ଓଃ କି ମାଡ ! ବିଚ୍ ରାସ୍ତାରେ ସ୍ଵାମୀଙ୍କ ଗାଲ ଲାଲ କରିଦେଲେ ସ୍ତ୍ରୀ, ଭାଇରାଲ ଭିଡିଓରେ ସ୍ତ୍ରୀ ଜଣକ ଯାହାସବୁ କହୁଛନ୍ତି ନା… ଦେଖନ୍ତୁ video

ବିବାହ ପରେ ମଧ୍ୟ ପରକୀୟା ପ୍ରୀତିରେ ଲିପ୍ତ ରହୁଥିଲେ ସ୍ଵାମୀ । ହେଲେ ଠିକ ସମୟରେ ରଙ୍ଗେହାତ ଧରିନେଲା ସ୍ତ୍ରୀ । ଆଉ ତା’ପରେ ବିଚ୍ ରାସ୍ତାରେ ଯେଉଁ ହାଇଡ୍ରାମା ହେଲା ଏବେ ତା’ର ଭିଡିଓ ସବୁଆଡେ ହେଉଛି ଭାଇରାଲ । ଆଜ୍ଞା ହଁ, ବାହାଘର ପରେ ବି ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ରଖିବାରେ ବ୍ୟସ୍ତ ରହୁଥିଲେ ସ୍ଵାମୀ । ସ୍ଵାମୀଙ୍କର ଏଭଳି କାରନାମା ସମ୍ବନ୍ଧରେ ପୂର୍ବରୁ ସ୍ତ୍ରୀ’ଙ୍କ ପାଖରେ ଖବର ଥିଲେ ମଧ୍ୟ ସେ ଚୁପ୍ ରହୁଥିଲେ । କାହିଁକି ନା ସେ ସତେ ଯେମିତି ଉଚିତ ସମୟର ଅପେକ୍ଷାରେ ଥିଲେ ।

ସ୍ଵାମୀ କେତେବେଳେ ସେହି ଯୁବତୀଙ୍କ ପାଖକୁ ଯିବେ ଓ ରଙ୍ଗେହାତ ତାଙ୍କୁ ଧରିବେ ସେହି ସମୟର ଅପେକ୍ଷା କରିଥିଲେ ସ୍ତ୍ରୀ’ଜଣକ । ଆଉ ସ୍ଵାମୀ ଅନ୍ୟ ଯୁବତୀଙ୍କ ପାଖକୁ ଯିବା ଦେଖି ତାଙ୍କ ପିଛା କରିଥିଲେ ଏବଂ ପରକୀୟା ପ୍ରୀତି ବେଳେ ତାଙ୍କୁ ମାଡି ବସିଥିଲେ ସ୍ତ୍ରୀ । ଖାଲି ସ୍ଵାମୀଙ୍କୁ ରଙ୍ଗେହାତ ଧରିଲେ ତାହା ନୁହେଁ ବରଂ ସ୍ଵାମୀଙ୍କ ସହ ଯାହା କଲେ ନା ତାହା ଏବେ ସାରା ଦୁନିଆ ଦେଖୁଛି । ସ୍ଵାମୀଙ୍କୁ ଧରିବା ସହ କଲର୍ ଭିଡି ତାଙ୍କୁ ନିର୍ଦ୍ଧୂମ ମା-ଡ ମା-ରି-ଛ-ନ୍ତି ସ୍ତ୍ରୀ ।

ସ୍ଵାମୀଙ୍କ ଗୋଟି ଗୋଟି କାରନାମା ପଦାରେ ପକାଇବା ସହ ବିଚ୍ ରାସ୍ତାରେ ତାଙ୍କୁ କୁଟି ଚାଲିଥିଲେ ସ୍ତ୍ରୀ । ସବୁ ସମ୍ପର୍କ ବିଶ୍ଵାସ ଓ ଭଲପାଇବା ଉପରେ ନିର୍ଭର କରିଥାଏ । ଆଉ ସେହି ବିଶ୍ଵାସ ଭାଙ୍ଗିଲେ ସମ୍ପର୍କରେ ଫାଟ ହେବାସହ ସେହି ମଣିଷ ଯେ କେତେ ଭୟଙ୍କର ହୋଇଯାଏ ଏହା ତା’ର ଏକ ନିଚ୍ଛକ ଉଦାହରଣ କହିଲେ ଭୁଲ ହେବନାହିଁ । ସମ୍ମାନ ଦେଉଥିବା ସ୍ତ୍ରୀ ସମସ୍ତଙ୍କ ସାମ୍ନାରେ ଇଜ୍ଜତ ନେବାକୁ ମଧ୍ୟ ପଛାଏ ନାହିଁ ।

ବିଶ୍ବାସ ବିନା କୌଣସି ସମ୍ପର୍କ ମଧ୍ୟ ତିଷ୍ଠି ପାରେନି । ହେଲେ କିଛି ଲୋକ ଏହି ବିଶ୍ବାସରେ ବିଷ ଦେଇ ଅନ୍ୟ ଯୁବକ/ଯୁବତୀଙ୍କୁ ପ୍ରେମ କରି ବସନ୍ତି । ଏହିଭଳି ଏକ ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି । ଜଣେ ସ୍ତ୍ରୀ ତାଙ୍କ ସ୍ଵାମୀଙ୍କ ପରକୀୟ ପ୍ରୀତି ବିଷୟରେ ଜାଣିବା ପରେ ରାଗରେ ବିଚ୍ ରାସ୍ତାରେ ସ୍ଵାମୀଙ୍କୁ ଖୁବ ମା-ଡ ମା-ରି-ଛ-ନ୍ତି । ଭିଡିଓରେ ଦେଖିବାକୁ ମିଳୁଛି କି, ମହିଳାଜଣକ ଜଣେ ବ୍ୟକ୍ତିଙ୍କ ସାର୍ଟ ଧରି ତାଙ୍କୁ ଟଣାଘୋଷରା କରୁଛନ୍ତି ।

ବିବାହ ପରେ ସେ ଯାହା ସବୁ ସଂଘର୍ଷ କରିଛନ୍ତି ତାହା ଗୋଟି ଗୋଟି କହିବା ସହ ବ୍ୟକ୍ତିଙ୍କ ଗାଲକୁ ଚା-ପୁ-ଡା ଉପରେ ଚା-ପୁ-ଡା ମା-ରି ଚାଲିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।