ପାକିସ୍ତାନରେ ୧ ଲିଟର ପେଟ୍ରୋଲର ଦାମ ଜାଣିଲେ ଆପଣ ବି ହେଇଯିବେ ଆଶ୍ଚର୍ଯ୍ୟ

ପେଟ୍ରୋଲ ଏକ ପେଟ୍ରୋଲିୟମରୁ ପ୍ରାପ୍ତ ତରଳ ମିଶ୍ରଣ ଅଟେ । ଏହାକୁ ପୂର୍ବରୁ ହିଁ ଅନ୍ତର୍ଦହନ ଇଞ୍ଜିନରେ ଇନ୍ଧନ ରୂପରେ ପ୍ରୟୋଗ କରାଯାଇଥାଏ । ଏହା ସହିତ ଏହାକୁ ଏସୀଟୋନ ଭଳି ଏକ ଶକ୍ତିଶାଳୀ ଦ୍ରବିଭୂତ ତରଳ ପଦାର୍ଥ ଭଳି ପ୍ରୟୋଗ କରାଯାଏ । ଏଥିରେ କେତେକ ଏଲିଫ୍ୟାଟିକ ହାଇଡ୍ରୋକାର୍ବନ ହୋଇଥାଏ, ଯାହା ସହିତ ଆଇସୋ-ଆକ୍ଟେନ କିମ୍ବା ଏରୋମ୍ୟାଟିକ ହାଇଡ୍ରୋକାର୍ବନ ଭଳି ଟଲୁଈନ ଓ ବେଞ୍ଜିନ ବି ମିଶାଇ ଦିଆ ଯାଇଥାଏ ।

ଯାହା ଦ୍ଵାରା ଏହାର ଅକ୍ଟେନ କ୍ଷମତା (ଊର୍ଜା) ବଢିଯାଏ । ଏହାର ବାଷ୍ପଦହନ ତାପମାତ୍ରା ଶୂନ୍ୟରୁ ୬୨ ଡିଗ୍ରୀ (ସେଲ୍ସିୟସ)ରୁ କମ ହୋଇଥାଏ । ମାନେ ସାମାନ୍ୟ ତାପମାତ୍ରାରେ ଏହାର ବାଷ୍ପ ଦହନଶୀଳ ହୋଇଥାଏ । ଏହି କାରଣରୁ ଏହାକୁ ଅତ୍ୟନ୍ତ ଦହନଶୀଳ ପଦାର୍ଥ ଶ୍ରେଣୀରେ ରଖା ଯାଇଛି । ଐତିହାସିକ ରୂପରେ ସୀସାର ଉପଯୋଗ ଗ୍ୟାସୋଲୀନରେ କରାଯାଉ ଥିଲା, କିନ୍ତୁ ବର୍ଷ ୨୦୦୦ରେ ଏହାକୁ ହଟାଇ ଦିଆଗଲା ।

ଆଜିକାଲି ପେଟ୍ରୋଲ ଏକ ତରଳ ପଦାର୍ଥ ଅଟେ, ଯାହାର ଉପଯୋଗ ଇନ୍ଧନ ରୂପରେ କରାଯାଉଛି । ଏହାର ଉପଯୋଗ ଗାଡି ଚଳାଇବା ପାଇଁ କରାଯାଏ । ଯାହା ଦ୍ଵାରା ଆପଣ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନରେ ଜଲ୍ଦି ହିଁ ପହଞ୍ଚି ପାରିବେ । ଆଜି ଆମେ ଆପଣଙ୍କୁ ଏକ ଏମିତି ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠି ପେଟ୍ରୋଲର ଦାମ ଆକାଶ ଛୁଆଁ ଅଟେ ।

ତେବେ ଚାଲନ୍ତୁ ଆମେ ଆପଣଙ୍କୁ ସେହି ଦେଶର ନାମ କହି ଦେଉଛୁ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ପେଟ୍ରୋଲ ଏସୀଟୋନ ଭଳି ଏକ ଶକ୍ତିଶାଳୀ ଦ୍ରବୀଭୂତ ଦ୍ରବ୍ୟ ଭଳି ପ୍ରୟୋଗ କରାଯାଏ । ଏଥିରେ କେତେକ ଏଲିଫ୍ୟାଟିକ ହାଇଡ୍ରୋକାର୍ବନ ବି ଥାଏ, ଯାହା ସହିତ ଆଇସୋ-ଆକ୍ଟେନ କିମ୍ବା ଏରୋମ୍ୟାଟିକ ହାଇଡ୍ରୋକାର୍ବନ ଭଳି ଟଲୁଈନ ଓ ବେଞ୍ଜିନ ବି ମିଶ୍ରଣ କରାଯାଏ, ଯାହା ଦ୍ଵାରା ଏହାର ଅକ୍ଟେନ ଊର୍ଜା ବଢିଯାଏ ।

ପାକିସ୍ତାନର ଏକ ରିପୋର୍ଟ ଅନୁସାରେ କରାଚି ଓ ସିନ୍ଧୁରେ କ୍ଷୀରର ଦାମ ୧୪୦ ଟଙ୍କା ପ୍ରତି ଲିଟର ପର୍ଯ୍ୟନ୍ତ ପହଞ୍ଚି ଯାଇଛି ଓ ଅନ୍ୟ ପଟେ ପେଟ୍ରୋଲ ଓ ଡିଜେଲର କଥା  କହିବା ତ ପେଟ୍ରୋଲର ଦାମ ୧୧୩ ଟଙ୍କା ପ୍ରତି ଲିଟର ଅଟେ ଓ ଡିଜେଲର ଦାମ ୯୧ ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି । ଏମିତି ଅନେକ ନୂଆ ନୂଆ ପୋସ୍ଟ ପାଇଁ ପେଜକୁ ଲାଇକ କରନ୍ତୁ ।