ପସନ୍ଦ କରନ୍ତୁ ଗୋଟେ ଚେହେରା ଓ ଜାଣନ୍ତୁ ନିଜ ବିଷୟରେ ଏକ ଖାସ କଥା

ଆଜି ଆମେ ଆପଣଙ୍କ ପାଇଁ ପୁଣି ଥରେ ପର୍ସନାଲିଟି ପରୀକ୍ଷା କରିବାର ଏକ ସରଲ ଉପାୟ ନେଇ ଆସିଛୁ । ଆଜି ଆମେ ଆପଣଙ୍କୁ କିଛି ଚେହେରା ଦେଖାଇବୁ ଓ ସେଥି ମଧ୍ୟରୁ ଆପଣଙ୍କୁ ପସନ୍ଦ କରିବାର ଅଛି । ଏହି ଚେହେରା ମାଧ୍ୟମରେ ଆପଣ ନିଜ ବିଷୟରେ କିଛି ଖାସ କଥା ଜାଣିବେ । ଆମେ ଆପଣଙ୍କୁ କିଛି ବାସ୍ତବିକ ଚେହେରା ଦେଖାଇବୁ । ସବୁ ଚେହେରା ଗୋଟିଏ ଅନ୍ୟ ଠାରୁ ଅଲଗା ଅଟେ ।

ଆପଣଙ୍କୁ ଏହି ଚେହେରାରୁ କେଉଁ ଚେହେରା ଆକର୍ଷିତ କରୁଛି ଓ ତାହା ହିଁ ଆପଣଙ୍କ ବିଷୟରେ କିଛି ଖାସ କହିଥାଏ । ତେବେ ଚାଳନ୍ତୁ ଜାଣିବା ଏହି ବିଷୟରେ ବିସ୍ତାର ରୂପରେ ।

ପ୍ରଥମ ଚେହେରା

ଏହି ଚେହେରା ସେହି ବ୍ୟକ୍ତିର ଅଟେ ଯିଏ ନିଜ ଚାକିରି କିମ୍ବା ନିଜ କାମରେ ସନ୍ତୁଷ୍ଟି ପାଇଁ କିଛି ବି କରିପାରେ । ଏହି ବ୍ୟକ୍ତି ଦୃଢ ନିଶ୍ଚୟ ଅଟେ । ଏହା ସହିତ ସିଧା ସିଧା କଥା କହିବା ଗୁଣର ଲୋକ ଅଟନ୍ତି । ଆପଣ ବହୁତ ସମ୍ବେଦନ ଶୀଳ, ସାହସୀ ଓ ନିର୍ନାୟକ ବ୍ୟକ୍ତି ମଧ୍ୟ ଅଟନ୍ତି । ଏହି ଚେହେରା ଦ୍ଵାରା ଆକର୍ଷିତ ହେଉଥିବା ଲୋକମାନେ ବି କିଛି ଏହିଭଳି ଗୁଣର ହୋଇଥାନ୍ତି ।

ଦ୍ଵିତୀୟ ଚେହେରା

ଏହି ଚେହେରା ସେମାନଙ୍କୁ ଆକର୍ଷିତ କରିଥାଏ ଯେଉଁମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏହିଭଳି ଲୋକମାନେ ନିଜର ସମ୍ବେଦନ ଓ ଭାବନାକୁ ନିୟନ୍ତ୍ରଣରେ ରଖିବାକୁ ଜାଣିଛନ୍ତି । ନିଜ ବିଷୟରେ ସଠିକ ନିର୍ନୟ ନେଇଥାନ୍ତି । ଏମାନଙ୍କର ଭାବନା ବହୁତ ଗଭୀର ଅଟେ ।

ତୃତୀୟ ଚେହେରା

ଏହି ଚେହେରାକୁ ପସନ୍ଦ କରୁଥିବା ବ୍ୟକ୍ତି ବହୁତ ରୋମାଞ୍ଚକ, ସାହସୀ ଓ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏହି ବ୍ୟକ୍ତି ସବୁ କାର୍ଯ୍ୟକୁ ସମୟ ପୂର୍ବରୁ ସମାପ୍ତ କରିଥାନ୍ତି । ଏମାନେ ବହୁତ ଗମ୍ଭୀର ମାନସିକ ବ୍ୟକ୍ତି ଅଟନ୍ତି ଓ ବହୁତ ଚତୁର ଓ ସାହାସୀ ମଧ୍ୟ ଅଟନ୍ତି । ଆପଣ ନିଜେ ସବୁ ଜିନିଷ ଉପରେ ନିଷ୍ପତି ନେଇ କାର୍ଯ୍ୟ କରନ୍ତି କାହା କଥାରେ ଯାଆନ୍ତି ନାହିଁ ।

ଚତୁର୍ଥ ଚେହେରା

ଏହି ଚେହେରାକୁ ପସନ୍ଦ କରୁଥିବା ବ୍ୟକ୍ତି ବହୁତ ମଜବୁତ ଓ ରାଗି ପ୍ରକୃତିର ହୋଇଥାନ୍ତି । ଏହା ଛଡା ଏମାନେ ବହୁତ ଜିଦିଆ ଓ କୌଣସି କାମ ଶେଷ କରିବା ପାଇଁ କିଛି ବି କରିପାରନ୍ତି । ମନୋବୈଜ୍ଞାନିକମାନଙ୍କ ଅନୁସାରେ ଏହି ଚେହେରା ଏକ ମଜବୁତ ବ୍ୟକ୍ତିର ଅଟେ । ଜଣେ କମଜୋର ବ୍ୟକ୍ତି ହିଁ ସବୁବେଳେ ମଜବୁତ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇଥାଏ । କାହିଁକି ନା ସେହିଁ  ତାକୁ ସବୁବେଳେ ସୁରକ୍ଷା ଦେଇଥାଏ । ଏହି ଚେହେରାକୁ ପସନ୍ଦ କରୁଥିବା ବ୍ୟକ୍ତି ନିଜ ଜୀବନରେ ସବୁବେଳେ ସ୍ଥିରତା ଓ ସୁରକ୍ଷାକୁ ଖୋଜିଥାଏ ।

ପଞ୍ଚମ ଚେହେରା

ଏହି ଚେହେରାକୁ ପସନ୍ଦ କରୁଥିବା ବ୍ୟକ୍ତିମାନେ ବହୁତ ଧର୍ଯ୍ୟହରା ହୋଇଥାନ୍ତି କିନ୍ତୁ ଏମାନେ ସ୍ଵଭାବରେ ବହୁତ ଭଲ ଓ ମିଳା ମିଶା ବ୍ୟକ୍ତି ଅଟନ୍ତି । ଏମାନେ କଷ୍ଟ ସମୟରେ ମଧ୍ୟ କାହାର ସାହାର୍ଯ୍ୟ ନେବାକୁ ପସନ୍ଦ କରନ୍ତି ନାହିଁ । ଏମାନଙ୍କୁ ଲାଗେ କି ଏମାନେ ନିଜର ସବୁ ସମସ୍ୟାକୁ ନିଜେ ହିଁ ତୁଲାଇ ପାରିବେ । ଏମାନେ ବହୁତ ହସମୁଖ ଓ ଶାନ୍ତ ଅଟନ୍ତି । ଯଦି ଆପଣ ଏହି ଚେହେରାକୁ ପସନ୍ଦ କରନ୍ତି ତେବେ ଆପଣ ବହୁତ ଲାଜକୂଳା, ଶାନ୍ତ ସ୍ଵଭାବ ଓ ମଜବୁତ ଅଟନ୍ତି । ନଚେତ ଆପଣ ଅନ୍ୟମାନଙ୍କୁ ନିଜ ମନ ମୁତାବକ ଚଳାଇବାକୁ ପସନ୍ଦ କରନ୍ତି ।

ଷଷ୍ଠ ଚେହେରା

ଏହି ଚେହେରାକୁ ପସନ୍ଦ କରୁଥିବା ବ୍ୟକ୍ତି ବହୁତ ସମ୍ବେଦନଶୀଳ ହେବା ସହ ବହୁତ ଚାଲାକ ବି ଅଟନ୍ତି । ଏମାନେ ସବୁବେଳେ ବହୁତ କଥା କହିଥାନ୍ତି ଓ ଅନ୍ୟ କାହାର କଥା ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଏମାନେ ସବୁବେଳେ ନିଜ ନିଷ୍ପତି ଉପରେ ସନ୍ଦେହ କରିଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।