ଏମିତି କଣ ଯାହା ଝିଅ ପ୍ରଥମ ଥର କଲେ କଷ୍ଟ ହୋଇଥାଏ ?

ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଓ ରୋଚକପୂର୍ଣ ଜିକେର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହାକୁ ପଢିବା ଦ୍ଵାରା ଆପଣନାକ ଜିକେ ନଲେଜ ଆହୁରି ବଢି ଯିବ । ଏହା ଆପଣଙ୍କୁ ପରବର୍ତୀ ସମୟରେ ବହୁତ ସାହାର୍ଯ୍ୟ କରିବା ସହିତ ଆପଣଙ୍କର ଜ୍ଞାନ ବି ବଢାଇବ । ଏହି ପ୍ରଶ୍ନ ଓ ଉତ୍ତର ଆପଣ ଦେଉଥିବା କିଛି ଇଣ୍ଟରଭିୟୁରେ ମଧ୍ୟ ଆସିପାରେ । ଆଇଏଏସ ଓ ଆଇପିଏସରେ ଏହିଭଳି ହିଁ କିଛି ପ୍ରଶ୍ନ ଓ ଉତ୍ତର ଆସିଥାଏ ।

୧ – କେଉଁ ଜିନିଷ ଫାଟିଲା ପରେ ବି ଶବ୍ଦ ହୁଏ ନାହିଁ ?

ଉତ୍ତର – ଫୁଟୁକା (Bubbles)

୨ – ଏମିତି କେଉଁ ଜିନିଷ ଯାହାକୁ ତାକୁ ଖାଇବାକୁ ଦେଲେ ବଞ୍ଚିବ, କିନ୍ତୁ ପିଇବାକୁ ଦେଲେ ମରିଯିବ ?

ଉତ୍ତର – ନିଆଁ

୩ – ଆପଣ ଗୋଟିଏ ଅନ୍ଧାର ଘର ଭିତରେ ଅଛନ୍ତି, ଆପଣ ସେହି ଅନ୍ଧାର ଘର ଭିତରୁ କେମିତି ବାହାରିବେ ?

ଉତ୍ତର – ଆପଣ ଚିନ୍ତା କରିବା ବନ୍ଦ କରି ଦିଅନ୍ତୁ

୪ – ଏମିତି କଣ ଅଛି ଯାହାକୁ ଝିଅ ପ୍ରଥମ ଥର କରିଲେ ତାକୁ କଷ୍ଟ ହୋଇଥାଏ ?

ଉତ୍ତର – କାନ ଫୋଡେଇବା ସମୟରେ

୫ – ପବନ ଦେଲେ ସେ ମରିଯାଏ କିନ୍ତୁ ଖରା ହେଲେ ସେ ବଞ୍ଚିଯାଏ ?

ଉତ୍ତର – ଝାଳ

୬ – ସବୁଠୁ ଅଧିକ ମାଟିର ଘର କେଉଁ ଦେଶରେ ଅଛି ?

ଉତ୍ତର – ଭାରତ

୭ – ଘୋଡାର କେତୋଟି ଦାନ୍ତ ଅଛି ?

ଉତ୍ତର – ୪୪

୮ – କେଉଁ ଦେଶରେ ସବୁଠୁ ଅଧିକ ମେଳା ଲାଗିଥାଏ ?

ଉତ୍ତର – ଭାରତ

୯ -ଖଜୁରାହୋ ଭାରତର କେଉଁ ରାଜ୍ୟରେ ଅଛି ?

ଉତ୍ତର – ମଧ୍ୟପ୍ରଦେଶ

୧୦ – କେଉଁ ଦେଶର ପିଲାମାନେ ନିଆଁ ଉପରେ ନୃତ୍ୟ କରନ୍ତି ?

ଉତ୍ତର – ଏସିୟା ମହାଦ୍ଵୀପ

୧୧ – ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ ଥିଲେ ?

ଉତ୍ତର – ଇନ୍ଦିରା ଗାନ୍ଧୀ

୧୨ – ହାତୀ କେଉଁ ରଙ୍ଗକୁ ଦେଖି ରାଗି ଯାଏ ?

ଉତ୍ତର – ହଳଦିଆ ରଙ୍ଗ

୧୩ – କେଉଁ ମାଛ ପବନରେ ଉଡିପାରିବ ?

ଉତ୍ତର – ଗରମାଈ ମାଛ

୧୪ – ଭାରତର ସବୁଠୁ ଥଣ୍ଡା ଜିଲ୍ଲା କେଉଠି ଅଛି ?

ଉତ୍ତର – ଶ୍ରୀନଗର

୧୫ – ଶରୀରରେ କେଉଁଠି ମଜବୁତ ହାଡ ମିଳିଥାଏ ?

ଉତ୍ତର – ଜଙ୍ଘ

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।