ଓଲିଉଡ ରୁ ଆସିଲା ପୁଣି ଏକ ବଡ ଦୁଃଖଦ ଖବର, ସବୁ ଦିନ ପାଇଁ ଆର ପାରିକୁ ଚାଲିଗଲେ ଓଡିଶାର ଏହି ଦିଗ୍ଗଜ ଅଭିନେତା

ବର୍ତ୍ତମାନ ବଡ ଖବର ଯାହା ସାମ୍ନାକୁ ଆସୁଛି କି ଓଡିଆ ଅଭିନେତା ରବି ମିଶ୍ର ଏହି ଦୁନିଆରେ ଆଉ ନାହାନ୍ତି । ସେ ବହୁତ ଚଳଚିତ୍ର ଓ ସିରିୟଲରେ କାମ କରିଛନ୍ତି । ବହୁତ ବର୍ଷ ହେବ ସେ ଓଲିଉଡ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ସେ ନିଜର ଦମଦାର ଅଭିନୟ ବଳରେ ସବୁ ଓଡିଆ ଦର୍ଶକମାନଙ୍କର ହୃଦୟ ଜିତି ଥିଲେ । କିନ୍ତୁ ବର୍ତ୍ତମାନ ସେ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । କହିବାକୁ ଗଲେ କିଛି ଦିନ ତଳେ ସେ ହୃଦ ଜନିତ ରୋଗରେ ପୀଡିତ ହୋଇ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

କିନ୍ତୁ ଆଜି ତାଙ୍କର ପର ଲୋକ ହେବା +ର ଖବର ସାମ୍ନାକୁ ଆସୁଛି । ରବି ମିଶ୍ରଙ୍କ ପରିବାର ସଦସ୍ୟଙ୍କ ତରଫରୁ କୁହାଯାଇଛି କି ରବି ମିଶ୍ର ହୃଦଘାତ କାରଣରୁ ଦୁନିଆ ଛାଡି ଚାଲି ଯାଇଛନ୍ତି । କହିଦେଉଛୁ କି ଜଣେ ବରିଷ୍ଠ କଳାକାର ରୂପରେ ସେ ଓଡିଆ ସିନେମାରେ ଓ ଟିଭି ଦୁନିଆରେ ବିଭିନ୍ନ ଭୂମିକାରେ ନଜର ଆସନ୍ତି ।

ଯେତେବେଳେ ଏହି ଖବର ସାମ୍ନାକୁ ଆସିଲା ତେବେ ଓଡିଆ ସିନେମା ଜଗତରେ ଏକ ଦୁଃଖର ଲହରୀ ଖେଳିଗଲା । କେବଳ କଳାକାରମାନେ ନୁହେଁ ତାଙ୍କର ଅଗଣିତ ଦର୍ଶକମାନେ ବି ନିଜର ପ୍ରିୟ କଳାକାର ରବି ମିଶ୍ରଙ୍କ ପର ଲୋକ ହେବାର ଖବର ବିଷୟରେ ଶୁଣି ଦୁଃଖ ପ୍ରକାଶ କରିଛନ୍ତି । ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି କି ରବି ମିଶ୍ର ଗତକାଲି ଏକ ହୃଦଘାତ ଆସିବାର ଏକ ସିନ କରୁଥିଲେ । ଏମିତିରେ ଯେତେବେଳେ ସେ ଏହି ସିନକୁ ପୁରା କରିଦେଲେ ତେବେ ହଠାତ ସେ ନି ହୃଦୟରେ କଷ୍ଟ ଅନୁଭବ କରିଲେ ।

ଏମିତିରେ ସେ ଚିନ୍ତା କରିଲେ କି ଏହା ବୋଧେ ଗ୍ୟାସ କାରଣରୁ ହେଉଛି ସେଥିପାଇଁ ସେ କିଛି ଔଷଧ ମଧ୍ୟ ସେବନ କରିଥିଲେ । କିନ୍ତୁ ଏହା ସତ୍ବେ ବି ସେ ଯେତେବେଳେ ବହୁତ ଅସ୍ତ ବ୍ୟସ୍ତ ଅନୁଭବ କରିଲେ ତେବେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଗଲା । କିନ୍ତୁ ଏହି ସ୍ଥାନରୁ ପୁଣି ଥରେ ତାଙ୍କୁ ଭୁବନେଶ୍ବରର ଏକ ପ୍ରାଇବେଟ ହସ୍ପିଟାଲରେ ଭର୍ତ୍ତି କରାଗଲା । ଯେଉଁଠି ତାଙ୍କୁ ଭ୍ନେଟିଲେଟରରେ ରଖା ଯାଇ ଥିଲା । କିନ୍ତୁ କିଛି ସମୟ ପୂର୍ବେ ହିଁ ସେ ଆମ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲିଗଲେ ।

ମଞ୍ଚରେ ଅଭିନୟ କରୁ କରୁ ସେହି ସିନ ରବି ମିଶ୍ରଙ୍କ ଅସଲ ଜୀବନରେ ବି ଘଟିଗଲା । କହିଦେଉଛୁ କି ସେ ନିଜର ଅଭିନୟ ମାଧ୍ୟମରେ ଦର୍ଶକମାନଙ୍କୁ ବାନ୍ଧି ରଖୁଥିଲେ । ସେ ଜଣେ ଉଚ୍ଚ କୋଟିର କଳାକାର ଅଟନ୍ତି । ଏହା ସହିତ ସେ ସମସ୍ତଙ୍କ ସହିତ ଥଟ୍ଟା ଓ ସହଯୋଗ ମଧ୍ୟ କରନ୍ତି । କହିଦେଉଛୁ କି ରବି ମିଶ୍ର ଙ୍କ ପରଲୋକ ୬୪ ବର୍ଷ ବୟସରେ ହୋଇଛି ।