F -16କୁ ନେଇ ପାକିସ୍ତାନର ମିଛ ର ହେଲା ପର୍ଦାଫାସ, ଭାରତୀୟ ସେନା ଦେଖାଇଲା ଦୁନିଆକୁ ପ୍ରମାଣ, ଦେଖନ୍ତୁ କାହାଙ୍କି ଲୁଚାଉଛି F -16 କ୍ରାଶକୁ

ଏହି କଥା ଆପଣ ସମସ୍ତେ ଜାଣିଛନ୍ତି କି ପାକିସ୍ତାନ ଦ୍ଵାରା ବୁଧବାର ଦିନ ରାତିରେ ଯେଉଁ ଭାରତ ଉପରେ ଆଟାକ କର ଯାଇଥିଲା ଏବଂ ସେଥିରେ ଯେଉଁଭଳି ଭାବରେ ଭାରତୀୟ ସେନା ତାଙ୍କୁ ଜବାବ ଦେଲେ ଏହାକୁ ସମସ୍ତେ ପ୍ରଶଂସା କରୁଛନ୍ତି । କିନ୍ତୁ ଏହି ବି ସତ ଅଟେ କି ପାକିସ୍ତାନ ବାରମ୍ବାର ପ୍ରମାଣିତ କରିବାକୁ ଚାହୁଁଛି କି ଭାରତ ଏମିତି କିଛି କରି ନାହିଁ ।

କିନ୍ତୁ ଜବାବି ଆକ୍ରମଣରେ ପାକିସ୍ତାନର ବିମାନ F – 16କୁ ଭାରତୀୟ ସେନା ମାରି ତଳେ ପକାଇ ଦେଇଛନ୍ତି । କିନ୍ତୁ ଏହି କଥାକୁ ବି ପାକିସ୍ତାନ ବାରମ୍ବାର ମିଛ ବୋଲି କହୁଛି ।

କିନ୍ତୁ ବର୍ତ୍ତମାନ ଏହି କଥା ଉପରୁ ପରଦା ଉଠି ଯାଇଛି । କହିବାକୁ ଗଲେ କାଲି ଯେତେବେଳେ ତିନି ସେନାମାନେ ପ୍ରେସ କନଫରେନ୍ସ କରିଲେ ତେବେ ସେହି ସମୟରେ ବାୟୁସେନା ପ୍ରମାଣ ସହ ପାକିସ୍ତାନର F – 16 ଲଢାକୁ ବିମାନର ଭଗ୍ନାବିଶେଷର ଫଟୋ ଜାରି କରିଛନ୍ତି । ଯେଉଁଥିରେ ସଫା ସଫା ଦେଖାଯାଉଛି କି ଭାରତୀୟ ବାୟୁସେନା F – 16କୁ ମାରି ତଳେ ପକାଇ ଦେଇଛି ।

ଯଦି ଆପଣ ଠିକ ସେ ଦେଖିବେ ତେବ ଏହି ସବୁ ଫଟୋରେ ଆପଣଙ୍କୁ ଜଣା ପଡିବ କି ବିମାନର ଭଗ୍ନାବଶେଷ ପାଖରେ ପାକିସ୍ତାନର ୭ ନର୍ଦର୍ନ ଲାଇଟ ଇନ୍ଫୈଂଟ୍ରୀର ଅଧିକାରୀ ଛିଡା ହୋଇଛନ୍ତି । ବାୟୁସେନା ଏହି କଥାର ପୃଷ୍ଟି କରିଛନ୍ତି କି ଏହାର ଅର୍ଥ ତାହ F – 16ର ଭଗ୍ନାବଶେଷ ଅଟେ, ଯାହାର ଭଗ୍ନାବଶେଷ ପାକିସ୍ତାନ ଅଧିକୃତ କାଶ୍ମୀରରେ ମିଳିଛି ।

ଏତିକି ନୁହେଁ ଭାରତୀୟ ବାୟୁସେନାର ଅଫିସର ପ୍ରମାଣକୁ ସାମାନାରେ ରଖି ଏହା କହିଛନ୍ତି କି ପାକିସ୍ତାନ ଯେଉଁ ଭଗ୍ନାବଶେଷ ଦେଖାଇଛି ତାହା ମିଗ 21 ନୁହେଁ, ତାହା ପାକିସ୍ତାନର F – 16 ଅଟେ ।

ଏହା ଛଡା କହିଲେ କି ପ୍ରମାଣ ଭବାରେ ଭାରତୀୟ ବାୟୁସେନା ନିୟନ୍ତ୍ରଣ ରେଖା ପାଖରେ ପାକିସ୍ତାନୀ F – 16 ବିମନାର ଛଡା ଯାଇଥିବା ଏମରମ ମିସାଇଲର ଭଗ୍ନାବଶେଷ ବି ସାମନାରେ ରଖିଲେ । ଯେଉଁ ମିସାଇଲକୁ F – 16 ଦ୍ଵାରା ଛଡା ଯାଇଅଥିଲା । ଏହି ମିସାଇଲର ଭଗ୍ନାବଶେଷ କାଶ୍ମୀର ରାଜୌରୀ ଅଞ୍ଚଳରେ ମିଳିଥିଲା ।

ଜାଣିବା ନିମନ୍ତେ କହି ଦେଉଛୁ ଯେ ଏହା ଛଡା ପାକିସ୍ତାନ ପାଖରେ ଏହି ମିସାଇଲକୁ ନେଇ ଯିବା ପାଇଁ ଅନ୍ୟ କିଛି ବିମାନ ନାହିଁ, ଏବଂ ଏହା କେବଳ F – 16 ହିଁ କରି ପାରିବ ।

କୁହାଯାଉଛି କି ପାକିସ୍ତାନର ଏହି ମିଥ୍ୟା ପଛର ଗୋଟିଏ କାରଣ ହେଉଛି ଆମେରିକାର ଡର । ଯାହାକି ଆମେରିକା ସହ ଚୁକ୍ତି ବି ହୋଇଛି । ଯେଉଁ ଚୁକ୍ତିରେ ଏହା ଉଲ୍ଲେଖ କରାଯାଇଛି କି ପାକିସ୍ତାନ F – 16କୁ ଯୁଧ୍ୟ ଛଡା ଅଲଗା କେଉଁ ପରିସ୍ଥିତିରେ ବ୍ୟବହାର କରି ପାରିବ ନାହିଁ । କାରଣ ଆମେରିକାର କହିବା ଅଟେ କି F – 16ର ବ୍ୟବହାର କେବଳ ଆତ୍ମରାକ୍ଷା ପାଇଁ କରାଯାଇ ପାରିବ କିନ୍ତୁ ଆକ୍ରମଣ ପାଇଁ ନୁହେଁ ।

ଜାଣିବା ନିମନ୍ତେ କହି ଦେଉଛୁ ଯେ ଆମେରିକା ନିଜର ହତିୟାରର ବ୍ୟବହାର ଉପରେ ଶକ୍ତ ନିୟମ ରଖିଥାଏ । ନିୟମ ଅନୁସାରେ ତାହା ଦ୍ଵାରା ଦିଆଯାଇଥିବା ହତିୟାରର ବ୍ୟବହାର ଦେଶର ସ୍ଥିତିକୁ ଜଟିଳ କରିବାରେ ଏବଂ ନିଜକୁ ଆକ୍ରାମକ ଦେଖାଇବା ପାଇଁ କରି ପାରିବେ ନାହିଁ ।

ପୋଷ୍ଟଟିକୁ ଶେୟାର କରି ସମସ୍ତଙ୍କୁ ଜଣାନ୍ତୁ ଓ ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।