Optcl ରେ ଚାକିରୀ ସୁଯୋଗ ,ଦରମା 20,000-56,000 .ଦେଖନ୍ତୁ କେମିତି କରିବେ ଆବେଦନ ।

OPTCL ରେ ଏକ ଭଲ ନିଯୁକ୍ତି ଆସିଛି , ଯାହା ର ପଦବୀ ସଂଖ୍ୟା ରହିଛି ୧୦୦ ଟି। ପଦବୀ ର ନାମ ରହିଛି ମ୍ୟାନେଜ୍ମେଣ୍ଟ୍ ଟ୍ରେନିଂ ଇଲେକ୍ଟ୍ରିକାଲ୍ ରେ । କେତୋଟି ପଦବୀ କେଉଁ କାଟାଗୋରୀ ରେ ରହିଛି ??? କେମିତି ଆବେଦନ ହେବ? ସିଲେକ୍ସନ୍ ପ୍ରୋସେସ୍ କ’ଣ ରହିଛି ? ଓଡ଼ିଶା ବିଦ୍ୟୁତ ଶକ୍ତି ସଂଚାଳନ ନିଗମ ଲିମିଟେଡ୍ ଅର୍ଥାତ OPTCL ରେ ପଦବୀ ଖାଲି ପଡିଛି । ଯାହା ସମୁଦାୟ ୧୦୦ ଟି ପଦବୀ ଖାଲି ପଡିଛି । ଇଏ ଗୋଟିଏ ଫୋର୍ସ ଆପଣ ଙ୍କୁ ଟ୍ରେନିଂ ଦିଆଯିବ ଆପଣ ଯଦି ସିଲେକ୍ଟ୍ ହେଉଛନ୍ତି,, ୧ ବର୍ଷ ଟ୍ରେନିଂ ପରେ ଆପଣ ଙ୍କୁ ଏକ ପଦବୀ ଦିଆଯିବ ।

ପଦବୀ ହେଉଛି ଆସିସ୍ଷ୍ଟାଣ୍ଟ୍ ମ୍ୟାନେଜର ଇଲେକ୍ଟ୍ରିକାଲ୍ ରେ । ଏହି ଥିରେ ନିଯୁକ୍ତି ମିଳିବ। ଏବେ ୧ ବର୍ଷ ଆପଣ ରହିବେ ଟ୍ରେନିଂ ହିସାବରେ । ଟ୍ରେନିଂ ସମୟରେ ଆପଣ ଙ୍କୁ ୨୪,୦୦୦ ସାଲାରି ମିଳିବ । ST ପାଇଁ ୩୩ ଟି , SEBC ପାଇଁ ୫ଟି, UR ପାଇଁ ୪୬ ଟି , ସମୁଦାୟ ଉପରେ ୧୦୦ ଟି ପଦବୀ ରହିଛି । ମହିଳା ମାନଙ୍କ ପାଇଁ ୩୩ ଟି ରହିଛି । ଇଲେକ୍ଟ୍ରିକାଲ୍ ରେ ଡିଗ୍ରୀ କି ଇନ୍ଜିନିୟରିଂ କରିଥିବା ଦରକାର ତା ସହିତ ୬୦% ମାର୍କ ରହିଥିବା ଦରକାର। SCST ୫୦% ଥିଲେ ଚଳିବ। ୨୧-୩୨ ବର୍ଷ ପିଲା ଆବେଦନ କରି ପାରିବେ। ଏହା ର ପର୍ଯ୍ୟାୟ ଦୁଇ ପ୍ରକାର ।

Ur,SEBC ପାଇଁ ୫୦% SEST,PWD ପାଇଁ ୪୦% । UR,SEBC ପାଇଁ ଫିସ୍ ୧୦୦୦ । SEST,PWD ପାଇଁ ଫିସ୍ ୫୦୦। ଅନ୍ଲାଇନ୍ ରେ ଚାଲାଣ କାଟିବେ । ଏକ୍ଜାମିନେସନ୍ ପାଇଁ କଟକ, ଭୂବନେଶ୍ୱର ,ବରଂମ୍ହ୍ପୁର୍, ବାଲେଶ୍ବର , ସମ୍ବଲପୁର, ଜୟପୁର ଏହି ସେଣ୍ଟର ହେବ । ଏହି www.optcl.co.in ରେ ଯାଇ ସିଧାସଳଖ ଅନ୍ଲାଇନ୍ ରେ ଆପ୍ଲାଏ କରିବେ ।