5 ମାସ ପର୍ଯ୍ୟନ୍ତ ଗୁରୁ ଓ ଶନି ରହିବେ ଏକା ରାଶିରେ, ଏହି ସବୁ ରାଶିଙ୍କୁ ମିଳିବ ଆଶାତୀତ ଲାଭ, ବାକିଙ୍କୁ ରହିବାକୁ ହେବ ସତର୍କ

ବନ୍ଧୁଗଣ ଆମେ ସମସ୍ତେ ନିଜ ଜୀବନ ରେ ଆଗକୁ ବଢିବାକୁ ଚାହିଁଥାଉ, ଏଥିପାଇଁ ଆମେ ଦିନରାତି ପରିଶ୍ରମ କରିଥାଉ । ହେଲେ ବେଳେ ବେଳେ ଆମେ ଯତେବି ପରିଶ୍ରମ କଲେ ବି ତାହାର ଫଳ ମିଳେନାହିଁ ଓ ବେଳେ ବେଳେ ଅଳ୍ପ ପରିଶ୍ରମ କରି ମଧ୍ୟ ସଫଳତା ମିଳିଥାଏ । ଏହାର କାରଣ ଅମା ରାଶିରେ ହୋଉଥିବା ଗ୍ରହ ମାନଙ୍କର ସ୍ଥିତି ରେ ପରିବର୍ତ୍ତନ ହୋଇଥାଏ । ଯାହା କି ଆମ ଜୀବନ ରେ ସୁଖ ଓ ଦୁଃଖ ର ସମୟ ଆଣିଥାଏ ।

ତେବେ ଜ୍ୟୋତିଷ ମାନଙ୍କ ଅନୁସାରେ ଗୁରୁ ଗ୍ରହ ନିଜର ସ୍ଥିତି ବଦଳି ସରିଛି, ଓ ଏହା 20 ନଭେମ୍ବର ରୁ 6 ଅପ୍ରେଲ 2021 ପର୍ଯନ୍ତ ଧନୁ ରାଶି ରୁ ବାହାରି ମକର ରାଶି ରେ ପ୍ରେବେଶ କରିବାକୁ ଯାଉଛି, ଯେହେତୁ ମକର ରାଶି ରେ ପୂର୍ବ ରୁ ଶନି ର ବାସ ରହିଛି ତେଣୁ କରି ଏହି ସମୟ ଭିତରେ ଉଭୟ ଶନି ଓ ଗୁରୁ ଗ୍ରହ ମକର ରାଶି ରେ ରହିବେ । ତେବେ ଆସନ୍ତୁ ଜାଣିବା ପ୍ରେତେକ ରାଶି ଉପରେ ଏହାର ପ୍ରଭାବ କଣ ପଡ଼ିବ ।

1. ମେଷ ରାଶି:

ଏହି ରାଶି ର ଲୋକ ଏହି ସମୟ ରେ କଷ୍ଟ କରିବେ ଓ ଏହା ଫଳ ସକାରାତ୍ମକ ଭାବେ ପାଇବେ । ଏହା ଛଡା ୟାଙ୍କ ଆର୍ଥିକ ସ୍ଥିତି ରେ ମଧ୍ୟ ଉନ୍ନତି ହେବ ।

2. ବୃଷ ରାଶି:

ବୃଷ ରାଶି ର ଲୋକ କଁ ପାଇଁ ଏହି ସମୟ କ୍ଷତି ଦାୟକ ହୋଇପାରେ । ଅପଣ କଁର ଆର୍ଥିକ ହାନି ହୋଇପାରେ ଏଥି ସହ ଆପଣ କଁ ଗୁପ୍ତ କଥା ମଧ୍ୟ ସମସ୍ତ କଁ ଆଗରେ ଆସିପାରେ ।

3. ମିଥୁନ ରାଶି:

ମିଥୁନ ରାଶି ର ବ୍ୟକ୍ତି କୁଁ ସ୍ୱାସ୍ଥ୍ୟ ସମ୍ଭଧିୟ ଅସୁଭିଧା ର ସମ୍ମୁଖୀନ ହେବାକୁ ପଡିପାରେ । ଏହା ଛଡା ନିଜର ଜୀବନ ସାଥି ସହ ମଧ୍ୟ ଟିକେ ବିବାଦ ରହି ପରେ ।

Doctor measuring blood pressure – studio shot on white background

4. କର୍କଟ ରାଶି:

ଏହି ରାଶି ର ଲୋକ କଁ ପାଇଁ ଏହି ସମୟ ପୁରା ଲାଭକାରୀ ରହିବ । ଆପଣ କଁ ସ୍ୱାସ୍ଥ୍ୟ ରେ ସୁଧାର ହେବ, ଶତ୍ରୁ କଁ ଉପରେ ବିଜୟ ପ୍ରାପ୍ତି ପାଇବେ । ଏହା ଛଡା ଯାତ୍ରା କରିବାର ସୁଯୋଗ ମଧ୍ୟ ରହିଛି ।

5. ସିଂହ ରାଶି:

ଆପଣ କଁ ଯୋଜନା ସବୁ ବିଫଳ ହୋଇପାରେ । ସନ୍ତାନ ର ସ୍ୱାସ୍ଥ୍ୟ ପ୍ରତି ଚିନ୍ତାମଗ୍ନ ରହିବେ । ଏହା ଛଡା ଧନହାନି ର ସାମନା ବି ହୋଇପାରେ ।

6. କନ୍ୟା ରାଶି:

କନ୍ୟା ରାଶି ର ଲୋକ ଚିନ୍ତା କରି ନିଜ ମନ ଭିତରେ ଦୁଖୀ ରହିବେ । ହେଲେ ବିଶେଷ କରି କିଛି ଅସୁଭିଦା ହେବ ନାହିଁ । ଏହା ଛଡା ଚାକିରି ଓ ବ୍ୟବସାୟ ରେ ଉନ୍ନତି ର ଯୋଗ ମଧ୍ୟ ରହିଛି ।

7. ତୁଲା ରାଶି:

ଏମନେ ଧାର୍ମିକ ପୀଠକୁ ଯାତ୍ରା କରିପାରନ୍ତି । ଏହା ଛଡା ପ୍ରେମିକ ଓ ପ୍ରେମିକା ଏହି ସମୟ ରେ ନିଜ ନିଜ ପ୍ରେମ କୁ ପାଇବାରେ ସଫଳ ମଧ୍ୟ ହେବେ ।

8. ବିଛା ରାଶି:

ଏମାନ କଁ ବାକି ଥିବା କାର୍ଯ୍ୟ ସବୁ ସମ୍ପନ୍ନ ହେବ । ଧନ ଆଗମନ ର ଯୋଗ ମଧ୍ୟ ରହିଅଛି । ଏହା ଛଡା ଏମନେ ସୁଖ ଶାନ୍ତି ରେ ରହିବେ ।

9. ଧନୁ ରାଶି:

ଏମନେ ନିଜର ଦୈନିକ ଜୀବନ ରେ ଲାଭବାନ ହେବେ । ଏହା ଛଡା କିଛି ଗୋଟେ ବଡ ଖୁସି ର ଖବର ମଧ୍ୟ ପାଇବେ ।

10. ମକର ରାଶି:

ଏହି ରାଶି ର ବ୍ୟକ୍ତି କଁ ପାଇଁ ସଫଳତା ର ସବୁ ଦ୍ୱାର ଖୋଲିଯିବାର ପୁର୍ଣ ଭାବେ ସମ୍ଭାବନା ରହିଛି । ଏହା ଛଡା ଜାଗା ପରିବର୍ତନ କରିବାର ଯୋଗ ବି ରହିଛି । କିନ୍ତୁ ଏହି ସମୟରେ ନିଜର ଦେହ ପ୍ରତି ଧ୍ୟାନ ରଖନ୍ତୁ ନହଲେ ଅସୁବିଧା ହୋଇପାରେ ।

11. କୁମ୍ଭ ରାଶି:

ଏହି ରାଶି ର ବ୍ୟକ୍ତି କଁ ପେଟ ଓ ଗଳା ରେ ଯନ୍ତ୍ରଣା ହୋଇପାରେ । ଏହା ଛଡା ସନ୍ତାନ କଁ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଚିନ୍ତା ରେ ରହିବେ ।

12. ମୀନ ରାଶି:

ଏମାନେ ଏହି ସମୟ ରେ ଖୁବ ସଂମ୍ମାନ ପାଇବେ । ଏହା ଛଡା ଭାଗ୍ୟ ୟାଙ୍କ ର ପୁରା ଭାବେ ସାଥ ଦେବ । ଏହା ଛଡା ସମ୍ପତି ରେ ଲାଭପ୍ରାପ୍ତି ର ମଧ୍ୟ ପୁରା ସଂଯୋଗ ରହିଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।