୧୫ ବର୍ଷର ଝିଅ ଦେଲା ଏକ ଶିଶୁକୁ ଜନ୍ମ, ବାପାର ନା ଜାଣି ସବୁ ହେଇଗଲେ ଆଶ୍ଚର୍ଯ୍ୟ

ଆଜିକାଲି ସବୁଦିନ ଲଜ୍ୟାଜନକ ମାମଲା ସାମ୍ନାକୁ ଆସୁଛି । ଏହିଭଳି ହିଁ ଏକ ମାମଲା ୟୁପିର କନ୍ନୌଜରୁ ଆସୁଛି । ଯେଉଁଠି ଏକ ନାବାଳିକା ଝିଅ ମା ହୋଇ ଯାଇଛି । କେବଳ ଏତିକି ନୁହେଁ ଏହା ପରେ ଯେତେବେଳେ ଡାକ୍ତରମାନେ ଝିଅକୁ ଶିଶୁଟିର ପିତାର ନାମ ପଚାରିଲେ ତେବେ ନାଁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ବହୁତ ଲଜ୍ୟାଜନକ କଥା ଏହା ଅଟେ କି ଝିଅର ଶିଶୁଟିର ପିତା ଆଉ କେହି ନୁହନ୍ତି ସେହି ଝିଅଟିର ନିଜ ପିତା ହିଁ ଅଟେ ।

ନିଜ ଝିଅ ସହିତ ଏହିଭଳି ଖରାପ କାମ କରି ପିତା ହସ୍ପିଟାଲରେ ଝିଅକୁ ଛାଡି ଫେରାର ହୋଇ ଯାଇଛି । ବର୍ତ୍ତମାନ ପୋଲିସ ତାକୁ ଖୋଜୁଛନ୍ତି । କହିବାକୁ ଗଲେ ନାବାଳିକା ଝିଅ ଶିଶୁଟିକୁ ଜନ୍ମ ତ ଦେଇ ଦେଇଛି କିନ୍ତୁ ସାତ ମାସର ପ୍ରେଗନେଂସୀ ହେବା କାରଣରୁ ତାହାର ଅବସ୍ଥା ବହୁତ ଗମ୍ଭୀର ଅଛି । କହିଦେଉଛୁ କି ଏହି ମାମଲାକୁ ଆଶା ଜ୍ୟୋତି କେନ୍ଦ୍ରର ମହିଳା ଶିଶୁ ଓ ଝିଅର ଦେଖା ଶୁଣା କରିବା ପାଇଁ ଦାୟିତ୍ଵ ନିଜ ଉପରେ ନେଇଛନ୍ତି ।

ଏହା ସହିତ ବାଳ ସଂରକ୍ଷଣ ଅଧିକାରୀ ବିଜୟ କୁମାର ରାଠୌରଙ୍କର କହିବା ଅଟେ କି ଝିଅ ଜଣକ ସୁସ୍ଥ ହୋଇଯିବା ପରେ କଲ୍ୟାଣ ସମିତି ଝିଅର ଶୋଷଣ କରିଥିବା ବ୍ୟକ୍ତି ବିରୁଦ୍ଧରେ ଆଇନ କାର୍ଯ୍ୟକାରୀ କରିବେ । ଏହା ପରେ ପୀଡିତା ଓ ତାହାର ଶିଶୁର ହିତ ପାଇଁ କୌଣସି ଉଚିତ ନିଷ୍ପତି ନିଆଯିବ । କହିଦେଉଛୁ କି ନିଜର ମା’ର ମୁର୍ତ୍ୟୁ ପରେ ଝିଅଟି ନିଜ ପିତା ଓ ଛୋଟ ଭଉଣୀ ସହିତ ରହୁଥିଲା ।

ଝିଅର ପିତା କାଠ କାମ କରୁଥିଲା । ଛୋଟ ଭଉଣୀ ସ୍କୁଲରେ ପଢୁଛି । ଏହି ମାମଲାରେ ମୁଖ୍ୟ ଚିକିତ୍ସାଧିକାରୀ ମା’ ଓ ଶିଶୁ ଦୁଇ ଜଣଙ୍କର ଦେଖା ଶୁଣା କରିବା ପାଇଁ ଓ ହସ୍ପିଟାଲରେ ଭଲ ସୁବିଧା ଉପଲବ୍ଧ କରିବା ପାଇଁ ନିର୍ଦ୍ଦେଶ ବି ଦେଇଛନ୍ତି । କହିବାକୁ ଗଲେ ଏହା ପୂର୍ବରୁ ବି ଏମିତି ମାମଲା ସାମ୍ନାକୁ ଆସିଛି, ଯେଉଁଠି ଜଣେ ଭାଇ ଓ ପିତା ନିଜ ଘରର ହିଁ ଇଜ୍ଜତ ଲୁଟି ନେଇଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।