ଏହି ୫ଟି କାମ କରୁଥିବା ଲୋକ ନିଶ୍ଚୟ ବନିଥାନ୍ତି କୋଟିପତି

ଆଚାର୍ଯ୍ୟ ଚାଣକ୍ୟ ଦ୍ଵାରା ଲିଖିତ ଏକ ନୀତି ଗ୍ରନ୍ଥ ଅଛି । ଯେଉଁଥିରେ ଜୀବନକୁ ଏକ ସୁଖମୟ ଓ ସଫଳ କରିବା ପାଇଁ ଉପଯୁକ୍ତ ଶିକ୍ଷା ଦିଆଯାଇଛି । ଏହି ଗ୍ରନ୍ଥର ମୁଖ୍ୟ ଲକ୍ଷ ହେଉଛି ମାନବ ସମାଜକୁ ଜୀବନରେ ସମସ୍ତ ବିଷୟ ଉପରେ ବ୍ୟବହାରିକ ଶିକ୍ଷା ଦିଆଯିବ । କହିବାକୁ ଗଲେ ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ବ୍ୟକ୍ତି ଥିଲେ, ସେ ନିଜର ନୀତି ବଦଳରେ ଚନ୍ଦ୍ର ଗୁପ୍ତ ମୋର୍ଜ୍ୟଙ୍କୁ ରାଜା କରିଥିଲେ ।

କହିବାକୁ ଗଲେ ଆଜି ଆମେ ଆପଣଙ୍କୁ ପୁଣି ଠାରେ ଚାଣକ୍ୟଙ୍କ କିଛି ନୀତି ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କ ଜୀବନରେ କୌଣସି ନା କୌଣସି ପରିସ୍ଥିତିରେ ଆବଶ୍ୟକ ପଡି ପାରେ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ ତାୱାରେ ରୁଟି ସେକିବା ପୂର୍ବରୁ ତାୱା ଉପରେ ଯଦି କିଛି କ୍ଷୀରର ଛିଟା ମାରି ଦେଉଛନ୍ତି ତେବେ ଘରେ କେହି ବି ଅସୁସ୍ଥ ହେବେ ନାହିଁ କିମ୍ବା ଅସୁସ୍ଥ ବ୍ୟକ୍ତି ଆରୋଗ୍ୟ ସୁଖ ପ୍ରାପ୍ତି କରିବ ।

ପ୍ରତି ଗୁରୁବାର ଯଦି ଆପଣ ତୁଳସୀ ଗଛରେ କିଛି କ୍ଷୀର ଦେଉଛନ୍ତି ତେବେ ଘରେ ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ହୋଇଥାଏ । ବେରୋଜଗାର ଲୋକମାନଙ୍କ ପାଇଁ ରୋଜଗାରର ପନ୍ଥା ମିଳିବ । ଘରର ଆର୍ଥିକ ପରିସ୍ଥିତି ଭଲ ହୋଇଯିବ ।

ଏହା ଛଡା ଯଦି ଘର ପରିବାରରେ ସବୁବେଳେ କଳି ଝଗଡା ହେଉଛି ତେବେ ଲୁଣ ବାଲା ପାଣିରେ ଘରକୁ ସବୁବେଳେ ପୋଛା ମାରନ୍ତୁ ଓ ଏହିଭଳି କରିଲେ ଘରେ ସକାରାତ୍ମକ ଶକ୍ତିର ପ୍ରଭାବ ବଢିଥାଏ । ଘରର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ବି ଭଲ ରହିଥାଏ ।

ଏହା ପରେ ସବୁଦିନ ଶିବଲିଙ୍ଗ ଉପରେ ପାଣିରେ କିଛି କ୍ଷୀର ମିଶାଇ ଅଭିଷେକ କରନ୍ତୁ ଏବଂ ସେଥିରୁ କିଛି ପାଣି ଘରର ମୁଖ୍ୟ ଦ୍ଵାରରେ ବି ଛିଞ୍ଚି ଦିଅନ୍ତୁ । ଏହିଭଳି କରିଲେ ଘରର ସୁଖ ଶାନ୍ତି ବୃଦ୍ଧି ପାଇଥାଏ ଓ ଘରେ ସକାରାତ୍ମକ ଶକ୍ତିର ବୃଦ୍ଧି ଘଟେ ।

ସବୁଦିନ ସନ୍ଧ୍ୟାବେଳେ ଓସ୍ତ ଗଛ ମୂଳରେ ପାଣି ଓ କ୍ଷୀର ମିଶ୍ରିତ କରି ଢାଳନ୍ତୁ ଓ ଦୀପ ଜଳାନ୍ତୁ । ଏହା ପରେ ନିଜର ମନସ୍କାମନାକୁ କହି ପାଞ୍ଚ ଥର ଓସ୍ତ ଗଛ ଚାରିପଟେ ବୁଲନ୍ତୁ । ଏହା ଦ୍ଵାରା ଆପଣଙ୍କ ମନସ୍କାମନା ଶୀଘ୍ର ପୂରଣ ହୋଇଯିବ ।

ଏହା ଛଡା ସବୁଦିନ ସକାଳେ ପ୍ରଥମ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ । ଦୂତୀୟ ରୁଟିଟି କୁକୁରକୁ ଏବଂ ତୃତୀୟ ରୁଟିଟି ଛାତ ଉପରେ ପକ୍ଷୀମାନଙ୍କୁ ଦିଅନ୍ତୁ । ଏହିଭଳି କରିଲେ ପିତୃଦୋଷରୁ ମୁକ୍ତି ମିଳିଥାଏ । ଘରେ ସୁଖ ଶାନ୍ତିର ବାତାବରଣ ରହିବ ।

ଯେ କୌଣସି ଦିନ ଶ୍ରେଷ୍ଠ ଚଉଘାଡିରେ ୫ କିଲୋ ସାବୁତ ଲୁଣ ଗୋଟିଏ ଥାଳିରେ ଆଣି ଏମିତି ଜାଗାରେ ରଖି ଦିଅନ୍ତୁ, ଯେଉଁଠି ପାଣି ଲାଗିବ ନାହିଁ । ଯଦି ଥାଳିରେ ପାଣି ଲାଗି ଯାଉଛି ତେବେ ଏହାକୁ ନିଜେ ବ୍ୟବହାର ନ କରି ଫୋପାଡି ଦିଅନ୍ତୁ ଓ ସେଠି ନୂଆ ଲୁଣ ଆଣି ରଖି ଦିଅନ୍ତୁ । ଏହା ଘରର ନକରାତ୍ମକ ଶକ୍ତିର ପ୍ରଭାବ ଦୂର କରି ସକାରାତ୍ମକ ଶକ୍ତିର ପ୍ରଭାବକୁ ବଢାଇଥାଏ । ଯଦି ଆପଣ ଘରର ଆର୍ଥିକ ସମ୍ପନ୍ନତା ଚାହାନ୍ତି, ତେବେ ଏହି ଭଳି ଉପାୟ କରିବା ଦ୍ଵାରା ନିଶ୍ଚିତ ରୂପରେ ସଫଳ ହେବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।