ଓଡିଶାକୁ ପ୍ରବଳ ବର୍ଷା ନେଇ ଆସୁଛି Cyclone Naul, ୧୫ ଜିଲ୍ଲାକୁ ହେଲା ସତର୍କ ସୂଚନା ହେଲା ଜାରି

ତେବେ ଓଡିଶା ଏମିତି ଗୋଟେ ରାଜ୍ୟ ଯେଉଁଠାରେ ସବୁବେଳେ ଝଡ ବାତ୍ୟା ଆସିଥାଏ ଓ ଯାହା ଦ୍ଵାରା ଜନସାଧାରଣକୁ ବହୁତ ସମସ୍ୟାର ସାମ୍ନା କରିବାକୁ କରିଥାଏ । ଅନେକ ଘର ପରିବାର ଉଜୁଡି ଯାଏ । ଆଜି ଆମେ ଆପଣଙ୍କୁ ଆଉ ଗୋଟେ ବାତ୍ୟା ବିଷୟରେ କହିବାକୁ ଯାଉଛୁ ଯାହା ଓଡିଶା, ଆନ୍ଧ୍ର ପ୍ରଦେଶ ଆଡକୁ ବଢି ବଢି ଆସୁଛି ଏହି ବାତ୍ୟା ନାମ ନୌଲ ଅଟେ ତେବେ ଏହି ବାତ୍ୟା ଗଙ୍ଗୋପ ସାଗରରେ ଉତ୍ପନ୍ନ ହୋଇଛି ଓ ୨୦ ତାରିଖ ସିଧା ଜମିରେ ଆସିବ । ଏହା ପରେ ପାଣି ପାଗ ବିଭାଗରୁ ମଧ୍ୟ ସୂଚନା ମିଳିଛି ଯେ ୨୦ ରୁ ୨୬ ପର୍ଯ୍ୟନ୍ତ ବହୁତ ମାତ୍ରାରେ ପବନ ବର୍ଷା ହେବାର ସମ୍ଭାବନା ଅଛି ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିଲ୍ଲା ନାମ ଗୁଡିକ କହିବାକୁ ଯାଉଛୁ ଯେଉଁ ଗୁଡିକ ଏହି ବାତ୍ୟାରେ କ୍ଷତି ଗ୍ରସ୍ତ ହୋଇ ପାରନ୍ତି ବା ଯେଉଁ ଜାଗାରେ ଅତ୍ୟଧିକ ମାତ୍ରାରେ ବର୍ଷା ଓ ପବନ ହବାର ସମ୍ଭାବନା ଅଟେ । ଭାରତ ପାଣି ପାଗ ବିଭାଗ ଅନୁଯାୟୀ ଫିଲିପିଂସରେ ହୋଇଥିବା ଗୋଟେ ଲଘୁଚାପ ଯାହା କମ ପ୍ରେସରରେ ରହି ରହି ସାଉଥ ଚାଇନା ସମୁଦ୍ରରେ ଗୋଟେ ଝଡ ରୂପରେ ପରିଣତ ହୋଇଛି ।

ତେବେ ପାଣି ପାଗ କହିବା ଅନୁଯାୟୀ ଏହି ଝଡ ଆଜି ରାତି ଭିତରେ ଥାଇଲାଣ୍ଡ ପାର କରି ମିୟାମାର ଦେଇ ଆମ ଗଙ୍ଗୋପ ସାଗରରେ ପ୍ରବେଶ କରିବ ଯାହା ଉପକୁଳରେ ଓଡିଶା ଆନ୍ଧ୍ର ପ୍ରଦେଶ ଓ ଅନ୍ୟ ରାଜ୍ୟ ବାସିନ୍ଦା ଅଟନ୍ତି । ତେବେ ପାଣି ପାଗ ଅନୁଯାଇ ଏହା କୁହା ଯାଉଛି ଯେ ଏହି ବାତ୍ୟା କାରଣରୁ ଓଡିଶାରେ ବହୁତ ଅଧିକ ମାତ୍ରାରେ ବର୍ଷା ଓ ପବନ ହେବ । ଏହା ଛଡା, ବିହାର, ଉତ୍ତର ପ୍ରଦେଶ, ଛତ୍ତିସଗଡ, ଆନ୍ଧ୍ର ପ୍ରଦେଶ ଓ ଅନ୍ୟ ରାଜ୍ୟ ଉପରେ ମଧ୍ୟ ଏହାର ବହୁତ ପ୍ରଭାବ ଦେଖିବାକୁ ମିଳିବ ।

ପାଣି ପାଗ ଭିଭାବର ସୂଚନା ଅନୁଯାୟୀ ଆମ ଓଡିଶାରେ ଏହି ଝଡ ବାତ୍ୟା ର ପ୍ରଭାବ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ରହିବ ଯାହା ଦ୍ଵାରା ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବ । କୋରାପୁଟ, କଳା ହାଣ୍ଡି, ମାଲକାନଗିରି, ନବରଙ୍ଗପ୍ପୁର, ସମ୍ବଲ ପୁର, ସୋନପୁର, ଦେବଗଡ, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ଵର ।

ଏହା ଛଡା କଟକ, ପୁରୀ ଗଞ୍ଜାମ ଏ ସବୁ ଜିଲା ମାନଙ୍କରେ ପ୍ରବଳ ମାତ୍ରାରେ ବର୍ଷା ହେବ । ତେବେ ଆଜି ସନ୍ଧ୍ୟା ବା କାଲି ସକାଳୁ ବର୍ଷା ହବା ଆରମ୍ଭ ହୋଇଯିବ ସେଥିପାଇଁ ନିଜେ ସଚେତନ ହୋଇ ରୁହନ୍ତୁ ଓ ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।