ମାତ୍ର 7 ଦିନରେ 25 ବର୍ଷ ରୁ ଚାଲୁଥିବା ଡାଇବେଟିସ ଔଷଧର ଛୁଟି କରିଦେବ କେବଳ ଏହି ଗୋଟିଏ ଉପାୟ- Health Tips

ଆଜି ଆମେ ଆପଣଙ୍କୁ ଏମିତି ଏକ କାଢା ପ୍ରସ୍ତୁତ କରିବା ବିଷୟରେ କହିବୁ ଯାହାଫଳରେ କି ଏହାକୁ ପ୍ରୟୋଗ କରି ବର୍ଷ ବର୍ଷ ଧରି ଚାଲି ଆସୁଥିବା ଡାଇବେଟିସ ରୋଗ କେବଳ ୭ ଦିନ ରେ ଭଲ ହୋଇଯିବ । ଏହା ଆପଣଙ୍କ ଶରୀରର ରୋଗ ପ୍ରତିଷେଧକ ଶକ୍ତି କୁ ବୃଦ୍ଧି କରିଥାଏ । ଆଜିକାଲିର ଆଧୁନିକ ଜୀବନ ଶୈଳୀ ଦ୍ଵାରା ଓ ବିଭିର୍ଣ୍ଣ ପ୍ରକାରର ଖାଦ୍ୟ ଯୋଗୁଁ ପ୍ରାୟ ସମସ୍ତଙ୍କୁ ସୁଗାର ସମସ୍ଯା ରହିଥାଏ । ଆପଣ ଏଥିପାଇଁ ବହୁତ ଅର୍ଥ ଖର୍ଚ କରିଥାନ୍ତି । କିନ୍ତୁ ଏହାର କୌଣସି ପରିଣତି ମିଳିନଥାଏ ।

ଆଜି କାଲୀ ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଡାଇବେଟିସ ର ସମସ୍ୟା ଅଛି । କିନ୍ତୁ ଏହାର ଉପଚାର ଆମ ଘରେ ମିଳୁଥିବା ଜିନିଷରୁ ପ୍ରସ୍ତୁତ କରି ପାରିବା ।

ଆପଣ ଯଦି ଏହି କାଦା କୁ ୭ ଦିନ କରି ପିଇବେ ତେବେ ସବୁ ଦିନ ପାଇଁ ଆପଣ ଏହି ଋଗରୁ ମୁକ୍ତି ପାଇବେ ଓ ଆପଣଙ୍କ ଶରୀରର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇ ଆପଙ୍କ ଶରୀର କୁ ନିରୋଗ ରଖିବ । ତେବେ ଆସନ୍ତୁ ଜାଣିବା ଏହି ଉପଚାରର ପ୍ରସ୍ତୁତି ବିଷୟରେ ଓ ଏହାର ସେବନ ବିଷୟରେ । ପ୍ରଥମେ ଗୋଟିଏ ପାତ୍ରରେ ଏକ ଗ୍ଳାସ ପଣି ନେଇ ଫୁଟାନ୍ତୁ । ଏବେ ସେଥିରେ ମେଥି ଦାନ ପକାନ୍ତୁ । ମେଥିକୁ ଆମେ ତରକାରୀ ପ୍ରସ୍ତୁତି ରେ ଲଗାଉ । କିନ୍ତୁ ମେଥି ଆମକୁ ନିରୋଗ ରଖିଥାଏ ।

ଏହା ୧୪୮ ପ୍ରକାର ରୋଗ କୁ ଯହିକ ରଖିଥାଏ । ଏଥିରୁ ବହୁତ ପୌଷ୍ଟିକତା ମିଳିଥାଏ ଯଥା ପ୍ରୋଟିନ , କାର୍ବୋ ହାଇଡ୍ରେଡ , ଆଇରନ , ମାଙ୍ଗାନିଜ , ଫାଇବର ଓ ଭିଟାମିନ B୬ ମିଳିଥାଏ । ଏହା ଆମ ଦେହରୁ ଟକସିସ କୁ ବାହାର କରିଦିଏ । ଶରୀରକୁ ସୁସ୍ଥ ରଖିଥାଏ । ଡାଇବେଟିସ କୁ ଭଲ କରିଥାଏ । ରକ୍ତ ଚାପକୁ ନିୟନ୍ତ୍ରଣ ରଖିଥାଏ । ଦ୍ଵିତୀୟ ସାମଗ୍ରୀ ହଳଦୀ । ଏହି ହଳଦୀ ଗୋଟିଏ ଚାମଚ ନେବା ଓ ଏହି ପାଣି ରେ ମିଶାଇବା । ହଳଦୀକୁ ଆମେ ମସଲା ଭାବେ ବ୍ୟବହାର କରିଥାଉ ।

ଏଥିରୁ ପ୍ରୋଟିନ ମିଳିଥାଏ ଏବଂ ଏଥିରେ ଆଣ୍ଟି ଆକ୍ସିଡେଣ୍ଟ , ଭିଟାମିନ A ,କାର୍ବୋ ହାଇଡ୍ରେଡ ଓ ମିନେରାଲ ପ୍ରଚୁର ମାତ୍ରା ରେ ମିଳିଥାଏ । ଯାହାଦ୍ୱାରା କି ଆମକୁ ଥଣ୍ଡା କାଶ ଓ କ୍ୟାନ୍ସର ଭଳି ରୋଗରୁ ରକ୍ଷା କରିଥାଏ । ଆମ ଶରୀରର ବାତ , ପିଟ , କଫକୁ ମଧ୍ୟ ଠିକ ରଖିଥାଏ । ଆପଣ ଏହି ଦୁଇଟି ଜିନିଷକୁ ପାଣିରେ ମିଶାଇ କାଢାକୁ ପିଇବା ଦ୍ଵାରା ବହୁତ ଫାଇଦା ମିଳିଥାଏ । ଏହି ପାଣିକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଅଧ ଗ୍ଳାସ ହେବା ପର୍ଯ୍ୟନ୍ତ ।

ଏହା ପରେ ଏହାକୁ କୌଣସି ଛଣାରେ ଭଲ ଭାବରେ ଛାଣି ନିଅନ୍ତୁ । ଏହା ହାଲକା ଗରମ ଥିବା ସମୟରେ ସେବନ କରନ୍ତୁ । ଏହାକୁ ସକାଳେ ଥରେ ଖାଲି ପେଟରେ  ଓ ସନ୍ଧ୍ୟା ବେଳେ ଥରେ ଖାଲି ପେଟରେ ୭ ଦିନ ସେବନ କରନ୍ତୁ ଦେଖିବେ ଡାଇବେଟିସ ଭଳି ରୋଗ ସମୂଳେ ଦୂର ହୋଇଯିବ । ଏହାସହ ଆପଣଙ୍କ ଶରୀରର ରୋଗ ପ୍ରତି ସେଧକ ଶକ୍ତି ବୃଦ୍ଧି  ହେବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।