ପଞ୍ଚମ ଫେଲ ବ୍ୟକ୍ତି ଛିଡା କରିଦେଇଛନ୍ତି ୨୦୦୦ କୋଟିର କମ୍ପାନୀ, ଦାନ କରି ଦିଅନ୍ତି ନିଜ ଆୟର ଏକ ବଡ ଅଂଶ

ଭଲ ଏବଂ ଧନୀ ହେବା ପାଇଁ ସମସ୍ତଙ୍କର ଇଚ୍ଛାଥାଏ । ସମସ୍ତେ ଅଧିକରୁ ଅଧିକ ଟଙ୍କା ଆୟ କରି ଆରାମରେ ନିଜର ଜୀବନ ବିତାଇବା ପାଇଁ ଚାହାନ୍ତି । କେବଳ ଭାବିଲେ ତ କିଛି ହେବ ନାହିଁ । ଯଦି ଆପଣ ଏହିଭଳି ଜୀବନ ଚାହୁଁଛନ୍ତି ତେବେ ଏଥିପାଇଁ କଷ୍ଟ କରିବାକୁ ପଡିବ । ନିଜର କଷ୍ଟ ସହିତ ଭାଗ୍ୟର ସାଥ ମିଳିଯାଏ ତେବେ ବ୍ୟକ୍ତିକୁ ସଫଳ ହେବା ପାଇଁ କେହି ଅଟକାଇ ପାରିବେ ନାହିଁ ।

କୁହାଯାଏ କି ଭଲ ଶିକ୍ଷା ହେବା ଦ୍ଵାରା ହିଁ ମଣିଷ କିଛି କରି ପାରିବ । କିନ୍ତୁ ଅସଲରେ ଏହା କିଛି ହୋଇ ନଥାଏ । ଭାରତରେ ଏବଂ ବିଦେଶରରେ ବହୁତ ଏମିତି ବ୍ୟକ୍ତି ଅଛନ୍ତି ଯେଉଁମାନେ କମ ପଢି ବି ଦୁନିଆ ସାରା ନିଜର ପରିଚୟ କରି ପାରିଛନ୍ତି । ଆଜିର ଏହି ପୋଷ୍ଟରେ ଆମେ ଏହିଭଳି ଏକ ବ୍ୟକ୍ତି ବିଷୟରେ କହିବାକୁ ଯାଉଛୁ ।

୫ମ ପାସ ହୋଇ ବି ନେଉଛନ୍ତି ୨୫ କୋଟି ଟଙ୍କା ସ୍ୟଲେରୀ

ଏମଡିଏଚ ମସଲା ବିଷୟରେ ତ ଆପଣ ସମସ୍ତେ ଶୁଣିଥିବେ । ଏହି ବ୍ରାଣ୍ଡ ଦୁନିଆର ସବୁଠୁ ବଡ ମସଲା ବ୍ରାଣ୍ଡ ମଧ୍ୟରୁ ଗୋଟିଏ ଅଟେ । ଏହି ବ୍ରାଣ୍ଡକୁ ପ୍ରଥମ ସ୍ଥାନରେ ପହଞ୍ଚାଇବା ପାଇଁ ଯେଉଁ ବ୍ୟକ୍ତିଙ୍କର ହାତ ଅଛି ତାଙ୍କର ନାମ ଧର୍ମପାଳ ଗୁଲାଟି ଅଟେ । ଧର୍ମପାଳ ଗୁଲାଟିଙ୍କର ବୟସ ୯୬ ବର୍ଷ ଅଟେ ଏବଂ ତାଙ୍କର ଶିକ୍ଷା କେବଳ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଟେ । ବହୁତ କମ ଶିକ୍ଷା ହେବା ସତ୍ବେ ବି ସେ ଆଜି କୋଟି କୋଟି ଟଙ୍କାର ମାଲିକ ଅଟନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମାତ୍ର ୫୦୦ ଟଙ୍କାରୁ ଆରମ୍ଭ କରିଥିବା ବ୍ୟକ୍ତି ଆଜି ୨୦୦୦ କୋଟି ଟଙ୍କା କମ୍ପାନୀର ମାଲିକ ହୋଇ ସାରିଛନ୍ତି ।

ଆୟର ବଡ ଅଂସ ଚ୍ୟାରିଟିକୁ ଦେଇ ଦିଅନ୍ତି ଦାନ

ଧର୍ମପାଲ ଗୁଲାଟୀ ଏକମାତ୍ର ଏମିତି ସିଇଓ ଅଟନ୍ତି ଯାହାଙ୍କୁ ଭାରତୀୟ ବଜାରରେ ସବୁଠୁ ଅଧିକ ସ୍ୟାଲେରି ମିଳିଥାଏ । ଆମେ ତାଙ୍କୁ ଏମଡିଏଚ ମାସଲାର ବିଜ୍ଞାପନରେ ଦେଖିଥାଉ । ଆମେ କହିଦେଉଛୁ ଯେ ଗତ ବର୍ଷ ମାନେ ୨୦୧୮ରେ ସେ ୨୫ କୋଟି ଟଙ୍କା ସ୍ୟାଲେରି ନେଇଛନ୍ତି । ଏହି ବ୍ରାଣ୍ଡର କମ୍ପାନୀ ନିଜ ମସଲାର ଦାମ କମ ରଖି ଅନ୍ୟ କମ୍ପାନୀକୁ ଟକ୍କର ଦେଇଥାଏ । ଏହା ସହିତ ସେ ନିଜ ଆୟର ବଡ ଅଂସ ଚ୍ୟାରେଟିକୁ ଦାନ କରି ଦିଅନ୍ତି ।

ଚଟପଟି ମସଲା ପାଇଁ ଦୁନିଆ ସାରା ଦିବାନା

ତାଙ୍କ ଦ୍ଵାରା ତିଆରି ମସଲାର ସ୍ଵାଦ ପୁରା ଦୁନିଆର ମୁହଁରେ ଚଢି ଅଛି । ଭଲ ଶିକ୍ଷା ନ ମିଳିବା ପରେ ବି ସେ ଏକ ଅଲଗା ପରିଚୟ କରି ପାରିଛନ୍ତି । ଏବଂ ଦୁନିଆ ସାରରେ ନିଜର ଏବଂ ନିଜ ଭାରତ ଦେଶର ନାମକୁ ପ୍ରସିଦ୍ଧ କରିଛନ୍ତି ।

ସାଙ୍ଗମାନେ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକୀଲ ପସନ୍ଦ ଆସିଥିବ । ଭଲ ଲାଗିଲେ ଶେୟର କରନ୍ତୁ ଓ ଆଗକୁ ଏମିତି ପ୍ରେରଣା ଦେବା ଭଳି ପୋଷ୍ଟ ଗୁଡିକୁ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।