ଘରକୁ ପାରା ଆସିଲେ କରନ୍ତୁ ଏହି କାମ !!

ପାରା ସବୁବେଳେ ଶାନ୍ତ ଓ ସିଧା ସ୍ଵଭାବର ପକ୍ଷୀ ହୋଇଥାଏ । ପାରାର କାମ ହେଲା ଆକାଶରେ ଉଡିବା । ଯଦି ସେ କେବେ ଅଶାନ୍ତ ହେଲା ସେ କାହାରି କିଛି କ୍ଷତି କରେନାହିଁ । ଲୋକମାନେ ପାରା ପାଳିବାକୁ ଅଧିକ ପସନ୍ଦ କରନ୍ତି । ବହୁତ ଥର ଏମିତି ହୋଇଥାଏ କି ପାରା ଆମ ଘରେ ବସା କରିଥାଏ । ପାରା ନିଜକୁ ଯେଉଁଠି ସୁରକ୍ଷିତ ମନେକରେ ସେହିଠାରେ ବସା କରିଥାଏ । ଯଦି ଆପଣଙ୍କ ଘରେ ପାରା ବସା କରିଛି ତେବେ ଆପଣଙ୍କ ପାଇଁ କିଛି ଶୁଭ ଫଳ ନିଶ୍ଚୟ ରହିଛି । ଆସନ୍ତୁ ଜାଣିବା ପାରା ଘରେ ରଖିବା ଦ୍ଵାରା କଣ ଲାଭ ମିଳିଥାଏ ।

ଯଦି ଆପଣଙ୍କ ଘରେ ପାରା ବସା କରିଛି ତେବେ ବୁଝିବେ କି ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସିବାର ଅଛି । କିନ୍ତୁ ଗୋଟିଏ ଭୁଲ ପାଇଁ ସବୁ ଅନିଷ୍ଟ ହୋଇପାରେ ତାହା ବିଷୟରେ ଆମେ ଶେଷରେ ଜଣାଇବୁ ।

Image courtesy: Google

ପ୍ରଥମେ ଆସନ୍ତୁ ଜାଣିବା କି ଘରେ ପାରା ବାସ କରିବାର ଅର୍ଥ କଣ ? ଏହାର ଅର୍ଥ ଆପଣ ଜୀବନରେ ପ୍ରଗତି କରିବେ, ଘରର ବାତାବରଣ ସୁଖମୟ ରହିବ । ଆପଣଙ୍କୁ ବହୁତ କମ ସମୟରେ ବହୁତ ବଡ ସଫଳତା ମିଳି ପାରିବ । ଏହା ଏକ ଭଲ ସଙ୍କେତ ହୋଇଥାଏ ।

Image courtesy: Google

ଘରକୁ ପାରା ଆସିବା କେବେହେଲେ ଅଶୁଭ ହୋଇନଥାଏ । ତେବେ ଆପଣ ଲୋକଙ୍କ ମିଛ କଥାରେ ଆସି ନିଜ ଘରୁ ପାରାମାନଙ୍କୁ ବାହାର କରିବେ ନାହିଁ । ପାରାକୁ ସବୁବେଳେ ଦାନା ଓ ପାଣି ଦେଲେ ଆପଣଙ୍କୁ ତାଙ୍କର ଆଶୀର୍ବାଦ ମିଳିବ ଓ ଆପଣଙ୍କ ଘର ଖୁସିରେ ପୁରି ଉଠିବ ।

Image courtesy: Google

ଯଦି ଘରେ କାହାର ଦେହ ଖରାପ ରହୁଥାଏ ତେବେ ତାଙ୍କୁ କୁହନ୍ତୁ କି ସେ ସବୁଦିନ ସକାଳେ ଓ ସନ୍ଧ୍ୟାରେ ପାରାମାନଙ୍କୁ ଖାଇବାକୁ ଦିଅନ୍ତୁ ।

କିନ୍ତୁ ଗୋଟିଏ ଭୁଲ ପାଇଁ ଲୋକମାନେ ଅସୁବିଧାରେ ପଡନ୍ତି । ମନେ ରଖନ୍ତୁ ଯଦି ଆପଣଙ୍କ ଘରେ କାହାର ଦେହ ବହୁତ ଦିନ ଧରି ଖରାପ ରହିଛି ଅର୍ଥାତ ସେ ପୁରା ବିଛଣାରେ ପଡି ରହୁଛନ୍ତି ଓ ଯଦି ଆପଣଙ୍କ ଘରେ ପାରା ରହିଥାନ୍ତି ତେବେ କୌଣସି ମତେ ପାରାକୁ ଘରୁ ବାହାର କରନ୍ତୁ ନାହିଁ ।

Image courtesy: Google

ଯେତେଦିନ ପର୍ଯ୍ୟନ୍ତ ଆପଣଙ୍କ ଘରେ ପାରା ରହିଥିବ ସେ ବ୍ୟକ୍ତିଙ୍କ ଦେହ ଭଲ ରହିବ । ଯଦି ପାରା ନିଜେ ଚାଲିଯାଏ ତେବେ କୌଣସି ଅସୁବିଧା ନାହିଁ କିନ୍ତୁ ତାକୁ ଘରୁ ତଡିଦେବା ଅଶୁଭ ସଙ୍କେତ ହୋଇଥାଏ । ଏହା ଦ୍ଵାରା ଅନେକ ଅନିଷ୍ଟ ଘଟିଥାଏ । ଏହି ଭୁଲ କେବେ ହେଲେ କରନ୍ତୁ ନାହିଁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।