ବ୍ୟବହାର କରନ୍ତି ମେଷ, କନ୍ୟା ଓ କୁମ୍ଭ ରାଶିର ବ୍ୟକ୍ତି, ଜାଣନ୍ତୁ ଏହି ସବୁ ରାଶିର ସ୍ଵାମୀ ଆପଣଙ୍କ ପାଇଁ ଠିକ କି ନୁହନ୍ତି

ସବୁ ମହିଳା ନିଜ ପାଇଁ ଏକ ଭଲ ସ୍ଵାମୀ ଖୋଜିଥାନ୍ତି । କହିବାକୁ ଗଲେ ଏହା ତାଙ୍କର ପୁରା ଜୀବନର ପ୍ରଶ୍ନ ଅଟେ । ଏମିତିରେ ସ୍ଵାମୀର ବ୍ୟବହାର କେଉଁଭଳି ଅଟେ ଏହା ସବୁଠୁ ମୁଖ୍ୟ କଥା ଅଟେ । କହିବାକୁ ଗଲେ ଯେତେବେଳେ ପୁଅ କୌଣସି ଝିଅକୁ ପ୍ରଥମ ଥର ଦେଖା କରିଥାଏ ତେବେ ସେ ଭଲ ବ୍ୟବହାର କରିଥାଏ । ଏମିତିରେ ସେ କେତେ ଭଲ ଏହା ଜାଣିବା ଗୋଟିଏ ଝିଅ ପାଇଁ ବହୁତ କଷ୍ଟ ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କର ସୁବିଧା ପାଇଁ କିଛି ବିଶେଷ ରାଶି ବିଷୟରେ କଥା ହେବୁ ।

ଆଜି ଆମେ ମେଷ, କନ୍ୟା ଓ କୁମ୍ଭ ରାଶିର ପୁରୁଷଙ୍କ ବିଷୟରେ ଚର୍ଚ୍ଚା କରିବୁ । ଆପଣ ଏଠି ଜାଣି ପାରିବେ କି ପୁରୁଷମାନେ ଯେତେବେଳେ କାହାର ସ୍ଵାମୀ ହୋଇଥାନ୍ତି ତେବେ ତାଙ୍କର ନିଜ ପତ୍ନୀ ପ୍ରତି ବ୍ୟବହାର କେଉଁଭଳି ହୋଇଥାଏ । ଏହା ଦ୍ଵାରା ଆପଣ ଜାଣି ପାରିବେ କି ଏହି ରାଶିର ପୁରୁଷଙ୍କ ସହିତ ଆପଣ ବିବାହ କରିବା ଉଚିତ ନା ନାହିଁ ।

ମେଷ ରାଶି

ଏହି ରାଶିର ସ୍ଵାମୀ କିଛି ଅଧିକ ହିଁ କେୟାରିଙ୍ଗ ସ୍ଵଭାବର ହୋଇଥାନ୍ତି । ଏମାନେ ବହୁତ ବିଶ୍ୱସନୀୟ ହୋଇଥାନ୍ତି । ଥରେ ଆପଣଙ୍କ ସହ ବିବାହ କରିବା ପରେ କେବେ ବି ଆପଣଙ୍କୁ ଧୋକା ଦିଅନ୍ତି ନାହିଁ । ଏମାନଙ୍କୁ ରାଗ ବହୁତ ଆସିଥାଏ କିନ୍ତୁ ଜଲ୍ଦି ହିଁ ଶାନ୍ତ ହୋଇଯାନ୍ତି । ଏମାନଙ୍କର ଚିନ୍ତା ଧାରା ହିଁ ଏମାନଙ୍କୁ ଅନ୍ୟ ଲୋକମାନଙ୍କ ଠାରୁ ଭିନ୍ନ କରିଥାଏ ।

କନ୍ୟା ରାଶି

ଏହି ରାଶିର ଲୋକମାନେ ବହୁତ କଥାବାର୍ତ୍ତା କରନ୍ତି ଓ ବହୁତ ଜଲ୍ଦି ମିଶି ଯାଆନ୍ତି । ଏମାନଙ୍କ ଭିତରେ ଅନ୍ୟ ଲୋକମାନଙ୍କୁ ସାହାର୍ଯ୍ୟ କରିବାର ଭାବନା ଅଧିକ ଥାଏ । ଏମାନେ ନିଜର ମାଲିକ ନିଜେ ହୋଇଥାନ୍ତି । ଏମାନେ ନିଜ ପତ୍ନୀଙ୍କୁ ହୃଦୟର ସହିତ ଭଲ ପାଆନ୍ତି । ଏମାନଙ୍କର ସବୁଠୁ ଖାସ କଥା ଏହା ଅଟେ କି ଏମାନଙ୍କୁ କ୍ରୋଧ ବହୁତ କମ ଆସିଥାଏ ।

କୁମ୍ଭ ରାଶି

ଏହି ଲୋକମାନଙ୍କୁ ମୌଜ ମଜଲିସ କରିବାକୁ ଭଲ ଲାଗେ । ଏମାନେ ନିଜ ପତ୍ନୀଙ୍କ ସହ ନୂଆ ନୂଆ ଜିନିଷ ଆରମ୍ଭ କରନ୍ତି । କିନ୍ତୁ ଏମାନେ ପ୍ରାୟତଃ ନିଜ ବନ୍ଧୁମାନଙ୍କ ସହ ବ୍ୟସ୍ତ ରୁହନ୍ତି । ଯଦି ଆପଣଙ୍କର ଚିନ୍ତା ଧାରା ଏମାନଙ୍କ ସହ ମିଶୁଛି ଓ ଆପଣ ତାଙ୍କର ବେଷ୍ଟ ଫ୍ରେଣ୍ଡ ହୋଇଥାନ୍ତି ତେବେ ସେହି ବ୍ୟକ୍ତି ଆପଣଙ୍କ ପାଇଁ ପୁରା ପରଫେକ୍ଟ ଅଟନ୍ତି ।