ବଡ ବଡ IAS ଅଫିସର ବି ନେଇଥାନ୍ତି ଏହି ୧୩ ବର୍ଷ ପିଲା ଠାରୁ କୋଚିଙ୍ଗ, ଫ୍ରୀରେ ଦେଇଥାଏ ପୁରା ଟ୍ରେନିଂ

ପିଲାବେଳ ବହୁତ ସୁନ୍ଦର ହୋଇଥାଏ। କାରଣ ଏହି ବୟସରେ ପିଲାମାନେ କୌଣସି ଟେନସନ ବିନା ହସନ୍ତି ଏବଂ ଖଳନ୍ତି । ଫିଲ୍ମ ‘ମାସୁମ’ର ତ ସେହି ଗୀତ ତ ଶୁଣିଥିବେ ‘ଛୋଟା ବଚ୍ଚା ଜାନକେ ନା କୋଈ ଆଂଖ ଦିଖାନା ରେ’ ଏହି ଗୀତ ବହୁତ ଫେମସ ମଧ୍ୟ ହୋଇଥଲା । କିନ୍ତୁ ଏହି ଗୀତକୁ ସତ ପ୍ରମାଣିତ କରିଛନ୍ତି ଏହି ୧୩ ବର୍ଷର ପିଲା ଜଣକ ।

ଆମେ ଆପଣଙ୍କୁ ଏହି ପିଲା ସହିତ ଦେଖା କରାଇବାକୁ ଯାଉଛୁ ଯିଏକି IAS ର ଛାତ୍ରମାନଙ୍କୁ ପଢାଇଥାଏ । ଏହି ୧୩ ବର୍ଷର ପିଲା IAS ଛାତ୍ରଙ୍କୁ ଦେଇଥାନ୍ତି କୋଚିଙ୍ଗ । ସେ ୟୂଟ୍ଯୂବରେ ଯୂପୀଏସସୀର ତିଆରି କରୁଥିବା ଛାତ୍ରଙ୍କୁ ପଢାଉଥିବାର ଏକ ଭିଡିଓ ଶେୟାର କରିଛନ୍ତି ଏବଂ ଯାହା ବହୁତ ଭାଇରାଲ ମଧ୍ୟ ହେଉଛି ।

୧୩ ବର୍ଷର ଏହି ପିଲା ଆଇଏଏସ ଛାତ୍ରଙ୍କୁ ଦେଇଥାଏ କୋଚିଙ୍ଗ

୧୩ ବର୍ଷର ଏହି ପୁଅ ଜଣକ କଷ୍ଟ ରୁ ଅତି କଷ୍ଟ ପ୍ରଶ୍ନର ଉତ୍ତରର ବି ନିଜ ଟ୍ରିକ ସାହାର୍ଯ୍ୟରେ ଦେଇଥାଏ । ଏହି ପିଲାର ନାମ ଅମର ସ୍ୱାସ୍ତିକ ଥୋଗିତୀ ଅଟେ । ସେ ତେଲେଙ୍ଗାନାର ଏକ ଛୋଟ ଗ୍ରାମ ମଂଚେରିୟଲର ନିବାସୀ ଅଟେ । ଅମରଙ୍କୁ ତାଙ୍କର ପିତା ଟ୍ରେନ କରନ୍ତି ଏବଂ ଅମର ନିଜର ୟୂଟ୍ଯୂବ ଚ୍ୟାନେଲରେ ଭୂଗୋଳର କ୍ଳାସ ଦେଇଥାନ୍ତି । ଅମର ନିଜ ଚ୍ୟାନେଲରେ ଦେଶ, ତାଙ୍କର ଅବସ୍ଥିତି ଏବଂ ନଦୀ ଗୁଡିକ ବିଷୟରେ ମନେ ରଖିବାର ଟ୍ରିକ୍ସ ବିଷୟରେ କୁହନ୍ତି । ୟୂଟ୍ଯୂବରେ ଅମରଙ୍କର ୨ ଲକ୍ଷ ଫଲୋୱର୍ସ ଅଛନ୍ତି ଏବଂ ଏହାର ଆରମ୍ଭ ସେ ୩ ବର୍ଷ ପୂର୍ବେ କରିଥିଲେ ।

କିଛି ସମୟ ପୂର୍ବରୁ ଅମର ଇଣ୍ଡିଆନ ଏକ୍ସପ୍ରେସରେ ଦେଇଥିବା ଇଣ୍ଟରଭିୟୁରେ ନିଜର ଏହି ଚ୍ୟାନେଲ ଏବଂ ନିଜ ଭବିଷ୍ୟତର ଯୋଜନା ବିଷୟରେ ଖୋଲି କରି କହିଛନ୍ତି । ଅମର କହିଲେ କି ମୁଁ ଯେତେବେଳେ ୫ ବର୍ଷର ଥିଲି ସେତେବେଳେ ମୋତେ ଆଟଲାସ ସହିତ ଖେଳିବା ପାଇଁ ପସନ୍ଦ ଥିଲା । ଏବଂ ମୋର ପିତା ମୋର ଏହି ଇଚ୍ଛାକୁ ଦେଖି ମୋତେ ଭୂଗୋଳ ପଢାଇବାକୁ ଲାଗିଲେ ।

ଏବଂ ମୋର ମା ଫୋନେରେ ଏହାକୁ ରେକର୍ଡ କରିନେଲେ । ଏବଂ ଭିଡିଓକୁ ୟୂଟ୍ଯୂବରେ ଶେୟାର କରିଦେଲେ । ସେହି ଭିଡିଓର ରେସପୋନ୍ସ ବହୁତ ଭଲ ଆସିବାକୁ ଲାଗିଲା ଏବଂ ଏହା ପରେ ମୁଁ ଆହୁରି ଭିଡିଓ ତିଆରି କରି ନିଜ ଚ୍ୟାନେଲରେ ଅପ୍ଲୋଡ କରୁଛି ।

IAS ଅଫିସର ହେବାକାଉ ଚାହୁଁଛନ୍ତି ଅମର

୧୩ ବର୍ଷର ଅମର ୯ମ କ୍ଳାସରେ ପଢୁଛନ୍ତି । ସେ ନିଜର ୟୂଟ୍ଯୂବ ଚ୍ୟାନେଲକୁ ଆଗକୁ ବଢାଇବ ପାଇଁ ଇକନୋମିକ୍ସ ଏବଂ ପଲିଟିକଲ ସାଇଂସର ଟ୍ରେନିଗ ଦେବା ପାଇଁ ଯୋଜନା କରୁଛନ୍ତି । ଏବଂ ତାଙ୍କର ସ୍ଵପ୍ନ ଅଛି କି ସେ IAS ଅଫିସର ହୋଇ ଦେଶର ସେବା କରିବେ । ନିଜ ସ୍ଵପ୍ନ ବିଷୟରେ ଆଗକୁ କହିଲେ କି “ମୁଁ IAS ଅଫିସର ହୋଇ ଦେଶକୁ ଆଗକୁ ବଢାଇବାକୁ ଚାହୁଁଛି ।

ଏବଂ ଆମ ଦେଶରେ ଏମିତି ବହୁତ ଆଇନ ଅଛି ଯାହା ସଠିକ ଭାବରେ ଲାଗୁ କରାଯାଉ ନାହିଁ ଯେତେବେଳେ ମୁଁ IAS ଅଫିସର ହୋଇଯିବି ତେବେ ମୁଁ ଏହି ସବୁ ଆଇନକୁ ଭଲ ଭାବରେ ଲାଗୁ କରିବି ।

ଅମରଙ୍କର ଛୋଟ ଭାଇ ଅଂଗ ବିଗ୍ନେଶଙ୍କର ବି ନିଜର ଚ୍ୟାନେଲ ଅଛି । ନିଜ ପିଲାମାନଙ୍କ ଉପରେ ଗର୍ବ କରି ତାଙ୍କର ପିତା ମାତା କହିଲେ କି ଦୁଇଜଣ ବହୁତ ଟ୍ୟାଲେଣ୍ଟଡ ଅଟନ୍ତି ଏବଂ ଅନ୍ୟ ପିଲାମାନଙ୍କ ତୁଲାନରେ ସେମାନେ ଜଲ୍ଦି ସବୁ କଥା ବୁଝି ଯାଆନ୍ତି । ଫିଜିକସ ଏବଂ ମ୍ୟାଥ ଅମରଙ୍କର ପସନ୍ଦିତା ସବଜେକ୍ଟ ଅଟେ ।

ଅମର ଏହି ଟ୍ଯାଲେନ୍ଟ ଆପଣଙ୍କୁ ନିଶ୍ଚୟ ଉଶ୍ଚାହିତ କରିବ । ତାଙ୍କ ପାଇଁ ଗୋଟେ ଶେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।