ପରୀକ୍ଷା ଦେବା ପାଇଁ ଆସିଥିଲେ ପୁଅ-ଝିଅ, ପରସ୍ପରକୁ ଦେଖିଲା ପରେ ପରୀକ୍ଷା ଦେବା ବଦଳରେ କରିନେଲେ ବିବାହ

ପ୍ରେମ ଏକ ଏପରି ଜିନିଷ ଅଟେ ଏହା ଯେକୌଣସି ସ୍ଥାନ ଓ କାହାକୁ ବି ହୋଇପାରେ । ବିହାରର ଏକ ଛୋଟ ଗାଁ ଯାହାର ନାମ ହେଉଛି କଟୀହାର ଏକ ଅଲଗା ପ୍ରକାରର ପ୍ରେମ କାହାଣୀ ଦେଖିବାକୁ ମିଳିଛି । କହିବାକୁ ଗଲେ ଜଣେ ଝିଅ ଦଶମ ପରୀକ୍ଷା ଦେବା ପାଇଁ ପରୀକ୍ଷା ସେଣ୍ଟର କୁ ଯାଇଥିଲେ । ସେହି ସମୟରେ ତାର ଏକ ପୁଅ ସାଙ୍ଗରେ ଦେଖା ହୋଇଥିଲା ।ଏହାପରେ ତାଙ୍କୁ ଦେଖି ତାଙ୍କ ସହିତ ପ୍ରେମ ହୋଇଗଲା । ଏହାର କିଛି ସମୟ ପରେ ସେମାନେ ବିବାହ କରିବା ପାଇଁ ମନସ୍ଥ କଲେ । ଏହାପରେ ସେମାନେ ଦୁହେଁ ହାତ ଧରା ଧରି ହୋଇ ବିବାହ କରିବା ପାଇଁ ବାହାରି ଗଲେ । କହିବାକୁ ଗଲେ ଏହି ଭଳି ଦୁହିଁଙ୍କ ପରିବାର ମଧ୍ୟରେ ବହୁତ ପାଟିତୁଣ୍ଡ ହେବାକୁ ଲାଗିଲା ।

ଏହାର କିଛି ସମୟ ଭିତରେ ପୋଲିସ ଆସିଲା ଓ ତାଙ୍କର ଖୁସିରେ ସବୁ କିଛି ସମାଧାନ ହୋଇଗଲା । ଆକାଶ ଗୁଜରା ଗାଁରେ ରହୁଥିବା ଏକ ପୁଅ ଯାହାର ନାମ ଥିଲା ନୀତିଶ ଓ ମନିହାରି ଜିଲ୍ଲାର ଗେୱାଗାଛିରେ ରହୁଥିବା ଗୌରି ନାମକ ଏକ ଝିଅ ସହିତ ପୂର୍ବରୁ ସେ ବହୁତ ପ୍ରେମ କରଥିଲା । କହିବାକୁ ଗଲେ ସେ ୪ ବର୍ଷ ହେବେ ପ୍ରେମ କରୁଥିଲା ।

ତାଙ୍କର ପ୍ରେମ କାହାଣୀ ଏକ ଅଜଣା ଫୋଲ କଲ ମାଧ୍ୟମରୁ ଆରମ୍ଭ ହୋଇଥିଲା । ଆରମ୍ଭରୁ ସେମାନେ ପ୍ରଥମେ ପ୍ରଥମେ ଅଜଣା ଭଳି କଥା ହେଉଥିଲେ । ସେମାନେ ନିଜ ନିଜ ଭିତରେ କିଛି ମାସେଜ ଛାଡୁଥିଲେ । ଏହାର କିଛି ଦିନ ଭିତରେ ତାଙ୍କ ଭିତରେ ବନ୍ଧୁତ୍ଵ ଆରମ୍ଭ ହୋଇଥିଲା । ଏହାପରେ ସେମାନେ ଦୁହେଁ କଥା ବାରତା ହେବାକୁ ଲାଗିଲେ କିନ୍ତୁ ସେହି କଥାବାରତା ଧୀରେ ଧୀରେ ପ୍ରେମ ଆଡକୁ ଗତି କଲା ।

ଏହାପରେ ସେମାନେ ଦୁଇଜଣ କେହି କାହାକୁ ଛାଡି ରହିପାରିଲେ ନାହିଁ । ଏହାର କିଛି ଦିନ ଭିତରେ ସେମାନେ ଦୁଇଜଣ ଦଶମ ପରୀକ୍ଷା ଦେବା ପାଇଁ ପରୀକ୍ଷା ସେଣ୍ଟର ଆସିଥିଲେ । ଏହାପରେ ସେମାନେ ଯେଉଁ ସମୟରେ ଦୁହେଁ ଦୁଇ ଜଣଙ୍କୁ ଦେଖା କରିଥିଲେ ସେମାନେ ଜିଦି ଧରି ବସିଲେ କି ସେମାନେ ଦୁହେଁ ବିବାହ କରିବା ପାଇଁ ।

କିନ୍ତୁ ତାଙ୍କର ଦୁଇ ପରିବାର ଏହି ବିବାହ ରେ କେହି ମଧ୍ୟ ରାଜି ନଥିଲେ ଓ ଏହାର ସେମାନେ ବହୁତ ବିରୋଧ କରୁଥିଲେ । କିନ୍ତୁ ସେହି ଝିଅ ଓ ପୁଅଙ୍କର ପୁରା ଇଛା ଥିଲା ବିବାହ କରିବା ପାଇଁ । ସେମାନଙ୍କ ମଧ୍ୟରେ ବହୁତ ପାଟିତୁଣ୍ଡ ବଢିବା ହେତୁ ପୋଲିସ ଆସିଥଲା । ପୋଲିସ ମଧ୍ୟ ବୁଝାଇବାକୁ ବହୁତ ଚେଷ୍ଟା କଲା । କିନ୍ତୁ ସେମାନେ ଜମା ମାନିଲେ ନାହିଁ ।

ସେମାନେ ନ ମାନିବାରୁ ତାଙ୍କ ଦୁଇ ଜଣଙ୍କୁ ଥାନାକୁ ନେବା ପାଇଁ ବାଧ୍ୟ ହେଲେ । ସେମାନେ ପୋଲିସର ଗୋଡ ଧରି ତାଙ୍କର ଆଶ୍ରିବାଦ ନେଲେ । ସେହି ଦୁଇ ଜଣଙ୍କୁ ନେଇ ପାଖରେ ଥିବା ଏକ ମନ୍ଦିରରେ ବିବାହ କରାଇ ଥିଲେ । ଏହାପରେ ଦୁଇଜଣ ବହୁତ ଖୁସି ହୋଇଥିଲେ ଓ ପୋଲିସ ମାନଙ୍କୁ ବହୁତ ଧନ୍ୟବାଦ ଦେଲେ, ଏବଂ ତାଙ୍କୁ ମୁଣ୍ଡିଆ ମାରି ସେଠାରୁ ଚାଲି ଆସିଲେ ।

ତାଙ୍କର ଏହି ନିସ୍ପତି ନେବା ଫଳରେ ତାଙ୍କର ଦଶମ ପରୀକ୍ଷା ଆଉ ଦେଇ ପାଇଲେ ନାହିଁ । ତାଙ୍କ କହିବା କଥା ହେଉଛି କି ସେମାନେ ଏହାର ପରବର୍ଷ ସେମାନେ ଦଶମ ପରୀକ୍ଷା ଦେଇଦେବେ । କିନ୍ତୁ ବିବାହ କରିବା ପରେ ତାଙ୍କୁ ତାଙ୍କ ପରିବାର ଆପଣାଇବା ପାଇଁ ମନା କରିଥିଲେ ।

ଏହା ଉପରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ