ଏଥିରୁ ଗୋଟିଏ ଜିନିଷ ରଖି ଦିଅନ୍ତୁ ନିଜ ପର୍ସରେ, ଜୀବନରେ ପୁଣି କେବେ ବି ହେବ ନାହିଁ ଧନର ଅଭାବ

ଆଜିକାଲି ଦୁନିଆରେ ଟଙ୍କା ବହୁତ ଜରୁରୀ ଜିନିଷ ଅଟେ । ସମସ୍ତେ ଚାହାନ୍ତି କି ତାଙ୍କ ପାଖରେ ପ୍ରଚୁର ଧନ ଥିବ ଯାହା ଦ୍ଵାରା ସେମାନେ ନିଜର ଜୀବନକୁ ଭଲ ଭାବରେ ବ୍ୟତିତ କରି ପାରିବେ । କିନ୍ତୁ ବେଳେ ବେଳେ ଅଧିକ ପରିଶ୍ରମ କରି ଟଙ୍କା ଆୟ କରିଲେ ମଧ୍ୟ ଟଙ୍କା ପାଖରେ ରୁହେ ନାହିଁ । କହିବାକୁ ଗଲେ ଆଜିକାଲି ସମସ୍ତଙ୍କ ପାଖରେ ପର୍ସ ନିଶ୍ଚିତ ଥାଏ ।

କିଛି ଲୋକମାନଙ୍କର କମ୍ପ୍ଲେନ ଆସିଥାଏ କି ତାଙ୍କ ପର୍ସରେ ଟଙ୍କା ଆସିବା ମାତ୍ରେ ହିଁ ତାହା ଖର୍ଚ ହୋଇଯାଏ ଓ ତାଙ୍କୁ ଟଙ୍କା ସମ୍ବନ୍ଧିତ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ ।

ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କିଛି ଏହିଭଳି କଥା ବିଷୟରେ କହିବାକୁ ଯାଉଛୁ । ଆଜି ଆମେ ଆପଣମାନଙ୍କୁ ପର୍ସରେ କିଛି ଏମିତି ବସ୍ତୁ ରଖିବା ବିଷୟରେ ସୂଚନା ଦେବୁ ଯାହା ଦ୍ଵାରା ଆପଣ ସେ ଗୁଡିକ ରଖିବା ଦ୍ଵାରା ଆପଣଙ୍କର ସମସ୍ତ ସମସ୍ୟା ସମାପ୍ତ ହୋଇ ଯିବ ।

ଆସନ୍ତୁ ଜାଣିବା ସେହି ବସ୍ତୁ କଣ କଣ ଅଟେ

·    ଆପଣଙ୍କର ଜାଣିବା ନିମନ୍ତେ କହି ଦେଉଛୁ କି ଯଦି ଆପଣ ଧନ ସମ୍ବନ୍ଧିତ ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି ତେବେ ଆପଣ ମାତା ଲକ୍ଷ୍ମୀଙ୍କର ଛୋଟ ଚିତ୍ର ନିଜ ପର୍ସରେ ରଖନ୍ତୁ । ଏହା ବହୁତ ଶୁଭ ହୋଇଥାଏ ।

·    ଯଦି ଆପଣ ନିଜ ପର୍ସରେ ଶ୍ରୀଯନ୍ତ୍ର ରଖୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଭିତରେ ସକାରାତ୍ମକତା ଆସିଥାଏ । ଏହା ଦ୍ଵାରା ଆପଣଙ୍କର ପର୍ସ କେବେ ବି ଖାଲି ହେବ ନାହିଁ ।

·    ଆପଣଙ୍କୁ କହିଦେଛୁ କି ତୁଳସୀ ଗଛକୁ ବହୁତ ପବିତ୍ର ବୋଲି କୁହାଯାଏ । ଯଦି ଆପଣ ନିଜ ପର୍ସରେ ତୁଳସୀ ପତ୍ର ରଖୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କର ପର୍ସ କେବେ ବି ଖାଲି ରହିବ ନାହିଁ । ଆପଣ ତୁଳସୀ ପତ୍ରକୁ ନିଜ ଟଙ୍କା ମଧ୍ୟରେ ରଖନ୍ତୁ । କିନ୍ତୁ ଏହି କଥାର ଧ୍ୟାନ ରଖନ୍ତୁ କି ଆପଣଙ୍କର ପର୍ସ କଳା ରଙ୍ଗର ହୋଇ ନ ଥିବ । ଆପଣ ଅନ୍ୟ ରଙ୍ଗର ପର୍ସ ବି ବ୍ୟବହାର କରି ପାରିବେ ।

ଯେତେବେଳ ତୁଳସୀ ପତ୍ର ଶୁଖିଯିବ ତେବେ ଏହାକୁ କୌଣସି ନଦୀ କିମ୍ବା ପୋଖରୀରେ ପ୍ରବାହିତ କରି ଦିଅନ୍ତୁ । ଏହି ଉପାୟକୁ କରିବା ମାତ୍ରେ ହିଁ ଆପଣଙ୍କର ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।