ପ୍ରତିଦିନ ସକାଳୁ ଖାଲି ପେଟରେ ଖାଇ ନିଅନ୍ତୁ ଏହି ଜିନିଷ, ଆଣ୍ଠୁ ଗଣ୍ଠି ଦରଜ, ଅଣ୍ଟା ଦରଜ ଜୀବନରେ କେବେ ବି ହେବ ନାହିଁ- Health Tips

ନମସ୍କାର, ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଦେଇଥାଏ । ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ, ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ । ଆମକୁ ସେହିପରି ହିଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତେଣୁ ଆମେ ଅନେକ ଡାକ୍ତର ଙ୍କ ସହିତ ମଧ୍ୟ ପରାମର୍ଶ କରିଥାଉ । ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ ।

ଆମେ ତାହାର ସଠିକ ବ୍ୟବହାର ବିଷୟ ରେ ଜାଣି ନ ଥାଉ ତେଣୁ ବଜାର ରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ । ପ୍ରକୃତି ରେ ମଧ୍ୟ ଏପରି କିଛି ଜିନିଷ ରହିଛି ଯାହାକୁ ପ୍ରୟୋଗ କିମ୍ବା ସେବନ କରିବା ଦ୍ୱାରା ମଧ୍ୟ ସମସ୍ତ ପ୍ରକାର ରୋଗ ଭଲ ହୋଇ ଯାଇଥାଏ ।

ତେବେ ଆସନ୍ତୁ ଜାଣିବା ସେହିପରି କିଛି ପ୍ରାକୃତିକ ଉପାୟ ଵିଷୟ ରେ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆମର ଆଣ୍ଠୁଗଣ୍ଠି ସମସ୍ୟା ଦୂର ହୋଇଯିବ । ଏହି ପ୍ରାକୃତିକ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ପ୍ରଥମ ଆବଶ୍ୟକୀୟ ଜିନିଷ ଟି ହେଉଛି ମଧୁରୀ ବା ପାନ ମଧୁରୀ । ଏହାକୁ ପାନ ରେ ପକାଯାଇଥିବାର ଆପଣ ମାନେ ଦେଖିଥିବେ ।ଏହା ଆମ ଶରୀର ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ । ଏହା ଆମର ପାଚନ କ୍ରିୟା କୁ ଅଧିକ ବେଗ ରେ କରିଥାଏ ।

ଏହା ଆମକୁ ଅନେକ ପ୍ରକାର ରୋଗ ରୁ ମଧ୍ୟ ରକ୍ଷା କରିଥାଏ । ଏହା ପରେ ଦ୍ଵିତୀୟ ଆବଶ୍ୟକୀୟ ଉପାଦାନ ଟି ହେଉଛି ଜିରା । ଜିରା ଆମ ରୋଷେଇ ଘରେ ଆମକୁ ଅତି ସହଜ ରେ ମିଳିଯାଇଥାଏ । ଜିରା ଆମେ ଅଧିକ ଭାବରେ ରୋଷେଇ କରିବା ପାଇଁ ବ୍ୟବହାର କରିଥାଉ । ଜିରା ଦ୍ଵାରା ଆମର ପାଚନ ବହୁତ ଭଲ ରେ ହୋଇଥାଏ ଓ ଆମର ମୋଟାପଣ ମଧ୍ୟ ନିୟନ୍ତ୍ରଣ ରେ ରହିଥାଏ । ଯେଉଁମାନଙ୍କର ହୃଦୟ ରୋଗ କିମ୍ବା କୋଲେଷ୍ଟଲ ଜନିତ ରୋଗ ରହିଛି ସେମାନେ ନିହାତି ଏହାକୁ ବ୍ୟବହାର କରନ୍ତୁ ।

ତୃତୀୟ ଉପାଦାନ ଟି ହେଉଛି ଜୁଆଣି । ଜୁଆଣି ର ସେବନ ଦ୍ବାରା ଆମର କବଜ ଭଳି ସମସ୍ୟା ଦୂର ହୋଇଥାଏ । ଏହି ଉପାୟ ଟି କୁ ବନାଇବା ପାଇଁ ସବୁଥିରୁ କେବଳ ଗୋଟିଏ ଗୋଟିଏ ଚାମଚ ର ବ୍ୟବହାର କରିବେ । ପ୍ରଥମେ ଏକ ପାତ୍ର ରେ କିଛି ପାଣି ନିଅନ୍ତୁ । ସେଥିରେ ଏହି ସମସ୍ତ ପଦାର୍ଥ କୁ ପକାଇ ଦିଅନ୍ତୁ । ଏହାକୁ ଶୋଇବା ପୂର୍ବରୁ ପାଣି ରେ ଭିଜେଇ କରି ରଖନ୍ତୁ । ଏହା ଦ୍ବାରା ଏଥିରେ ଥିବା ସମସ୍ତ ଉପକାରୀ ତତ୍ୱ ପାଣି ରେ ମିଶିଯାଇଥାଏ ।

ଏହା ପରେ ସକାଳେ ଏହାକୁ ଚୁଲା ଉପରେ ରଖି କିଛି ସମୟ ପାଇଁ ଫୁଟାଇ ଦିଅନ୍ତୁ । ଏହା ପରେ ଏହାକୁ ଏକ ଛଣା ସାହାଯ୍ୟ ରେ ଭଲ ଭାବରେ ଛାଣି ଦିଅନ୍ତୁ । ଏହା ପରେ ଏହାର ର ରସ କୁ ଉଷୁମ ଥିବା ସମୟ ରେ ହିଁ ସେବନ କରନ୍ତୁ । ଯେପରି ଆପଣ ଚାହା ପିଇଥାନ୍ତି ଠିକ ସେହିଭଳି ହିଁ ଏହାକୁ ପିଅନ୍ତୁ । ଏହାକୁ ଆପଣ ଏକ ସପ୍ତାହ ପର୍ଯ୍ୟନ୍ତ ନିୟମିତ ପିଇବା ଦ୍ୱାରା ଆପଣଙ୍କ ର ସମସ୍ତ ପ୍ରକାର ଆଣ୍ଠୁଗଣ୍ଠି ସମସ୍ୟା ଦୂର ହୋଇଯାଇଥାଏ । ତେବେ ଏହାକୁ ନିଶ୍ଚୟ ବ୍ୟବହାର କରନ୍ତୁ ଓ ଆପଣଂକର ଆଣ୍ଠୁଗଣ୍ଠି ସମସ୍ୟା କୁ ଠିକ କରନ୍ତୁ ।