ମାତ୍ର 2 ମିନିଟ ରେ ପେଟର ଗ୍ଯାସ ପବନ ଭଳି ବାହାରକୁ ବାହାରିଯିବ, କେବଳ କରନ୍ତୁ ଏହି ଗୋଟିଏ ଉପାୟ- Health Tips

ଯଦି ଆପଣଙ୍କର ଗ୍ୟାସ ହେଉଛି ବା ପେଟ କାଟୁଛି ଛାତିରେ ଯଦି ଆପଣଙ୍କର ଜଳା ପୋଡା ହେଉଛି । ଯଦି ଆପଣଙ୍କର ପେଟ ଫୁଲୁଛି ତେବେ ଆଜି ଆମେ ଆପଣଙ୍କୁ ବହୁତ ଭଲ ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ କରିବା ଫଳରେ ସେଥିରୁ ସବୁ ଦିନ ପାଇଁ ମୁକ୍ତି ପାଇ ପାରିବେ ।

ଏହା ଏକ ଏପରି ଚମତ୍କାରୀ ଉପାୟ ଅଟେ ଯାହାକି ନିଜ ପେଟ ଭିତରେ ହେଉଥିବା ଗ୍ୟାସ ହେଉଛି ତେବେ ଏହା ବହୁତ କମ ସମୟରେ ଭଲ ହୋଇଯିବ ଓ ଆରମ ମଧ୍ୟ ଲାଗିବ । ତେବେ ଆସନ୍ତୁ ଜାଣିବା ଏହାକୁ ଆପଣ କିପରି ପ୍ରସ୍ତୁତ କରିବେ ଓ କେଉଁ ଭଳି ଭାବରେ ଏହାକୁ ସେବନ କରିବେ । ସର୍ବ ପ୍ରଥମେ ଆପଣ ଏକ ପାତ୍ର ନିଅନ୍ତୁ ଓ ଏହାକୁ ଗ୍ୟାସ ସାହାର୍ଯ୍ୟରେ ପାଣିକୁ ଗରମ କରନ୍ତୁ ।

ଏଥିରେ ଆପଣ କେବଳ ଗୋଟିଏ ଗ୍ଳାସ ପାଣି ଢାଳିବେ ଓ ଏଥିରେ ଆପଣ ଜୀରା ପାକାଇବେ ଯେଉଁ ଜୀରା ଆପଣ ଘରେ ରାନ୍ଧି କ୍ଷାନ୍ତି ସେଥିରୁ ଆପଣ ଏକ ଚାମଚ ଜୀରା ପକାନ୍ତୁ । ଏହାପରେ କିଛି ସମୟ ଏହାକୁ ଫୁଟିବାକୁ ଛାଡି ଦିଅନ୍ତୁ ଓ ଏହାକୁ ଆପଣ କମ ଥିବା ଜାଳରେ ସିଝାନ୍ତୁ । ଏହାପରେ ଆପଣ ଏଥିରେ ଡାଲଚିନି ମିଶାଇବେ ।

ଯାହାକି ଆପଣଙ୍କ ଘରେ ପୂର୍ବରୁ ରହିଥିବ ସେଥି ମଧ୍ୟରୁ ଆପଣ ଅଳ୍ପ ଆଣି ତାଭିତରେ ପକାନ୍ତୁ । ଏବେ ଏହାକୁ ଆପଣ ପାଞ୍ଚ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହି ପାଞ୍ଚ ମିନିଟ ପରେ ଏହା ମଧ୍ୟରେ କିଛି ପରିବର୍ତନ ଆସିବ ଯାହାକି ଏହା ଖଇରିଆ ରଙ୍ଗ ପାଲଟି ଯିବ । ଏବେ ଏହାକୁ ନେଇ ଆସନ୍ତୁ । ଏହାକୁ କିଛି ସମୟ ପାଇଁ ଥଣ୍ଡା ହେବା ପାଇଁ ଦିଅନ୍ତୁ ।

ଏହାପରେ ଏଥିରେ ଆପଣ ଗୋଟିଏ ଲେମ୍ବୁର ଗୋଟିଏ ଫାଳ ଭାଗ କାଟି ଏଥିରେ ତାହାର ରସ ପକାନ୍ତୁ । ଏହାପରେ ଏଥିରେ ଅଧା ଚାମଚ କଳା ଲୁଣ ବା ବିଟ ଲୁଣ ପକାଇ ପାରିବେ । ଏହାକୁ ଏବେ ଆପଣ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାର ସ୍ଵାଦ ବହତୁ ଭଲ ମଧ୍ୟ ଲାଗିବ । ଏହାକୁ ଆପଣ ଚାହା ପିଇବା ସମୟରେ ମଧ୍ୟ ୟାକୁ କମ କମ କରି ପିଇ ପାରିବେ ।

ଏହାକୁ ଆପଣ ସକାଳୁ ଖାଇବା ଦ୍ଵାରା ନିଜର ବହୁତ ଲାଭ ହେବ । ଏବେ ଆମେ ଆପଣଙ୍କୁ କହିବୁ ଏହାର ସେବନ କିପରି କରିବେ । ଯେଉଁ ସମୟରେ ଆପଣଙ୍କର ପେଟ କାଟିବ ବା ପେଟରେ ଏସିଡ ହେଉଥିବାର ଜାଣିବେ ତେବେ ଏହାକୁ ଆପଣ କରି ପିଇ ପାରିବେ । ଏହା ବହୁତ କମ ସମୟ ଭିତରେ ହୋଇଯିବା ସହିତ ଖୁବ ଶୀଘ୍ର ମଧ୍ୟ ଆରମ ମିଳିବ ।

ଯଦି ଆପଣଙ୍କୁ ପ୍ରତି ଦିନ ଏହିପରି ଅସୁବିଧା ଭୋଗ କରୁଛନ୍ତି ତେବେ ଏହାକୁ ଆପଣ ସବୁ ବେଳେ ସକାଳେ ଖାଲି ପେଟ ଥିବା ଅବସ୍ଥାରେ ଓ ରାତିରେ ଖାଇବାର କିଛି ସମୟ ପୂର୍ବରୁ ଏହାକୁ ନିତ୍ୟ ଗରମ ଥିବା ଅବସ୍ଥାରେ ସେବନ କଲେ  ଆପଣଙ୍କ ପେଟ ବହୁତ ଭଲ ଭାବରେ ସଫା ହୋଇଥାଏ ।

ଏବେ ଏହାକୁ ୧୫ ଦିନ ପର୍ଯ୍ୟନ୍ତ ଏହିପରି ସକାଳୁ ଓ ରାତିରେ ପିଇବା ଫଳରେ ନିଜର ଥିବା କବ୍ଜାହାର ଥିବା ସମସ୍ଯା ଦୂରେଇ ଯିବ । ଗ୍ୟାସ ସମସ୍ୟା ଆପଣଙ୍କର କେବେ ହେଲେ ରହିବ ନାହିଁ ଏଥିରେ କିଛି ସାଇଡ ଇଫ୍ଫେକ ନଥାଏ । ଏହାକୁ ଆପଣ ଆରମରେ ପିଇ ପାରିବେ । ଏହାକୁ ଯେଉଁ ମାନଙ୍କର ଉଚ ରକ୍ତ ଥିବ ସେମାନେ ଏଥିରେ ଲୁଣ ନପକାଇ ମଧ୍ୟ ପିଇ ପାରିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।